କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫରେିୟାଅ, ତୁମ୍ଭେ ଅହୀଥୋଫଲର ଉପଦେଶକକ୍ସ୍ଟ ହତାଶ କରିପାର। ତବେେ ଅବଶା ଲୋମକକ୍ସ୍ଟ କକ୍ସ୍ଟହ, ' ହେ ମହାରାଜ, ମୁ ଆପଣଙ୍କର ଦାସ ଅଟେ, ମୁ ଆପଣଙ୍କର ପିତାଙ୍କର ସବୋ କଲି, ବର୍ତ୍ତମାନ ମୁ ଆପଣଙ୍କର ସବୋ କରିବି।'
Cross references
ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।
ତୁମ୍ଭମାନେେ ଏବେ ମାେ ସହିତ ୟୋଗ ଦଇେଛ, କିହିଁକି ମୁ ତୁମ୍ଭମାନଙ୍କୁ ଏସ୍ଥାନରକ୍ସ୍ଟ ସେସ୍ଥାନକକ୍ସ୍ଟ ଏଣେ ତଣେେ ବକ୍ସ୍ଟଲାଇବି? ଆମ୍ଭମାନେେ ୟକ୍ସ୍ଟଆଡେ ପାରିବକ୍ସ୍ଟ ସିଆଡେ ୟିବକ୍ସ୍ଟ। ତୁମ୍ଭେ ତ କାଲି ଆସିଲ, ଆଜି କ'ଣ ଆମ୍ଭେ ତୁମ୍ଭକୁ ନଇେ ଏଣେ ତଣେେ ସାଙ୍ଗ ରେ ବକ୍ସ୍ଟଲାଇବା? ଫରେିୟାଅ ଓ ତକ୍ସ୍ଟମ୍ଭ ଭାଇମାନଙ୍କୁ ମଧ୍ଯ ତକ୍ସ୍ଟମ୍ଭ ସହିତ ନିଅ। ଦୟା ଓ ସତ୍ଯତା ତୁମ୍ଭର ସହବର୍ତ୍ତୀ ହେଉ।
ଦାଉଦଙ୍କର ସାଙ୍ଗ ଅର୍କୀଯ ହୂଶଯ ଅବଶା ଲୋମ ନିକଟକକ୍ସ୍ଟ ଆସନ୍ତେ ହୂଶଯ ଅବଶାଲୋମକକ୍ସ୍ଟ କହିଲା, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ।
ମୁ କାହାର ସବୋ କରିବି, ଅତୀତ ରେ ମୁ ତୁମ୍ଭର ପିତାଙ୍କର ସବୋ କରିଛି। ତେଣୁ ମୁ ବର୍ତ୍ତମାନ ତୁମ୍ଭର ସବୋ କରିବି।
କିନ୍ତୁ ଅବଶା ଲୋମ କହିଲେ, ଅର୍କୀଯ ହୂଶଯକକ୍ସ୍ଟ ମଧ୍ଯ ଡାକ, ଆଉ ସେ କ'ଣ କହକ୍ସ୍ଟଛି ଶକ୍ସ୍ଟଣିବା।
ହୂଶଯ ଅବଶା ଲୋମକକ୍ସ୍ଟ କହିଲା, ଅହୀଥୋଫଲଙ୍କ ଦ୍ବାରା ଦିଆୟାଇଥିବା ମନ୍ତ୍ରଣା ଏହି ସମୟ ପାଇଁ ଭଲ ନକ୍ସ୍ଟ ହେଁ।
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।