Home Bibles ମାଥିଉଲିଖିତ ସୁସମାଚାର 23:27 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 23:27 · ଓଡ଼ିଆ ବାଇବେଲ

ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।

Cross references

ଗଣନା ପୁସ୍ତକ 19:16

ପୁଣି କହେି ଯଦି ଖାେଲା କ୍ଷେତ୍ର ରେ ୟୁଦ୍ଧ ରେ ନିହତ ମୃତ ଦହେ ମନୁଷ୍ଯ ଅସ୍ଥି କିମ୍ବା କବର ଛୁଏଁ, ତବେେ ସେ ସାତଦିନ ୟାଏ ଅଶୁଚି ରହିବ।

ଯିଶାଇୟ 58:1

ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।

ଲୂକଲିଖିତ ସୁସମାଚାର 11:44

ହାୟ, କାରଣ ତୁମ୍ଭମାନେେ ଲୁଚି ରହିଥିବା ସହେି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣା ରେ ଚାଲିଯାଆନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:3

ପାଉଲ ହନାନିୟଙ୍କୁ କହିଲେ, ପରମେଶ୍ବର ତୁମ୍ଭକୁ ମଧ୍ଯ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ଯବସ୍ଥା ଅନୁଯାଯୀ ମାରେନ୍ଯାୟ କରିବା ପାଇଁ ବସିଛି, କିନ୍ତୁ ବ୍ଯବସ୍ଥା ବିରୁଦ୍ଧ ରେ ମାେତେ ଆଘାତ ଦବୋପାଇଁ ଆଦେଶ ଦେଉଛ। ଏହା ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ।

Interlinear

Choose Theme