Home Bibles ☰ Books ଦିତୀୟ ଶାମୁୟେଲ 17:20 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:20 · ଓଡ଼ିଆ ବାଇବେଲ

ଅବଶାଲୋମର ଦାସମାନେ ସହେି ସ୍ତ୍ରୀର ଗୃହକକ୍ସ୍ଟ ଆସି ପଚାରିଲେ, ଅହୀମାସ ଓ ଯୋନାଥନ କାହାଁନ୍ତି?

Cross references

ଯାତ୍ରା ପୁସ୍ତକ 1:19

ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀଯା ସ୍ତ୍ରୀଗଣ ମିଶରୀଯ ସ୍ତ୍ରୀଙ୍କଠାରୁ ଚଞ୍ଚଳା। ସମାନଙ୍କେ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସମାନେେ ପ୍ରସବ କରି ସାରିଥାଆନ୍ତି।

ଯିହୋଶୂୟ 2:3

ତେଣୁ ଯିରୀହାରେ ରାଜା ଏହି ବାର୍ତ୍ତା ରାହବ ନିକଟକକ୍ସ୍ଟ ପଠାଇଲେ, ଯେଉଁ ଲୋକମାନେ ଆସି ତକ୍ସ୍ଟମ୍ଭ ଗୃହ ରେ ପ୍ରବେଶ କରିଛନ୍ତି, ସମାନଙ୍କେୁ ବାହାର କରି ଆଣ। ଯେ ହତେକ୍ସ୍ଟ ସମାନେେ ସମସ୍ତେ ଦେଶ ଅନକ୍ସ୍ଟସନ୍ଧାନ ରେ ଆସିଛନ୍ତି।

ଯିହୋଶୂୟ 2:4

ଏଥି ରେ ସେ ସ୍ତ୍ରୀ ଲୋକ ସହେି ଦକ୍ସ୍ଟଇ ଜଣଙ୍କକ୍ସ୍ଟ ଲକ୍ସ୍ଟଚାଇ ରଖିଲ। କିନ୍ତୁ ସ୍ତ୍ରୀ ଲୋକଟି କହିଲା, ହିଁ, ଦକ୍ସ୍ଟଇଜଣ ଲୋକ ମାେ ପାଖକକ୍ସ୍ଟ ଆସିଥିଲେ, କିନ୍ତୁ ସମାନେେ କେଉଁଠାରକ୍ସ୍ଟ ଆସିଥିଲେ ମୁ ଜାଣି ପାରିଲି ନାହିଁ।

ଯିହୋଶୂୟ 2:22

ସହେି ଲୋକମାନେ ସେ ସ୍ଥାନ ପରିତ୍ଯାଗ କରି ପର୍ବତ ରେ ପହନ୍ଚିଲେ। ସମାନେେ ସଠାେରେ ତିନିଦିନ ରହିଲେ, ରାଜାଙ୍କର ଲୋକମାନେ ସମାନଙ୍କେୁ ଗ୍ଭରିଆଡେ ଖାଜୋ ଖାଜେି କଲେ। ତିନିଦିନ ପରେ, ରାଜାଙ୍କ ଲୋକମାନେ ଖାଜେିବା ବନ୍ଦ କରି ନିଜ ସହରକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।

ବିଚାରକର୍ତାମାନଙ୍କ ବିବରଣ 4:20

ତା'ପରେ ସୀଷରା ଯାୟେଲକକ୍ସ୍ଟ କହିଲା, ୟାଅ, ତମ୍ବୁର ପ୍ରଦେଶ ଦ୍ବାର ରେ ଠିଆ ହକ୍ସ୍ଟଅ। ଯଦି କହେି ଲୋକ ଆସି ତୁମ୍ଭକୁ ପଗ୍ଭରନ୍ତି, 'ଭିତ ରେ କହେି ଅଛନ୍ତି କି?' ତୁମ୍ଭେ, କହିବା ଉଚିତ୍, 'ନାଁ ଭିତ ରେ କହେି ନାହାଁନ୍ତି।'

ପ୍ରଥମ ଶାମୁୟେଲ 19:12

ତା'ପରେ ମୀଖଲ ଦାଉଦଙ୍କକ୍ସ୍ଟ ଏକ ଝରକା ଦଇେ ବାହାରକକ୍ସ୍ଟ ପଠାଇ ଦେଲେ। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡି ପଳାଇ ଗଲେ।

ପ୍ରଥମ ଶାମୁୟେଲ 21:2

ଦାଉଦ ନୋବକକ୍ସ୍ଟ ଗଲେ। ଯାଜକ ଅହୀମଲକେକକ୍ସ୍ଟ ଦଖାେ କରିବାକୁ ଗଲେ।

ପ୍ରଥମ ଶାମୁୟେଲ 27:11

ଦାଉଦ କଦାପି ଗାଥକକ୍ସ୍ଟ ଆଣିବାକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ରଖକ୍ସ୍ଟ ନ ଥିଲେ। ସେ ଭାବକ୍ସ୍ଟଥିଲେ, ଯଦି ଆମ୍ଭେ ଲୋକକୁ ଜୀବିତ ଛାଡକ୍ସ୍ଟ, ସେ ଲୋକମାନେ ଅଖୀଶଙ୍କକ୍ସ୍ଟ ସବୁ କହି ଦବେେ, ବାସ୍ତବ ରେ ମୁ କ'ଣ କରୁଥିଲି।

ଦିତୀୟ ଶାମୁୟେଲ 15:34

କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫରେିୟାଅ, ତୁମ୍ଭେ ଅହୀଥୋଫଲର ଉପଦେଶକକ୍ସ୍ଟ ହତାଶ କରିପାର। ତବେେ ଅବଶା ଲୋମକକ୍ସ୍ଟ କକ୍ସ୍ଟହ, ' ହେ ମହାରାଜ, ମୁ ଆପଣଙ୍କର ଦାସ ଅଟେ, ମୁ ଆପଣଙ୍କର ପିତାଙ୍କର ସବୋ କଲି, ବର୍ତ୍ତମାନ ମୁ ଆପଣଙ୍କର ସବୋ କରିବି।'

Interlinear

Choose Theme