ଏହାପରେ ଏହି ଲବେୀୟମାନେ ସମାନଙ୍କେର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସବୋକାର୍ୟ୍ଯ ନିମନ୍େତ ସମାନଙ୍କେୁ ପ୍ରସ୍ତୁତ କଲେ। ସମାନେେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା।
Cross references
ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।
ସମସ୍ତ ଯାଜକଗଣ ସମାନଙ୍କେର ବିଶଷେ ଦଳଗୁଡ଼ିକୁ ଖାତିର ନ କରି ନିଜକୁ ଶୁଚି କଲେ। ଯେତବେେଳେ ସମାନେେ ପବିତ୍ର ସ୍ଥାନରୁ ବାହାରି ଆସିଲେ।
ହିଜକିଯ ସମାନଙ୍କେୁ କହିଲେ, ହେ ଲବେୀୟମାନେ, ମାେ' କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।
ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।
ଏହାପରେ ମୁଁ ଆଜ୍ଞା କରିବାରୁ, ସମାନେେ କଠାେରୀସବୁକୁ ଶୁଚିକଲେ। ତବେେ ମୁଁ ସଠାେକୁ ପୁନର୍ବାର ପରମେଶ୍ବରଙ୍କ ଗୃହର ପାତ୍ରାଦି ଓ ଶସ୍ଯ ନବୈେଦ୍ଯ ଓ କୁନ୍ଦୁରୁ ଆଣିଲି।