Home Bibles ☰ Books ଦିତୀୟ ଶାମୁୟେଲ 19:9 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:9 · ଓଡ଼ିଆ ବାଇବେଲ

ବର୍ତ୍ତମାନ ଇଶ୍ରାଲୟଲର ପରିବାରବର୍ଗର ସମସ୍ତସଲାକ ୟକ୍ସ୍ଟକ୍ତି କରିବାକୁ ଲାଗିଲଲ ଏବଂସସମାଲନ କହିଲଲ, ରାଜା ଦାଉଦ ଆମ୍ଭମାନଙ୍କୁ ପଲଲଷ୍ଟୀୟମାନଙ୍କ ହସ୍ତରକ୍ସ୍ଟ ରକ୍ଷା କଲଲ, ଏବଂ ଅନ୍ୟ ଶତୃମାନଙ୍କଠାରକ୍ସ୍ଟ ମଧ୍ଯ ଆମକକ୍ସ୍ଟସସ ରକ୍ଷା କଲଲ। ଦାଉଦ ଅବଶାସଲାମସଯାଗକ୍ସ୍ଟଁ ରାଜ୍ଯ ଛାଡି ପଳାଇଛନ୍ତି।

Cross references

ଆଦି ପୁସ୍ତକ 3:12

ମନୁଷ୍ଯ ଉତ୍ତର ଦଲୋ, ତୁମ୍ଭେ ମାେ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ ସେ ମାେତେ ସହେି ଫଳ ଖାଇବାକୁ ଦଲୋ। ତେଣୁ ମୁଁ ତାହା ଖାଇଲି।

ଯାତ୍ରା ପୁସ୍ତକ 32:24

ତେଣୁ ମୁଁ ଲୋକମାନଙ୍କୁ କହିଲି, 'ଯଦି ତୁମ୍ଭମାନଙ୍କ ପାଖ ରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତବେେ ମାେ ପାଖକୁ ଆଣ, ତେଣୁ ସମାନେେ ମାେତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।' ମୁଁ ସୁବର୍ଣ୍ଣକୁ ନିଆଁ ରେ ଫୋପାଡି ଦଲେି ଓ ଏହି ବାଛୁରୀ ତିଆରି କଲି।

ପ୍ରଥମ ଶାମୁୟେଲ 17:50

ଏହିପରି ଭାବରେ ଦାଉଦ ବାଟକ୍ସ୍ଟଳି ଓ ପଥର ଦ୍ବାରା ସହେି ପଲେଷ୍ଟୀୟକକ୍ସ୍ଟ ପରାସ୍ତ କଲେ ଓ ଆଘାତକରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତ ରେ ଖଡ୍ଗ ନ ଥିଲା।

ପ୍ରଥମ ଶାମୁୟେଲ 18:5

ଶାଉଲ ଦାଉଦଙ୍କକ୍ସ୍ଟ ବହକ୍ସ୍ଟତ ୟକ୍ସ୍ଟଦ୍ଧକକ୍ସ୍ଟ ପଠାଇଲେ ଓ ସେ କୃତକାର୍ୟ୍ଯ ହେଲ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିୟକ୍ସ୍ଟକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମତେ ସମସ୍ତଙ୍କକ୍ସ୍ଟ ଖକ୍ସ୍ଟସି କଲା।

ପ୍ରଥମ ଶାମୁୟେଲ 18:25

ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।

ପ୍ରଥମ ଶାମୁୟେଲ 19:5

ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

ଦିତୀୟ ଶାମୁୟେଲ 5:20

ତା'ପରେ ଦାଉଦ ବାଲ୍-ପରାସୀମକକ୍ସ୍ଟ ଗଲେ, ଏବଂ ସଠାେରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, ସଦାପ୍ରଭୁ ମାରେ ଶତୃମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକକ୍ସ୍ଟ ଭାଙ୍ଗି ବହି ନଇୟୋଏ। ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ ବାଲ୍-ପରାସୀମ ରଖିଥିଲେ।

ଦିତୀୟ ଶାମୁୟେଲ 8:1

ଏହାପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେଠାରକ୍ସ୍ଟ ତାଙ୍କ ରାଜଧାନୀର କତ୍ତର୍କ୍ସ୍ଟତ୍ବ ନେଲେ।

ଦିତୀୟ ଶାମୁୟେଲ 15:14

ଏଥି ରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ୟିରକ୍ସ୍ଟଶାଲମ ରେ ଥିଲେ ତାଙ୍କୁ କହିଲେ ଯେ, ଆମ୍ଭମାନେେ ଏଠାରକ୍ସ୍ଟ ପଳାଇବା, ନଚେତ୍ ଅବଶା ଲୋମ ଆମକକ୍ସ୍ଟ କାହାରିକକ୍ସ୍ଟ ଛାଡିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ବଂସ କରିବ ଓ ୟିରକ୍ସ୍ଟଶାଲମର ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କରିବ।

ଦିତୀୟ ଶାମୁୟେଲ 18:17

ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

ଯାକୁବଙ୍କ ପତ୍ 3:14

ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।

Interlinear

Choose Theme