Home Bibles ପ୍ରଥମ ଶାମୁୟେଲ 27:11 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 27:11 · ଓଡ଼ିଆ ବାଇବେଲ

ଦାଉଦ କଦାପି ଗାଥକକ୍ସ୍ଟ ଆଣିବାକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ରଖକ୍ସ୍ଟ ନ ଥିଲେ। ସେ ଭାବକ୍ସ୍ଟଥିଲେ, ଯଦି ଆମ୍ଭେ ଲୋକକୁ ଜୀବିତ ଛାଡକ୍ସ୍ଟ, ସେ ଲୋକମାନେ ଅଖୀଶଙ୍କକ୍ସ୍ଟ ସବୁ କହି ଦବେେ, ବାସ୍ତବ ରେ ମୁ କ'ଣ କରୁଥିଲି।

Cross references

ପ୍ରଥମ ଶାମୁୟେଲ 22:22

ଦାଉଦ ଅବିଯାଥରକକ୍ସ୍ଟ କହିଲା, ଇଦୋମୀଯ ଦୋଯଗେ ସଠାେରେ ଉପସ୍ଥିତ ଥିବା ବେଳେ ମୁ ସହେିଦିନ ଜାଣିଥିଲି ଯେ, ସେ ନିଶ୍ଚଯ ଶାଉଲଙ୍କକ୍ସ୍ଟ ଜଣାଇବ, ତକ୍ସ୍ଟମ୍ଭ ପିତୃଗୃହସ୍ଥ ସମସ୍ତଙ୍କକ୍ସ୍ଟ ହତ୍ଯା କରାୟାଇଛି ଏବଂ ମୁ କବଳେ ଜଣେ ସମାନଙ୍କେର ମୃତକ୍ସ୍ଟ୍ଯର ଦାଯୀ।

ହିତୋପଦେଶ 12:19

ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।

ହିତୋପଦେଶ 29:25

ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ଯିରିମିୟ 41:4

ଗଦଲିଯକୁ ବଧ କରିବାର ଦିନକ ପ ରେ ଶିଖିମ, ଶୀଲୋ ଓ ଶମରିଯାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହାଇେ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରି ହସ୍ତ ରେ ନବୈେଦ୍ଯ ଓ ସୁଗନ୍ଧି ଧୂପ ନଇେ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ।

Interlinear

Choose Theme