Home Bibles ☰ Books ଯିହିଜିକଲ 36:29 · ଓଡ଼ିଆ ବାଇବେଲ
ଯିହିଜିକଲ 36:29 · ଓଡ଼ିଆ ବାଇବେଲ

ପରମେଶ୍ବର କହିଲେ, ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅ େଶୗଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ଯକୁ ଆହ୍ବାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପ ରେ ଦୁର୍ଭିକ୍ଷ ଆଣିବି ନାହିଁ।

Cross references

ଗୀତସଂହିତା 105:6

ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି।

ଯିଶାଇୟ 65:23

ସମାନେେ ଅନିଯମିତ ପରିଶ୍ରମ କରିବେ ନାହିଁ। ସମାନେେ ବିନାଶ ପାଇଁ ଦବୈ ନିୟୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସମାନେେ ଓ ସମାନଙ୍କେର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହବେେ।

ଯିରିମିୟ 33:8

ସମାନେେ ଆମ୍ଭ ବିରୁଦ୍ଧ ରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସମାନଙ୍କେୁ ସେଥିରୁ ଶୁଚି କରିବା। ପୁଣି ସମାନେେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସମାନଙ୍କେୁ କ୍ଷମା କରିବା।

ଯିହିଜିକଲ 34:27

କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ଯଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସମାନେେ ନିଜ ଦେଶ ରେ ନିରାପଦ ରେ ରହିବେ। ଆଉ ମୁଁ ସମାନଙ୍କେ ୟୁଆଳିର ଖିଲ ଭାଙ୍ଗିବି ଓ ସମାନଙ୍କେୁ ଦାସତ୍ବ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 36:8

କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।

ଯିହିଜିକଲ 36:25

ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।

ଯିହିଜିକଲ 37:23

ଆଉ ସମାନେେ ସମାନଙ୍କେର ମୂର୍ତ୍ତିଗଣ ଦ୍ବାରା ଏବଂ ଘୃଣ୍ଯ ମୂର୍ତ୍ତି ଦ୍ବାରା ଅଥବା ସମାନଙ୍କେର ଜଘନ୍ଯ କର୍ମ ଦ୍ବାରା ନିଜକୁ ଆଉ ଅଶୁଚି କରିବା ଚାଲୁ ରଖିବେ ନାହିଁ। ଆଉ ମୁଁ ସମାନଙ୍କେୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠା ରେ ସମାନେେ ପାପ କଲେ ଏବଂ ମୁଁ ସମାନଙ୍କେୁ ଶୁଚି କରିବି। ତହିଁରେ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।

ହୋଶେୟ 2:21

ସେତବେେଳେ ଆମ୍ଭେ ଉତ୍ତର ଦବୋ। ସଦାପ୍ରଭୁ ଏହା କହିନ୍ତି।

ହୋଶେୟ 2:23

ଆମ୍ଭେ ଇଶ୍ରାୟେଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, 'ତୁମ୍ଭେ ଆମ୍ଭ ଲୋକ' ଏବଂ ସମାନେେ ମାେତେ କହିବେ, 'ତୁମ୍ଭେ ଆମ୍ଭର ପରମେଶ୍ବର।'

ହୋଶେୟ 14:2

କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,

ହୋଶେୟ 14:4

ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।

ହୋଶେୟ 14:8

ଇଫ୍ରଯିମ କହିବ, ପ୍ରତିମାଗୁଡିକରେ ମାରେ କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦବୋ, ଆମ୍ଭେ ସହେି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପ ରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦବଦୋରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆ ସେ।

ଯୋୟେଲ 2:19

ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣ ରେ ଦବୋ ଓ ତୁମ୍ଭମାନେେ ସେଥି ରେ ତୃପ୍ତ ହବେ। ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ବାରା ନିନ୍ଦିତ କରିବା ନାହିଁ।

ଯୋୟେଲ 3:21

କିନ୍ତୁ ଯେଉଁ ଲୋକମାନେ ଆମ୍ଭ ସନ୍ତାନଗଣଙ୍କୁ ହତ୍ଯା କରିଛନ୍ତି ଆମ୍ଭେ ପ୍ରକୃତ ରେ ସମାନଙ୍କେୁ ଶାସ୍ତି ଦବୋ। କାରଣ ସଦାପ୍ରଭୁ ପରମେଶ୍ବର ସିୟୋନ ରେ ବାସ କରନ୍ତି।

ମୀଖା 7:19

ସେ ପୁନର୍ବାର ଫରେିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦ ରେ ଦଳି ଦବେେ ଓ ସମସ୍ତ ପାପକୁ ଅତଳ ସମୁଦ୍ର ରେ ନଇେ ନିକ୍ଷପେ କରିବେ।

ଯିଖରିୟ 13:1

ମାତ୍ର ସେତବେେଳେ, ଏକ ନିର୍ଝର ଦାଉଦର ପରିବାର ଓ ୟିରୁଶାଲମ ନିବାସୀ ପାଇଁ ଖାେଲା ହବେ। ସହେି ଝରଣା ସମାନଙ୍କେର ପାପସବୁ ଓ ଅପବିତ୍ରତାକୁ ଧୋଇଦବେ।

Interlinear

Choose Theme