Home Bibles ☰ Books ଯିହୋଶୂୟ 2:22 · ଓଡ଼ିଆ ବାଇବେଲ
ଯିହୋଶୂୟ 2:22 · ଓଡ଼ିଆ ବାଇବେଲ

ସହେି ଲୋକମାନେ ସେ ସ୍ଥାନ ପରିତ୍ଯାଗ କରି ପର୍ବତ ରେ ପହନ୍ଚିଲେ। ସମାନେେ ସଠାେରେ ତିନିଦିନ ରହିଲେ, ରାଜାଙ୍କର ଲୋକମାନେ ସମାନଙ୍କେୁ ଗ୍ଭରିଆଡେ ଖାଜୋ ଖାଜେି କଲେ। ତିନିଦିନ ପରେ, ରାଜାଙ୍କ ଲୋକମାନେ ଖାଜେିବା ବନ୍ଦ କରି ନିଜ ସହରକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।

Cross references

ପ୍ରଥମ ଶାମୁୟେଲ 19:10

ଶାଉଲ ବର୍ଚ୍ଛା ରେ ଦାଉଦଙ୍କକ୍ସ୍ଟ କାନ୍ଥ ରେ ଫୋଡି ପକାଇବାକକ୍ସ୍ଟ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଘକ୍ସ୍ଟଞ୍ଚି ୟିବାରକ୍ସ୍ଟ ବର୍ଚ୍ଛା କାନ୍ଥ ରେ ଫୋଡି ହାଇଗେଲା। ସହେି ରାତ୍ରି ରେ ଦାଉଦ ପଳାଯନ କଲେ।

ଦିତୀୟ ଶାମୁୟେଲ 17:20

ଅବଶାଲୋମର ଦାସମାନେ ସହେି ସ୍ତ୍ରୀର ଗୃହକକ୍ସ୍ଟ ଆସି ପଚାରିଲେ, ଅହୀମାସ ଓ ଯୋନାଥନ କାହାଁନ୍ତି?

ଗୀତସଂହିତା 32:6

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି। ୟଦିଓ ସମାନଙ୍କେର ବନ୍ଯାପରି ବହୁତ ବିପଦ ଅଛି, ତଥାପି ସମାନେେ ନିରାପଦରେ ରହିବେ।

Interlinear

Choose Theme