Home Bibles ଯୋହନଲିଖିତ ସୁସମାଚାର 18:1 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 18:1 · ଓଡ଼ିଆ ବାଇବେଲ

ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ଯମାନଙ୍କ ସହିତ ଚାଲିଗଲେ। ସମାନେେ କିଦ୍ରୋଣ ଉପତ୍ୟକା ପାରି ହାଇଗେଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେକୁ ଗଲେ।

Cross references

ଆଦି ପୁସ୍ତକ 2:15

ସଦାପ୍ରଭୁ ପରମେଶ୍ବର ସହେି ମନୁଷ୍ଯକୁ ନଇେ ଏଦନ ଉଦ୍ୟାନ ରେ କୃଷିକର୍ମ ଓ ତାହାର ଯତ୍ନ ନବୋ ପାଇଁ ନିୟୁକ୍ତ କଲେ।

ଆଦି ପୁସ୍ତକ 3:23

ତେଣୁ ସଦାପ୍ରଭୁ ପରମେଶ୍ବର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରି ଦେଲେ। ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହାଇେଥିଲେ, ତହିଁରେ କୃଷି କର୍ମ କରିବାକୁ ନିୟୁକ୍ତ କଲେ।

ଲେବୀୟ ପୁସ୍ତକ 2:6

ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା'ଉପରେ ତୈଳ ଢାଳିବ, ତାହା ହିଁ ଶସ୍ଯ ନବୈେଦ୍ଯ ହବେ।

ଦିତୀୟ ଶାମୁୟେଲ 15:23

ସମସ୍ତ ଲୋକ ଉଚ୍ଚ ସ୍ବର ରେ ଚିତ୍କାର କଲେ। ରାଜା ମଧ୍ଯ କିଦ୍ରୋଣ ନଦୀ ପାର ହାଇଗେଲେ ଓ ସମସ୍ତ ଲୋକ ନଦୀ ପାର ହାଇେ ମରକ୍ସ୍ଟଭୂମିରେ ପ୍ରବେଶ କଲେ।

ପ୍ରଥମ ରାଜାବଳୀ 15:13

ଆସା ମଧ୍ଯ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡିତ କଲେ, କାରଣ ସେ ଆଶରୋ ଦବେତା ନାମ ରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସହେି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡି଼ ପକାଇଲେ।

ଦିତୀୟ ରାଜାବଳୀ 23:6

ଆଉ ଯୋଶିୟଯ ସଦାପ୍ରଭୁଙ୍କ ମନ୍ଦିରରୁ ଆଶରୋ ମୂର୍ତ୍ତୀ କାଢିନଇେ ୟିରୁଶାଲମର ବାହା ରେ କିଦ୍ରୋଣ ନଦୀ ଓ ନିକଟକୁ ଆଣିଲେ। ସଠାେରେ ସେ ଏହାକୁ ଦଗ୍ଧ କଲେ ଓ ତାକୁ ପଷେି ଧୂଳି କଲେ। ସହେି ଚୁର୍ଣ୍ଣକୁ ନଇେ ସାମାନ୍ଯ ଲୋକମାନଙ୍କ କବର ଉପରେ ନିକ୍ଷପେ କଲେ।

ଦିତୀୟ ରାଜାବଳୀ 23:12

ଅତୀତ ରେ ଯିହୁଦାର ରାଜାମାନେ ଆହସର ଘରର କଠାେରୀର ଛାତ ଉପରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହର ରେ ଯେଉଁ ୟଜ୍ଞବଦେୀଗୁଡିକ ନିର୍ମାଣ କରିଥିଲେ ଯୋଶିୟଯ ସେ ସବୁକୁ ଭାଙ୍ଗି ଚୁର୍ଣ୍ଣ କଲେ ଓ ସେ ଧୂଳିକୁ ନଇେ କିଦ୍ରୋଣ ନଦୀ ରେ ନିକ୍ଷପେ କଲେ।

ଦିତୀୟ ବଂଶାବଳୀ 15:16

ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା' ପଦରୁ ମଧ୍ଯ ବିତାଡ଼ିତ କଲେ। ମାଖା ଏକ ଘୃଣ୍ଯ ଆଶରୋ ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସହେି ଆଶରୋ ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହାପରେ ସେ କିଦ୍ରୋଣ୍ ଉପତ୍ୟକା ରେ ସହେି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ।

ଦିତୀୟ ବଂଶାବଳୀ 30:14

ସହେି ଲୋକମାନେ ୟିରୁଶାଲମ ରେ ଥିବା ଭଣ୍ଡ ଦବେତାମାନଙ୍କର ୟଜ୍ଞବଦେୀ ସବୁ ନିଃଶଷେ କରି ଦେଲେ। ଆହୁରି ମଧ୍ଯ, ସମାନେେ ଭଣ୍ଡ ଦବେତାମାନଙ୍କର ସମସ୍ତ ସୁଗନ୍ଧିଧୂପର ବଦେୀ ନଷ୍ଟ କରି ଦେଲେ। ସମାନେେ ସହେି ୟଜ୍ଞବଦେୀଗୁଡ଼ିକୁ କିଦ୍ରୋଣ ଉପତ୍ୟକା ରେ ଫିଙ୍ଗି ଦେଲେ।

ଯିରିମିୟ 31:40

ପୁଣି ଶବ ଭସ୍ମ ରେ ପୂର୍ଣ୍ଣ ହାଇେଥିବା ଉପତ୍ୟକା, କିଦ୍ରୋଣ ଷୋର୍ତ ପର୍ୟ୍ଯନ୍ତ ସମସ୍ତ କ୍ଷେତ୍ର ଓ ପୂର୍ବ ଦିଗସ୍ଥ ଅଶ୍ବ ଦ୍ବାରର କଣ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ। ଆଉ ସହେି ୟିରୁଶାଲମ ନଗର କବେେ ଉତ୍ପାଟିତ ବା ନିପାତିତ ହବେ ନାହିଁ।

ମାଥିଉଲିଖିତ ସୁସମାଚାର 26:30

ଏହାପରେ ସମାନେେ ନିସ୍ତାର ପର୍ବର ପ୍ରାର୍ଥାନା ଗୀତ ବୋଲିଲେ ଓ ଜୀତ ପର୍ବତକୁ ଚାଲିଗଲେ।

ମାଥିଉଲିଖିତ ସୁସମାଚାର 26:36

ତା'ପରେ ଯୀଶୁ ଶିଷ୍ଯମାନଙ୍କ ସହିତ ଗେଥ୍ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ସଠାେରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଏହିଠା ରେ ବସ।

ମାର୍କଲିଖିତ ସୁସମାଚାର 14:26

ସବୁ ଶିଷ୍ଯମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା'ପରେ ଜୀତ ପର୍ବତ ଉପରକୁ ଚାଲିଗଲେ।

ମାର୍କଲିଖିତ ସୁସମାଚାର 14:32

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ପା୍ରର୍ଥନା କରୁଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଏଠା ରେ ବସ।

ମାର୍କଲିଖିତ ସୁସମାଚାର 14:42

ଠିଆ ହୁଅ। ଆମ୍ଭମାନେେ ଏଥର ୟିବା। ଦେଖ, ମାେତେ ବିଶ୍ବାସଘାତକତା କରି ଧ ରଇେ ଦବୋ ଲୋକ ଏବେ ଆସୁଛି।

ଲୂକଲିଖିତ ସୁସମାଚାର 22:39

ଯୀଶୁ ଯୀରୂଶାଲମ ନଗର ଛାଡି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ସହିତ ଗଲେ।

ଯୋହନଲିଖିତ ସୁସମାଚାର 13:31

ୟିହୂଦା ଗଲାପରେ ଯୀଶୁ କହିଲେ, ବର୍ତ୍ତମାନ ମନୁଷ୍ଯପୁତ୍ର ଗୌରବ ପାଉଛନ୍ତି। ପରମେଶ୍ବର ମଧ୍ଯ ମନୁଷ୍ଯ ପୁତ୍ରଙ୍କ ଦ୍ବାରା ଗୌରବ ପାଉଛନ୍ତି।

ଯୋହନଲିଖିତ ସୁସମାଚାର 14:1

ଯୀଶୁ କହିଲେ, ତୁମ୍ଭମାନଙ୍କେର ହୃଦୟ ଦୁଃଖିତ ନ ହେଉ। ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଥାଅ। ମାଠାେ ରେ ମଧ୍ଯ ବିଶ୍ବାସ ରଖ,

ଯୋହନଲିଖିତ ସୁସମାଚାର 14:31

କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ, ମୁଁ ପରମପିତାଙ୍କୁ ପ୍ ରମେ କରେ। ତେଣୁ ପରମପିତା ମାେତେ ଯେପରି କହିଛନ୍ତି, ମୁଁ ଠିକ୍ ସପରେି କରିବି। ଚାଲ ୟିବା । ଆମ୍ଭେ ଏ ସ୍ଥାନ ତ୍ଯାଗ କରିବା।

ଯୋହନଲିଖିତ ସୁସମାଚାର 18:26

ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।

Interlinear

Choose Theme