Home Bibles ଦିତୀୟ ରାଜାବଳୀ 8:21 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 8:21 · ଓଡ଼ିଆ ବାଇବେଲ

ତା'ପରେ ୟିହୋରାମ ଓ ତାଙ୍କର ସମସ୍ତ ରଥ ସାଯୀରକୁ ୟାତ୍ରା କଲେ। ଇଦୋମୀଯ ସୈନ୍ଯମାନେ ସମାନଙ୍କେୁ ଚତୁର୍ଦ୍ଦିଗରୁ ଘରେିଗଲେ। ୟିହୋରାମ ଓ ତାଙ୍କର ସନୋଧ୍ଯକ୍ଷମାନେ ସମାନଙ୍କେୁ ଆକ୍ରମଣ କଲେ। ସେଥି ରେ ଶତୃମାନେ ପ୍ରାଣଭୟ ରେ ଦୌଡି ପଳାଯନ କଲେ। ମାତ୍ର ୟିହୋରାମଙ୍କର ସମସ୍ତ ସୈନ୍ଯ ନିଜ ନିଜ ତମ୍ବୁକୁ ଫରେି ଆସିଲେ।

Cross references

ଦିତୀୟ ଶାମୁୟେଲ 18:17

ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

ଦିତୀୟ ରାଜାବଳୀ 14:7

ଅମତ୍ସିଯ ଲବଣ ଉପତ୍ୟକା ରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ୟୁଦ୍ଧ ରେ ସେଲା ନଗର ଅଧିକାର କରି ତାହାର ନାମ ୟକ୍ତଲେ ରଖିଲେ। ତାହା ଆଜି ମଧ୍ଯ ୟକ୍ତଲେ ନାମ ରେ ପରିଚିତ।

Interlinear

Choose Theme