Home Bibles ଦିତୀୟ ଶାମୁୟେଲ 20:22 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 20:22 · ଓଡ଼ିଆ ବାଇବେଲ

ତା'ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପକ୍ସ୍ଟତ୍ର ଶବେଃର ମକ୍ସ୍ଟଣ୍ତ କାଟି ପ୍ରାଚୀର ଉପର ଦଇେ ଯୋୟାବ ନିକଟକକ୍ସ୍ଟ ଫୋପାଡି ଦେଲେ।

Cross references

ଦିତୀୟ ଶାମୁୟେଲ 2:28

ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଦୌଡିବା ବନ୍ଦ କଲେ। ତା'ପରେ ସମାନେେ ଆଉ ୟକ୍ସ୍ଟଦ୍ଧ କଲେ ନାହିଁ।

ଦିତୀୟ ଶାମୁୟେଲ 3:28

ଏହାପରେ ଦାଉଦ ଏକଥା ଜାଣିବାକକ୍ସ୍ଟ ପାଇଲେ, ଏବଂ କହିଲେ, ନରର ପକ୍ସ୍ଟତ୍ର ଅବ୍ନର ରକ୍ତପାତ ବିଷଯ ରେ ସବୁ ବେଳେ ମୁ ଓ ମାରେରାଜ୍ଯ ନିର୍ଦ୍ ଦୋଷୀ। ସଦାପ୍ରଭୁ ଏହି ବିଷଯ ରେ ଜାଣନ୍ତି।

ଦିତୀୟ ଶାମୁୟେଲ 11:6

ତା'ପରେ ଦାଉଦ ଯୋୟାବ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ, ଊରିଯ ଓ ହିତ୍ତିଯକକ୍ସ୍ଟ ମାେ ପାଖକକ୍ସ୍ଟ ପଠାଅ।

ଦିତୀୟ ଶାମୁୟେଲ 18:16

ଯୋୟାବ ତୂରୀ ବଜାଇ ଇଶ୍ରାୟେଲୀୟମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ।

ଦିତୀୟ ଶାମୁୟେଲ 18:17

ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

ଦିତୀୟ ଶାମୁୟେଲ 20:1

ସେ ସମୟରେ ବିନ୍ଯାମୀନୀଯ ବିଖ୍ରିର ପକ୍ସ୍ଟତ୍ର ଶବେଃ ନାମ ରେ ଜଣେ ପାପଧମ ଲୋକ ସଠାେରେ ଥିଲା, ପକ୍ସ୍ଟଣି ସେ ତୂରୀ ବଜାଇ କହିଲା,

ଦିତୀୟ ଶାମୁୟେଲ 20:16

ସେତବେେଳେ ନଗର ମଧ୍ଯରକ୍ସ୍ଟ ଏକ ବକ୍ସ୍ଟଦ୍ଧିମତି ସ୍ତ୍ରୀ ଡାକି କହିଲା, ଶକ୍ସ୍ଟଣ ଶକ୍ସ୍ଟଣ, ମୁ ବିନଯ କରୁଅଛି ଯୋୟାବକକ୍ସ୍ଟ ଏସ୍ଥାନ ପର୍ୟ୍ଯନ୍ତ ଆସିବାକକ୍ସ୍ଟ କକ୍ସ୍ଟହ। ମୁ ତା' ସହିତ କଥାବାର୍ତ୍ତା କରିବାକୁ ଗ୍ଭହକ୍ସ୍ଟଁଛି।

ଉପଦେଶକ 7:19

ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।

ଉପଦେଶକ 8:11

ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

ଉପଦେଶକ 9:13

ମୁଁ ମଧ୍ଯ ସୂର୍ୟ୍ଯ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମାେ ଦୃଷ୍ଟି ରେ ମହତ ଥିଲା।

Interlinear

Choose Theme