Home Bibles ☰ Books ଯିହୋଶୂୟ 10:27 · ଓଡ଼ିଆ ବାଇବେଲ
ଯିହୋଶୂୟ 10:27 · ଓଡ଼ିଆ ବାଇବେଲ

ପକ୍ସ୍ଟଣି ସୂର୍ୟ୍ଯାସ୍ତ ସମୟରେ ଯିହାଶୂେୟ ଆଜ୍ଞା ଦଲୋପରେ ଲୋକମାନେ ସହେି ବୃକ୍ଷମାନଙ୍କରକ୍ସ୍ଟ ସମାନଙ୍କେୁ ତଳକକ୍ସ୍ଟ ନେଲେ ଓ ଯେଉଁ ଗକ୍ସ୍ଟମ୍ଫା ରେ ସମାନେେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ଥିଲେ, ତାହା ଭିତରକକ୍ସ୍ଟ ଫୋପାଡି ଦେଲେ ଓ ସହେି ଗକ୍ସ୍ଟମ୍ଫା ମକ୍ସ୍ଟହଁ ରେ ବଡ ବଡ ପଥର ଦଇେ ବନ୍ଦ କଲେ ଏବଂ ଯାହାକି ଆଜିୟାଏ ଅଛି।

Cross references

ଦିତୀୟ ବିବରଣ 21:22

ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।

ଦିତୀୟ ବିବରଣ 21:23

କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।

ଯିହୋଶୂୟ 4:9

ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।

ଯିହୋଶୂୟ 7:26

ଆଖନକକ୍ସ୍ଟ ପୋଡି଼ ସାରିବା ପରେ ତାହାକକ୍ସ୍ଟ ପଥର ରେ ପୋତି ଦେଲେ, ସହେି ପଥର ଗଦା ଆଜି ପର୍ୟ୍ଯନ୍ତ ସଠାେରେ ଅଛି। ଯେ ହତେକ୍ସ୍ଟ ସଦାପ୍ରଭୁ ଆଖନକକ୍ସ୍ଟ ସଠାେରେ ଏପରି ଦକ୍ସ୍ଟଃଖ ଦେଲେ, ସେଥିପାଇଁ ସହେି ସ୍ଥାନ ଆଜି ପର୍ୟ୍ଯନ୍ତ ଆଖୋର ଉପତ୍ୟକା ନାମ ରେ ପରିଚିତ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କ ଉପରକ୍ସ୍ଟ କୋର୍ଧରକ୍ସ୍ଟ ନିବୃତ୍ତ ହାଇେ ଶାନ୍ତ ହେଲେ।

ଯିହୋଶୂୟ 8:29

ଯିହାଶୂେୟ ଅଯର ରାଜାଙ୍କକ୍ସ୍ଟ ସଂନ୍ଧ୍ଯା ପର୍ୟ୍ଯନ୍ତ ଗଛ ରେ ଝକ୍ସ୍ଟଲଇେ ରଖିଲେ। ସୂର୍ୟ୍ଯାସ୍ତ ପରେ ଯିହାଶୂେୟଙ୍କ ଆଜ୍ଞାନକ୍ସ୍ଟସା ରେ ଲୋକମାନେ ସେ ଶବକକ୍ସ୍ଟ ଗଛରକ୍ସ୍ଟ ଆଣିଲେ। ସମାନେେ ସହେି ଶବକକ୍ସ୍ଟ ନଗରର ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଫୋପାଡି ଦେଲେ ଏବଂ ତା' ଉପରେ ପଥର ଗଦା କଲେ। ତାହା ସଠାେରେ ଆଜି ପର୍ୟ୍ଯନ୍ତ ମଧ୍ଯ ଅଛି।

ଦିତୀୟ ଶାମୁୟେଲ 18:17

ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

Interlinear

Choose Theme