ଏହାପରେ ମୁଁ ଆଜ୍ଞା କରିବାରୁ, ସମାନେେ କଠାେରୀସବୁକୁ ଶୁଚିକଲେ। ତବେେ ମୁଁ ସଠାେକୁ ପୁନର୍ବାର ପରମେଶ୍ବରଙ୍କ ଗୃହର ପାତ୍ରାଦି ଓ ଶସ୍ଯ ନବୈେଦ୍ଯ ଓ କୁନ୍ଦୁରୁ ଆଣିଲି।
Cross references
ହିଜକିଯ ସମାନଙ୍କେୁ କହିଲେ, ହେ ଲବେୀୟମାନେ, ମାେ' କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।
ଏହାପରେ ଏହି ଲବେୀୟମାନେ ସମାନଙ୍କେର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସବୋକାର୍ୟ୍ଯ ନିମନ୍େତ ସମାନଙ୍କେୁ ପ୍ରସ୍ତୁତ କଲେ। ସମାନେେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା।
ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧିଅରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରି ଦେଲେ। ସମାନେେ ସହେି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହାପରେ ଲବେୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନଇଗେଲେ।
ପୁଣି ସମାନେେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ବରଙ୍କ ରକ୍ଷଣୀଯ ଓ ଶୌଚର ରକ୍ଷଣୀଯ ରକ୍ଷା କଲେ, ଆଉ ଗାଯକମାନେ ଓ ଦ୍ବାରପାଳମାନେ ସହେିପରି କଲେ।