Home Bibles ☰ Books ଦିତୀୟ ଶାମୁୟେଲ 18:17 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 18:17 · ଓଡ଼ିଆ ବାଇବେଲ

ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

Cross references

ଯିହୋଶୂୟ 7:26

ଆଖନକକ୍ସ୍ଟ ପୋଡି଼ ସାରିବା ପରେ ତାହାକକ୍ସ୍ଟ ପଥର ରେ ପୋତି ଦେଲେ, ସହେି ପଥର ଗଦା ଆଜି ପର୍ୟ୍ଯନ୍ତ ସଠାେରେ ଅଛି। ଯେ ହତେକ୍ସ୍ଟ ସଦାପ୍ରଭୁ ଆଖନକକ୍ସ୍ଟ ସଠାେରେ ଏପରି ଦକ୍ସ୍ଟଃଖ ଦେଲେ, ସେଥିପାଇଁ ସହେି ସ୍ଥାନ ଆଜି ପର୍ୟ୍ଯନ୍ତ ଆଖୋର ଉପତ୍ୟକା ନାମ ରେ ପରିଚିତ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କ ଉପରକ୍ସ୍ଟ କୋର୍ଧରକ୍ସ୍ଟ ନିବୃତ୍ତ ହାଇେ ଶାନ୍ତ ହେଲେ।

ଯିହୋଶୂୟ 8:29

ଯିହାଶୂେୟ ଅଯର ରାଜାଙ୍କକ୍ସ୍ଟ ସଂନ୍ଧ୍ଯା ପର୍ୟ୍ଯନ୍ତ ଗଛ ରେ ଝକ୍ସ୍ଟଲଇେ ରଖିଲେ। ସୂର୍ୟ୍ଯାସ୍ତ ପରେ ଯିହାଶୂେୟଙ୍କ ଆଜ୍ଞାନକ୍ସ୍ଟସା ରେ ଲୋକମାନେ ସେ ଶବକକ୍ସ୍ଟ ଗଛରକ୍ସ୍ଟ ଆଣିଲେ। ସମାନେେ ସହେି ଶବକକ୍ସ୍ଟ ନଗରର ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଫୋପାଡି ଦେଲେ ଏବଂ ତା' ଉପରେ ପଥର ଗଦା କଲେ। ତାହା ସଠାେରେ ଆଜି ପର୍ୟ୍ଯନ୍ତ ମଧ୍ଯ ଅଛି।

ଯିହୋଶୂୟ 10:27

ପକ୍ସ୍ଟଣି ସୂର୍ୟ୍ଯାସ୍ତ ସମୟରେ ଯିହାଶୂେୟ ଆଜ୍ଞା ଦଲୋପରେ ଲୋକମାନେ ସହେି ବୃକ୍ଷମାନଙ୍କରକ୍ସ୍ଟ ସମାନଙ୍କେୁ ତଳକକ୍ସ୍ଟ ନେଲେ ଓ ଯେଉଁ ଗକ୍ସ୍ଟମ୍ଫା ରେ ସମାନେେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ଥିଲେ, ତାହା ଭିତରକକ୍ସ୍ଟ ଫୋପାଡି ଦେଲେ ଓ ସହେି ଗକ୍ସ୍ଟମ୍ଫା ମକ୍ସ୍ଟହଁ ରେ ବଡ ବଡ ପଥର ଦଇେ ବନ୍ଦ କଲେ ଏବଂ ଯାହାକି ଆଜିୟାଏ ଅଛି।

ଦିତୀୟ ଶାମୁୟେଲ 19:5

ସଯାୟାବ ରାଜ ଗୃହସର ପ୍ରଲବଶ କରି ରାଜାଙ୍କକ୍ସ୍ଟ କହିଲା, ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣସସଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି,ସଯଉଁମାଲନ ଆଜି ଆପଣଙ୍କର ପକ୍ସ୍ଟତ୍ର, କନ୍ଯା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି।

ଦିତୀୟ ଶାମୁୟେଲ 19:8

ଏହାପଲର ରାଜା ଉଠି ନଗର ଦ୍ବାରସର ବସିଲଲ, ଏ ଖବର ଗ୍ଭରିଆଲଡ ପ୍ରଗ୍ଭରିତସହାଇଗଲାସଯ ରାଜା ନଗରଦ୍ବାର ନିକଟଲର ବସିଛନ୍ତି।ସତଣୁ ସମସ୍ତସଲାକ ରାଜା ଦାଉଦଙ୍କକ୍ସ୍ଟସଦଖିବାକକ୍ସ୍ଟ ଆସିଲଲ।

ଦିତୀୟ ଶାମୁୟେଲ 19:9

ବର୍ତ୍ତମାନ ଇଶ୍ରାଲୟଲର ପରିବାରବର୍ଗର ସମସ୍ତସଲାକ ୟକ୍ସ୍ଟକ୍ତି କରିବାକୁ ଲାଗିଲଲ ଏବଂସସମାଲନ କହିଲଲ, ରାଜା ଦାଉଦ ଆମ୍ଭମାନଙ୍କୁ ପଲଲଷ୍ଟୀୟମାନଙ୍କ ହସ୍ତରକ୍ସ୍ଟ ରକ୍ଷା କଲଲ, ଏବଂ ଅନ୍ୟ ଶତୃମାନଙ୍କଠାରକ୍ସ୍ଟ ମଧ୍ଯ ଆମକକ୍ସ୍ଟସସ ରକ୍ଷା କଲଲ। ଦାଉଦ ଅବଶାସଲାମସଯାଗକ୍ସ୍ଟଁ ରାଜ୍ଯ ଛାଡି ପଳାଇଛନ୍ତି।

ଦିତୀୟ ଶାମୁୟେଲ 20:1

ସେ ସମୟରେ ବିନ୍ଯାମୀନୀଯ ବିଖ୍ରିର ପକ୍ସ୍ଟତ୍ର ଶବେଃ ନାମ ରେ ଜଣେ ପାପଧମ ଲୋକ ସଠାେରେ ଥିଲା, ପକ୍ସ୍ଟଣି ସେ ତୂରୀ ବଜାଇ କହିଲା,

ଦିତୀୟ ଶାମୁୟେଲ 20:22

ତା'ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପକ୍ସ୍ଟତ୍ର ଶବେଃର ମକ୍ସ୍ଟଣ୍ତ କାଟି ପ୍ରାଚୀର ଉପର ଦଇେ ଯୋୟାବ ନିକଟକକ୍ସ୍ଟ ଫୋପାଡି ଦେଲେ।

ଦିତୀୟ ରାଜାବଳୀ 8:21

ତା'ପରେ ୟିହୋରାମ ଓ ତାଙ୍କର ସମସ୍ତ ରଥ ସାଯୀରକୁ ୟାତ୍ରା କଲେ। ଇଦୋମୀଯ ସୈନ୍ଯମାନେ ସମାନଙ୍କେୁ ଚତୁର୍ଦ୍ଦିଗରୁ ଘରେିଗଲେ। ୟିହୋରାମ ଓ ତାଙ୍କର ସନୋଧ୍ଯକ୍ଷମାନେ ସମାନଙ୍କେୁ ଆକ୍ରମଣ କଲେ। ସେଥି ରେ ଶତୃମାନେ ପ୍ରାଣଭୟ ରେ ଦୌଡି ପଳାଯନ କଲେ। ମାତ୍ର ୟିହୋରାମଙ୍କର ସମସ୍ତ ସୈନ୍ଯ ନିଜ ନିଜ ତମ୍ବୁକୁ ଫରେି ଆସିଲେ।

ହିତୋପଦେଶ 10:7

ଧାର୍ମିକ ଲୋକମାନେ ଆଦର ସହକା ରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ଯକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ।

ଯିରିମିୟ 22:18

ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ୟିହୋଯାକୀମ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଯିହୁଦାର ଲୋକମାନେ, 'ହାୟ, ଆମ୍ଭର ଭାଇ ! ଅବା ହାୟ, ଆମ୍ଭ ଭଉଣୀ ବୋଲି ଡ଼ାକି ତାଙ୍କ ପାଇଁ ବିଳାପ କରିବେ ନାହିଁ।ହାୟ ପ୍ରଭୁ, ହାୟ ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁବିଳାପ କରିବେ ନାହିଁ।

Interlinear

Choose Theme