Home Bibles ☰ Books ଦିତୀୟ ଶାମୁୟେଲ 19:7 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:7 · ଓଡ଼ିଆ ବାଇବେଲ

ଏଲବ ଉଠନ୍ତକ୍ସ୍ଟ, ଆପଣଙ୍କର ସୈନ୍ଯମାନଙ୍କୁ ଉତ୍ସାହିତ କରନ୍ତକ୍ସ୍ଟ ଏବଂସସମାନଙ୍କୁ ଉତ୍ସାହ ଜନକ କଥା କକ୍ସ୍ଟହନ୍ତକ୍ସ୍ଟ। ମୁ ସଦାପ୍ରଭୁଙ୍କ ନାମସର ଶପଥ କରୁଅଛିସଯଲବ ଆପଣ ବାହାରକକ୍ସ୍ଟ ୟାଆନ୍ତକ୍ସ୍ଟ ନାହିଁ,ସତଲବ ଏହି ରାତ୍ରିସର ଆପଣଙ୍କ ସହିତସକହି ଜଲଣସହଲଲବି ରହିଲବ ନାହିଁ। ଆଉ ଆପଣଙ୍କ ୟୌବନକାଳାବଧି ବର୍ତ୍ତମାନ ପର୍ୟ୍ଯନ୍ତସଯଲତ ଅମଙ୍ଗଳ ଆପଣଙ୍କକ୍ସ୍ଟ ଘଟିଅଛିସସଗକ୍ସ୍ଟଡିକରୁ ହିଁ ଏହି ଦକ୍ସ୍ଟର୍ଘଟଣା ବଡସହବ।

Cross references

ଆଦି ପୁସ୍ତକ 34:3

ଏହାପରେ ଶିଖିମ ଦୀଣାର ପ୍ ରମେ ରେ ପଡ଼ିଗଲା ଓ ତାକୁ ବିବାହ ହବୋକୁ ଚାହିଁଲା।

ଗୀତସଂହିତା 71:4

ହେ ମାରେ ପରମେଶ୍ବର, ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଅନ୍ଯାଯକାରୀ ଓ ନିର୍ଦ୍ଦଯ ଲୋକ ହାତରୁ ମାେତେ ରକ୍ଷା କର।

ଗୀତସଂହିତା 71:9

ବୃଦ୍ଧା ଅବସ୍ଥା ହତେୁ ମାେତେ ପରିତ୍ଯାଗ କର ନାହିଁ। ମୁଁ ଦୁର୍ବଳ ହବୋ ସମଯରେ ମାେତେ ପରିତ୍ଯାଗ କର ନାହିଁ।

ଗୀତସଂହିତା 71:18

ବର୍ତ୍ତମାନ ମୁଁ ବୃଦ୍ଧ ଓ ମାରେ ବାଳ ପାଚିୟାଇଛି। ମାେତେ ପରିତ୍ଯାଗ କର ନାହିଁ, ପରମେଶ୍ବର। ମାେ ସାଙ୍ଗରେ ରୁହ, ମୁଁ ୟପରେି ତୁମ୍ଭର ଶକ୍ତି ଏବଂ ମହାନତା ବିଷଯରେ ଭବିଷ୍ଯତ ବଂଶଧରଙ୍କ ଆଗରେ କହିପାରିବି।

ଗୀତସଂହିତା 129:1

ମାରେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କଲେ। ଇଶ୍ରାୟେଲ, ଏହାକୁ ଆଉଥରେ କୁହ।

ହିତୋପଦେଶ 14:28

ଅଧିକ ଜନସଂଖ୍ଯା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।

ହିତୋପଦେଶ 19:15

ଆଳସ୍ଯ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।

ଯିଶାଇୟ 40:1

ତୁମ୍ଭର ପରମେଶ୍ବର ଏହା କୁହନ୍ତି, ମାେ ଲୋକମାନଙ୍କୁ ସାନ୍ତ୍ବନା ଦିଅ, ସାନ୍ତ୍ବନା ଦିଅ।

ହୋଶେୟ 2:14

ତେଣୁ ଆମ୍ଭେ ତାକୁ ପ୍ ରମବୋଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନଇେ କୋମଳ କଥା କହିବା।

Interlinear

Choose Theme