ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗ ରେ ଏକ କୋଠରୀ ପ୍ରସ୍ତୁତ କଲେ।
Cross references
ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।
ଶଲୋମନ ମନ୍ଦିର ମୂଖ୍ଯ ପାଶର୍ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।
ସହେି ମନ୍ଦିରର ପଶ୍ଚାତ୍ ଭାଗ ରେ ଭିତରକୁ କୋଡିଏ ହାତ ର୍ଦୈଘ୍ଯର ଏକ କଠାେରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ୟ୍ଯନ୍ତ ଏରସ କାଠର ପଟା ରେ ଆଚ୍ଛାଦିତ ହେଲା। ଏହା ମଧ୍ଯ କଠାେରୀଟି ମହାପବିତ୍ରସ୍ଥାନ ନାମ ରେ କଥିତ ହେଲା।
ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକକୁ ଯଥା ସ୍ଥାନ ରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।
ଶଲୋମନ ଦୀପ ଓ ଦୀପବଳୀ ସବୁ ଶୁଦ୍ଧ ସୁନା ରେ ତିଆରି କରାଇଲେ। ମନ୍ଦିର ଭିତ ରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖ ରେ ନିଯମାନୁୟାଯୀ ଜ଼ଳାୟିବା ନିମନ୍ତେ ଦୀପଗୁଡ଼ିକ ରଖାୟାଇଥିଲା।
ଏହାପରେ ଯାଜକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଆଣିଲେ। ସହେି ସ୍ଥାନ ମନ୍ଦିରର ଭିତର ପାଶର୍ବ କୋଠରୀ ରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା।
ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।
ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।