Home Bibles ☰ Books ଦିତୀୟ ଶାମୁୟେଲ 17:19 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:19 · ଓଡ଼ିଆ ବାଇବେଲ

ତହିଁରେ ଗୃହିଣୀ ଗୋଟିଏ ଢାଙ୍କକ୍ସ୍ଟଣି ନଇେ କୂଅ ମକ୍ସ୍ଟହଁ ରେ ଦଇେ ତହିଁ ଉପରେ ମର୍ଦ୍ଦିତ ଶସ୍ଯ ବିଛାଇ ଦେଲେ। ଏଣୁ କିଛି ଜଣା ପଡିଲା ନାହିଁ।

Cross references

ଯାତ୍ରା ପୁସ୍ତକ 1:19

ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀଯା ସ୍ତ୍ରୀଗଣ ମିଶରୀଯ ସ୍ତ୍ରୀଙ୍କଠାରୁ ଚଞ୍ଚଳା। ସମାନଙ୍କେ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସମାନେେ ପ୍ରସବ କରି ସାରିଥାଆନ୍ତି।

ଯିହୋଶୂୟ 2:4

ଏଥି ରେ ସେ ସ୍ତ୍ରୀ ଲୋକ ସହେି ଦକ୍ସ୍ଟଇ ଜଣଙ୍କକ୍ସ୍ଟ ଲକ୍ସ୍ଟଚାଇ ରଖିଲ। କିନ୍ତୁ ସ୍ତ୍ରୀ ଲୋକଟି କହିଲା, ହିଁ, ଦକ୍ସ୍ଟଇଜଣ ଲୋକ ମାେ ପାଖକକ୍ସ୍ଟ ଆସିଥିଲେ, କିନ୍ତୁ ସମାନେେ କେଉଁଠାରକ୍ସ୍ଟ ଆସିଥିଲେ ମୁ ଜାଣି ପାରିଲି ନାହିଁ।

ଯିହୋଶୂୟ 2:6

ରାହବ ଏହି ସବୁକଥା ସମାନଙ୍କେୁ କହିଲା, କିନ୍ତୁ ବାସ୍ତବ ରେ ସେ ସମାନଙ୍କେୁ ଛାତ ଉପରେ ଛଣ କାଠଗଦା ଭିତ ରେ ଲକ୍ସ୍ଟଗ୍ଭଇ ରଖିଥିଲା।

Interlinear

Choose Theme