Home Bibles ଦିତୀୟ ବଂଶାବଳୀ 29:16 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:16 · ଓଡ଼ିଆ ବାଇବେଲ

ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧିଅରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରି ଦେଲେ। ସମାନେେ ସହେି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହାପରେ ଲବେୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନଇଗେଲେ।

Cross references

ଯାତ୍ରା ପୁସ୍ତକ 26:33

ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।

ଦିତୀୟ ଶାମୁୟେଲ 15:23

ସମସ୍ତ ଲୋକ ଉଚ୍ଚ ସ୍ବର ରେ ଚିତ୍କାର କଲେ। ରାଜା ମଧ୍ଯ କିଦ୍ରୋଣ ନଦୀ ପାର ହାଇଗେଲେ ଓ ସମସ୍ତ ଲୋକ ନଦୀ ପାର ହାଇେ ମରକ୍ସ୍ଟଭୂମିରେ ପ୍ରବେଶ କଲେ।

ପ୍ରଥମ ରାଜାବଳୀ 6:19

ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗ ରେ ଏକ କୋଠରୀ ପ୍ରସ୍ତୁତ କଲେ।

ଦିତୀୟ ରାଜାବଳୀ 23:4

ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର, ଆଶରୋମୂର୍ତ୍ତୀର ଓ ସ୍ବର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ଯା ଦବେତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲକିଯ ମହାୟାଜକକୁ, ଦ୍ବିତୀୟ ଶ୍ ରଣେୀର ଯାଜକମାନଙ୍କୁ ଓ ଦ୍ବାରପାଳ ମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟଯ ରାଜା ସେ ସମସ୍ତ ଦ୍ରବ୍ଯକୁ ୟିରୁଶାଲମର ବାହା ରେ କିଦ୍ରୋଣ ଉପତ୍ୟକା ରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥଲକେୁ ନଇଗେଲେ।

ଦିତୀୟ ବଂଶାବଳୀ 3:8

ଏହାପରେ ଶଲେଶମନ ମହାପବିତ୍ର ସ୍ଥାନ ନିର୍ମାର କଲେ। ଏହା ମହାପବିତ୍ର ସ୍ଥଳର ର୍ଦୈଘ୍ଯ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥ ରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ଚଢ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା।

ଦିତୀୟ ବଂଶାବଳୀ 5:7

ଏହାପରେ ଯାଜକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଆଣିଲେ। ସହେି ସ୍ଥାନ ମନ୍ଦିରର ଭିତର ପାଶର୍‌ବ କୋଠରୀ ରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା।

ଦିତୀୟ ବଂଶାବଳୀ 15:16

ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା' ପଦରୁ ମଧ୍ଯ ବିତାଡ଼ିତ କଲେ। ମାଖା ଏକ ଘୃଣ୍ଯ ଆଶରୋ ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସହେି ଆଶରୋ ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହାପରେ ସେ କିଦ୍ରୋଣ୍ ଉପତ୍ୟକା ରେ ସହେି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ।

ନିହିମିୟା 13:9

ଏହାପରେ ମୁଁ ଆଜ୍ଞା କରିବାରୁ, ସମାନେେ କଠାେରୀସବୁକୁ ଶୁଚିକଲେ। ତବେେ ମୁଁ ସଠାେକୁ ପୁନର୍ବାର ପରମେଶ୍ବରଙ୍କ ଗୃହର ପାତ୍ରାଦି ଓ ଶସ୍ଯ ନବୈେଦ୍ଯ ଓ କୁନ୍ଦୁରୁ ଆଣିଲି।

ଯିହିଜିକଲ 36:29

ପରମେଶ୍ବର କହିଲେ, ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅ େଶୗଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ଯକୁ ଆହ୍ବାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପ ରେ ଦୁର୍ଭିକ୍ଷ ଆଣିବି ନାହିଁ।

ମାଥିଉଲିଖିତ ସୁସମାଚାର 21:12

ଯୀଶୁ ମନ୍ଦିର ପରିସର ରେ ପ୍ରବେଶ କଲେ। ସଠାେରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼ଇେ ଦେଲେ। ସେ ମୁଦ୍ରା ବ୍ଯବସାଯୀଙ୍କ ମଜେ ଓ କାପ୍ତା ବ୍ଯବସାଯୀଙ୍କ ଆସନ ଓଲଟଇେ ଦେଲେ।

ମାଥିଉଲିଖିତ ସୁସମାଚାର 23:27

ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।

ଯୋହନଲିଖିତ ସୁସମାଚାର 18:1

ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ଯମାନଙ୍କ ସହିତ ଚାଲିଗଲେ। ସମାନେେ କିଦ୍ରୋଣ ଉପତ୍ୟକା ପାରି ହାଇଗେଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେକୁ ଗଲେ।

ଏବ୍ରୀ 9:2

ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତ ରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗ ରେ ଦୀପ, ମଜେ ଓ ତହିଁ ଉପରେ ପରମେଶ୍ବରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ 'ପବିତ୍ର ସ୍ଥାନ'314 ବୋଲି କୁହା ଯାଇଥିଲା।

ଏବ୍ରୀ 9:23

ସ୍ବର୍ଗସ୍ଥ ବିଷୟଗୁଡ଼ିକର ପ୍ରତିକୃତିଗୁଡିକ ପଶୁବଳି ଦ୍ବାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ବର୍ଗସ୍ଥ ବିଷୟ ରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର।

Interlinear

Choose Theme