Home Bibles ଦିତୀୟ ଶାମୁୟେଲ 18:4 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 18:4 · ଓଡ଼ିଆ ବାଇବେଲ

ରାଜା ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଯାହା ଉତ୍ତମ ବିଗ୍ଭର କର ମୁ ତାହା କରିବି।

Cross references

ପ୍ରଥମ ଶାମୁୟେଲ 29:2

ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ଯ ନଇେ କ୍ରମେ କ୍ରମେ ଅଗ୍ରସର ହେଲ। ଦାଉଦ ଏବଂ ତାଙ୍କର ସୈନ୍ଯମାନେ ଅଖୀଶ ସହିତ ପେଛ ପେଛ ଆଗଇେଲେ।

ଦିତୀୟ ଶାମୁୟେଲ 18:1

ଦାଉଦ ଲୋକମାନଙ୍କୁ ଗଣି 1,000 ଜଣ ରେ ଜଣେ ଓ ପ୍ରତି 100 ଜଣ ରେ ଜଣେ ଲଖାେଏ ମକ୍ସ୍ଟଖିଆଙ୍କକ୍ସ୍ଟ ନିୟକ୍ସ୍ଟକ୍ତି ଦେଲେ।

ଦିତୀୟ ଶାମୁୟେଲ 18:24

ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।

ଯିଶାଇୟ 28:6

ତା'ପ ରେ ସଦାପ୍ରଭୁ ବିଚାର ନିମନ୍ତେ ବିଚାରକଙ୍କୁ ବିଚାର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ବାର ରେ ୟୁଦ୍ଧ ରେ ଫରୋଇ ଦିଅନ୍ତି ସମାନଙ୍କେ ପାଇଁ ବଳସ୍ବରୂପ ହବେେ।

Interlinear

Choose Theme