Home Bibles ଯିହୋଶୂୟ 2:4 · ଓଡ଼ିଆ ବାଇବେଲ
ଯିହୋଶୂୟ 2:4 · ଓଡ଼ିଆ ବାଇବେଲ

ଏଥି ରେ ସେ ସ୍ତ୍ରୀ ଲୋକ ସହେି ଦକ୍ସ୍ଟଇ ଜଣଙ୍କକ୍ସ୍ଟ ଲକ୍ସ୍ଟଚାଇ ରଖିଲ। କିନ୍ତୁ ସ୍ତ୍ରୀ ଲୋକଟି କହିଲା, ହିଁ, ଦକ୍ସ୍ଟଇଜଣ ଲୋକ ମାେ ପାଖକକ୍ସ୍ଟ ଆସିଥିଲେ, କିନ୍ତୁ ସମାନେେ କେଉଁଠାରକ୍ସ୍ଟ ଆସିଥିଲେ ମୁ ଜାଣି ପାରିଲି ନାହିଁ।

Cross references

ଯାତ୍ରା ପୁସ୍ତକ 1:19

ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀଯା ସ୍ତ୍ରୀଗଣ ମିଶରୀଯ ସ୍ତ୍ରୀଙ୍କଠାରୁ ଚଞ୍ଚଳା। ସମାନଙ୍କେ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସମାନେେ ପ୍ରସବ କରି ସାରିଥାଆନ୍ତି।

ଯିହୋଶୂୟ 6:17

ମାତ୍ର ନଗର ଓ ତନ୍ମଧ୍ଯସ୍ଥ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗିତ ହବେ। କବଳେ ବ୍ଯଭୀଗ୍ଭରଣୀ ରାହବ, ସହେି ଗୃହ ରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗକ୍ସ୍ଟଲ୍ଗଚରମାନଙ୍କୁ ଲକ୍ସ୍ଟଗ୍ଭଇ ରଖିଥିଲା।

ଯିହୋଶୂୟ 6:25

ୟିହୋଶୂଯ ରାହବକକ୍ସ୍ଟ ଓ ତା'ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗକ୍ସ୍ଟଲ୍ଗଚରମାନଙ୍କୁ ସାହାୟ୍ଯ କରିଥିଲା ଓ ରକ୍ଷା କରିଥିଲା। ଯିରୀହାେ ସହର ଉପରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିବା ପାଇଁ ଯିହାଶୂେୟ ପଠାଇଥିବା ଗକ୍ସ୍ଟଲ୍ଗଚରମାନଙ୍କୁ ଲକ୍ସ୍ଟଗ୍ଭଇ ରଖିଥିଲା। ତେଣୁ ରାହବ ଏବେ ମଧ୍ଯ ଇଶ୍ରାୟେଲମାନଙ୍କ ସହିତ ବାସ କରୁଅଛି।

ଦିତୀୟ ଶାମୁୟେଲ 16:18

ହୂଶଯ ଅବଶା ଲୋମକକ୍ସ୍ଟ କହିଲା, ସଦାପ୍ରଭୁ ଓ ଏହି ସମକ୍ସ୍ଟଦାଯ ଇଶ୍ରାୟେଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁ ତୁମ୍ଭର ସମର୍ଥନ କରିବି ଏବଂ ତକ୍ସ୍ଟମ୍ଭ ସହିତ ମୁ ରହିବି।

ଦିତୀୟ ଶାମୁୟେଲ 17:19

ତହିଁରେ ଗୃହିଣୀ ଗୋଟିଏ ଢାଙ୍କକ୍ସ୍ଟଣି ନଇେ କୂଅ ମକ୍ସ୍ଟହଁ ରେ ଦଇେ ତହିଁ ଉପରେ ମର୍ଦ୍ଦିତ ଶସ୍ଯ ବିଛାଇ ଦେଲେ। ଏଣୁ କିଛି ଜଣା ପଡିଲା ନାହିଁ।

ଦିତୀୟ ଶାମୁୟେଲ 17:20

ଅବଶାଲୋମର ଦାସମାନେ ସହେି ସ୍ତ୍ରୀର ଗୃହକକ୍ସ୍ଟ ଆସି ପଚାରିଲେ, ଅହୀମାସ ଓ ଯୋନାଥନ କାହାଁନ୍ତି?

ଦିତୀୟ ରାଜାବଳୀ 6:19

ଇଲୀଶାୟ ଅରାମର ସୈନ୍ଯଗଣଙ୍କୁ କହିଲେ, ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମାେତେ ଅନୁସରଣ କର, ତୁମ୍ଭମାନେେ ଯେଉଁ ଲୋକକୁ ଖୋଜୁଛ, ତା' ନିକଟକୁ ମୁଁ ନଇୟିବେି। ତା'ପରେ ସେ ଅରାମର ସନୋ ଶମରିଯାକୁ ପରିଗ୍ଭଳିତ କଲେ।

Interlinear

Choose Theme