Home Bibles ହିତୋପଦେଶ 10:7 · ଓଡ଼ିଆ ବାଇବେଲ
ହିତୋପଦେଶ 10:7 · ଓଡ଼ିଆ ବାଇବେଲ

ଧାର୍ମିକ ଲୋକମାନେ ଆଦର ସହକା ରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ଯକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ।

Cross references

ପ୍ରଥମ ରାଜାବଳୀ 11:36

ତା'ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦବେି। ଯାହା ଫଳ ରେ ମାରେ ସବେକ ଦାଉଦର ବଂଶ ୟିରୁଶାଲମ ରେ ମାେ ଆଗ ରେ ରାଜତ୍ବ କରିବ। ସହେି ସହର ରେ ମାରେ ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି।

ଦିତୀୟ ରାଜାବଳୀ 19:34

ମୁଁ ଏହି ନଗରକୁ ରକ୍ଷା କରିବି। ମାେ ନିଜ ସକାେଶ ଓ ମାରେ ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦବେି।

ଦିତୀୟ ବଂଶାବଳୀ 24:16

ଲୋକମାନେ ୟିହୋଯାଦାଙ୍କୁ ଦାଉଦଙ୍କ ନଗର ରେ, ଯେଉଁଠା ରେ ରାଜାମାନେ କବରପ୍ରାପ୍ତ ହାଇେଛନ୍ତି, ସହେିଠା ରେ କବର ଦେଲେ। ଲୋକମାନେ ସହେି ସ୍ଥାନ ରେ ୟିହୋଯାଦାଙ୍କୁ କବର ଦେଲେ, କାରଣ ସେ ଆପଣାର ଜୀବନକାଳ ରେ ଇଶ୍ରାୟେଲ ମଧିଅରେ ପରମେଶ୍ବରଙ୍କ ନିମନ୍ତେ ଓ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ବହୁତ ଉତ୍ତମ କର୍ମ କରିଥିଲେ।

ଆୟୁବ ପୁସ୍ତକ 18:17

ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ। ତାକୁ ଆଉ କହେି ମନେ ରଖିବେ ନାହିଁ।

ଆୟୁବ ପୁସ୍ତକ 27:23

ଲୋକେ ତାକୁ ଦେଖି ତାଳି ମାରିବେ। ଯେତବେେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।

ଗୀତସଂହିତା 9:5

ତୁମ୍ଭେ ସହେି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ। ହେ ସଦାପ୍ରଭୁ, ତୁମ୍ଭେ ସହେି ଦୁଷ୍ଟ ଲୋକଙ୍କୁ ମଧ୍ଯ ଧ୍ବଂସ କରିଛ। ତୁମ୍ଭେ ସହେି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦଇେଛ। ଆଜି ସହେିମାନଙ୍କ ମଧ୍ଯରୁ କହେି ଜୀବିତ ନାହାନ୍ତି।

ଗୀତସଂହିତା 34:17

ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡ଼ାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।

ଗୀତସଂହିତା 41:5

ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ କୁହନ୍ତି, ସେ କବେେ ମରିବ ଓ ତାହାର ନାମ ସଂପୂର୍ଣ୍ଣରୂପେ ଲୋପ ପାଇବ।

ଗୀତସଂହିତା 109:13

ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।

ଗୀତସଂହିତା 109:15

ସଦାପ୍ରଭୁ ସମାନଙ୍କେ ପାପକୁ ଚିରଦିନ ମନେ ପକାନ୍ତୁ, କିନ୍ତୁ ପୃଥିବୀରେ ଲୋକମାନେ ସହେି ପରିବାର ବିଷଯରେ ସମ୍ପୂର୍ଣ୍ଣ ଭାବରେ ଭୁଲିୟାଆନ୍ତୁ।

ଗୀତସଂହିତା 112:6

ସହେି ଲୋକ କଦାପି ବିଚଳିତ ହବେ ନାହିଁ। ର୍ଧାମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।

ଉପଦେଶକ 8:10

ତା'ପ ରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସମାନଙ୍କେୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହର ରେ ପ୍ରଂଶସିତ ହାଇେଥିଲେ। ଏହା ମଧ୍ଯ ଅର୍ଥହୀନ।

ଯିରିମିୟ 17:13

ହେ ଇଶ୍ରାୟେଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ଯାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହବେେ। ଯେଉଁମାନେ ମାେ ନିକଟରୁ ପ୍ରସ୍ଥାନ କରନ୍ତି, ସମାନଙ୍କେର ନାମ ଧୂଳି ରେ ଲିଖିତ ହବେ, କାରଣ ସମାନେେ ଅମୃତ ଜଳର ନିର୍ଝର ସ୍ବରୂପ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛନ୍ତି।

ମାର୍କଲିଖିତ ସୁସମାଚାର 14:9

ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ସାରା ସଂସାର ରେ ଲୋକମାନଙ୍କ ମଧିଅରେ ସୁସମାଚାର ପ୍ରଚାର କରାୟିବ। ଯେଉଁ ଯେଉଁ ସ୍ଥାନ ରେ ସୁସମାଚାର ପ୍ରଚାରିତ ହବେ, ସହେି- ସହେି ସ୍ଥାନ ରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ୟ୍ଯ ବିଷୟ ରେ କୁହାୟିବ। ଲୋକମାନେ ତାହାକୁ ମନେ ପକଇବେେ।

ଲୂକଲିଖିତ ସୁସମାଚାର 1:48

ମାରେ କିଛି ମହତ୍ତ୍ବ ନାହିଁ, କିନ୍ତୁ ପରମେଶ୍ବର ମାେ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମାେତେ ସବୁ ଧନ୍ଯ କହିବେ।

Interlinear

Choose Theme