ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।
Cross references
ସହେି ସମୟରେ ଏଲି ଫାଟକ ପାଖ ରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିମନ୍ତେ ତାଙ୍କର ହୃଦଯ ଉତ୍କସ୍ଖିତ ଥିଲା। ଇତ୍ଯବସର ରେ ସହେିଲୋକ ସମ୍ବାଦ ଦଲୋ ଏବଂ ନଗରୟାକ ଉଚ୍ଚସ୍ବର ରେ କାନ୍ଦି ଉଠିଲେ।
ଏଥି ମଧିଅରେ ଅବଶା ଲୋମ ପଳାଯନ କରିଥିଲା।
ରାଜା ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଯାହା ଉତ୍ତମ ବିଗ୍ଭର କର ମୁ ତାହା କରିବି।
ଏହାପଲର ରାଜା ଉଠି ନଗର ଦ୍ବାରସର ବସିଲଲ, ଏ ଖବର ଗ୍ଭରିଆଲଡ ପ୍ରଗ୍ଭରିତସହାଇଗଲାସଯ ରାଜା ନଗରଦ୍ବାର ନିକଟଲର ବସିଛନ୍ତି।ସତଣୁ ସମସ୍ତସଲାକ ରାଜା ଦାଉଦଙ୍କକ୍ସ୍ଟସଦଖିବାକକ୍ସ୍ଟ ଆସିଲଲ।
ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।
ମାରେପ୍ରଭୁ ମାେତେ କହିଲେ, ୟାଅ ଏକ ଜଣ ପ୍ରହରି ନିୟୁକ୍ତ କର। ସେ ଯାହା ଦେଖିବ ତାହା ସପରେି ପ୍ରକାଶ କରିବ।
ଦୁମା ବିଷଯ ରେ ଶାେକବାର୍ତ୍ତା। ଜଣେ ସଯେୀରଠାରୁ ମାେତେ ଡ଼ାକି କହିଲେ, ହେ ପ୍ରହରି, ଆଉ ରାତ୍ରି କେତେ ରହିଲା ?'
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, 'ଆମ୍ଭେ ଯେତବେେଳେ କୌଣସି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ଯରୁ ଜଣଙ୍କୁ ସେତବେେଳେ ଏକ ପ୍ରହରୀ କରି ନିୟୁକ୍ତ କରନ୍ତି।