ପୁଣି ସୂର୍ୟ୍ଯାସ୍ତ ବଳକେୁ ପ୍ରେତ୍ୟକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫରେିୟିବାକୁ ଆଦେଶ ଦିଆଗଲା।
Cross references
ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ମୁ ଏହି 300 ଲୋକଙ୍କକ୍ସ୍ଟ ବ୍ଯବହାର କରିବି ଯେଉଁମାନେ କକ୍ସ୍ଟକକ୍ସ୍ଟର ପରି ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ଜଳପାନ କଲେ, ମୁ ସମାନଙ୍କେ ଦ୍ବାରା ତୁମ୍ଭକୁ ସାହାୟ୍ଯ କରିବି ଓ ମିଦିଯନୀଯମାନଙ୍କୁ ସମାନଙ୍କେ ହସ୍ତ ରେ ପରାସ୍ତ କରାଇବି। ଅବଶିଷ୍ଟ ଲୋକମାନଙ୍କୁ ସମାନଙ୍କେ ସ୍ବଗୃହକକ୍ସ୍ଟ ଫରୋଇ ଦିଅ।
ଏହାପରେ ଇଶ୍ରାୟେଲର ଲୋକମାନେ ସମାନଙ୍କେର ନିଜ ପରିବାରବର୍ଗକକ୍ସ୍ଟ ଏବଂ ସମାନଙ୍କେର ପରିବାରକକ୍ସ୍ଟ ଏବଂ ନିଜ ଦେଶ ରେ ଥିବା ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।
ତହିଁରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କଲେ ଓ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ପ୍ରେତ୍ୟକକ ଆପଣା ଆପଣା ତମ୍ବୁକକ୍ସ୍ଟ ଫରେିଗଲେ, ସେତବେେଳେ ଅତି ମହାସଂହାର ହେଲା, କାରଣ ସେଥି ରେ ଇଶ୍ରାୟେଲର 30,000 ପଦାତିକ ସୈନ୍ଯ ମରି ପଡିଲେ।
ଏହାପଲର ରାଜା ଉଠି ନଗର ଦ୍ବାରସର ବସିଲଲ, ଏ ଖବର ଗ୍ଭରିଆଲଡ ପ୍ରଗ୍ଭରିତସହାଇଗଲାସଯ ରାଜା ନଗରଦ୍ବାର ନିକଟଲର ବସିଛନ୍ତି।ସତଣୁ ସମସ୍ତସଲାକ ରାଜା ଦାଉଦଙ୍କକ୍ସ୍ଟସଦଖିବାକକ୍ସ୍ଟ ଆସିଲଲ।
ସେତବେେଳେ ସମଗ୍ର ଇଶ୍ରାୟେଲ ଦେଖିଲେ ଯେ ନୂଆରାଜା ସମାନଙ୍କେ କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ ଉତ୍ତର କରି କହିଲେ, ଆମ୍ଭମାନେେ କ'ଣ ଦାଉଦ ସାମ୍ରାଜ୍ଯର ଏକ ଅଂଶ? ଆମ୍ଭେ ୟିଶୀର କିଛି ଭୂମି ପାଉ କି? ନା, ତେଣୁ ଇଶ୍ରାୟେଲ ଲୋକମାନେ ନିଜ ନିଜ ଘରକୁ ଫରେି ୟାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଘରକୁ ଫରେି ଗଲେ।
ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭେ ନିଶ୍ଚଯ ତୁମ୍ଭମାନଙ୍କ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ବିପକ୍ଷ ରେ ୟୁଦ୍ଧ କରିବ ନାହିଁ। ତୁମ୍ଭମାନେେ ସମସ୍ତେ ନିଜ ନିଜ ଗୃହକୁ ଫରେିୟାଅ। କାରଣ ଏହିକାର୍ୟ୍ଯ ମାେ ଦ୍ବାରା ହାଇେଅଛି।' ତେଣୁ ରିହବିଯାମଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫରେିଗଲେ।
ମୀଖାଯ ଉତ୍ତର କଲେ, ମୁଁ ସମଗ୍ର ଇଶ୍ରାୟେଲକୁ ମାଲିକହୀନ ମଷେପଲ ସଦୃଶ ଏଣେ ତଣେେ ପର୍ବତମାନଙ୍କ ରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ' ସମାନଙ୍କେର ମୂଖ୍ଯ ନାହିଁନ୍ତି, ସମାନେେ ୟୁଦ୍ଧ ନ କରି କୁଶଳ ରେ ନିଜ ନିଜ ଗୃହକୁ ଫରେି ୟାଆନ୍ତୁ।'
ମାତ୍ର ଅରାମର ରାଜା ତାଙ୍କର ବତିଶ ରଥାଧ୍ଯକ୍ଷଙ୍କୁ ଆଦେଶ ଦେଲେ, ତୁମ୍ଭମାନେେ ଇଶ୍ରାୟେଲର ରାଜା ବ୍ଯତୀତ ଅନ୍ୟ କାହା ସଙ୍ଗେ ୟୁଦ୍ଧ କରନାହିଁ। ତୁମ୍ଭେ ନିଶ୍ଚଯ ତାକୁ ହତ୍ଯା କରିବ।
ଇଶ୍ରାୟେଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରେତ୍ୟକକ ଲୋକ ନିଜନିଜ ତମ୍ବୁକୁ ପଳାଯନ କଲେ।