Home Bibles ଦିତୀୟ ଶାମୁୟେଲ 17:21 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:21 · ଓଡ଼ିଆ ବାଇବେଲ

ଏଣୁ ସମାନେେ ଗଲାପରେ ସେ ଦକ୍ସ୍ଟଇ ଜଣ କୂଅ ମଧ୍ଯରକ୍ସ୍ଟ ବାହାରି ଦାଉଦ ରାଜାଙ୍କ ନିକଟକକ୍ସ୍ଟ ୟାଇ ଜଣାଇଲେ। ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ଆପଣମାନେ ଏଠାରକ୍ସ୍ଟ ଶିଘ୍ର ନଦୀ ପାର ହାଇେ ଗ୍ଭଲିୟାଆନ୍ତକ୍ସ୍ଟ। କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଏହିପରି ଭାବରେ ମନ୍ତ୍ରଣା ଦଇେଛନ୍ତି।

Cross references

ଦିତୀୟ ଶାମୁୟେଲ 17:15

ହୂଶଯ ଏହିସବୁ ସାଦୋକ ଓ ଅବିଯାଥର ଯାଜକମାନଙ୍କୁ କହିଲା, ଅହୀଥୋଫଲ, ଅବଶାଲୋମକକ୍ସ୍ଟ ଓ ଇଶ୍ରାୟେଲର ନେତାମାନଙ୍କୁ ଏପରି ଭାବରେ ମନ୍ତ୍ରଣା ଦଇେଥିଲା। ମାତ୍ର ମୁ ଏପରି ମନ୍ତ୍ରଣା ଦଲେି।

ଗୀତସଂହିତା 55:7

ଦେଖ ! ତବେେ ମୁଁ ଦୂରରୁ ଭ୍ରମଣ କରି ମୁଁ ମରୁଭୂମି ମଧ୍ଯକୁ ପଳାନ୍ତି।

Interlinear

Choose Theme