Home ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22 · ଓଡ଼ିଆ ବାଇବେଲ

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ

Chapter 22

ଓଡ଼ିଆ ବାଇବେଲ
1ତା'ପରେ ଦୂତ ମାେତେ ଜୀବନଜଳର ନଦୀ ଦଖାଇେଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ବଳ ଥିଲା। ସହେି ନଦୀ ପରମେଶ୍ବର ଓ ମଷେଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।
2ଏହା ନଗରୀର ରାଜପଥ ଦଇେ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବୃକ୍ଷ ରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।
3ସଠାେରେ ପରମେଶ୍ବରଙ୍କ ଦ୍ବାରା ବିଚାରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ବର ଓ ମଷେଶାବକଙ୍କ ସିଂହାସନ ସଠାେରେ ରହିବ। ତାହାଙ୍କର ସବେକମାନେ ତାହାଙ୍କୁ ଉପାସନା କରିବେ।
4ସମାନେେ ତାହାଙ୍କ ମୁଖ ଦେଖିବେ। ସମାନଙ୍କେ କପାଳ ରେ ପରମେଶ୍ବରଙ୍କର ନାମ ଲଖାେ ହବେ।
5ସଠାେରେ ଆଉ କବେେ ରାଜି ହବେ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ୟ୍ଯର ଆଲୋକ ଆଉ ଆବଶ୍ଯକ କରିବେ ନାହିଁ। ପ୍ରଭୁ ପରମେଶ୍ବର ସମାନଙ୍କେୁ ଆଲୋକ ଦବେେ। ସମାନେେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ବ କରିବେ।
6ସେ ସ୍ବଗଦୂର୍ତ ମାେତେ କହିଲେ, ଏହି କଥାଗୁଡ଼ିକ ସତ୍ଯ ଓ ବିଶ୍ବାସ ଯୋଗ୍ଯ। ପ୍ରଭୁ ଭବିଷ୍ଯଦ୍ ବକ୍ତାମାନଙ୍କ ଆତ୍ମାର ପରମେଶ୍ବର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସବେକମାନଙ୍କୁ ଦଖାଇବୋ ପାଇଁ ପରମେଶ୍ବର ସ୍ବର୍ଗଦୂତଙ୍କୁ ପଠାଇଛନ୍ତି।
7ଶୁଣ ! ଆମ୍ଭେ ଶୀଘ୍ର ଆସୁଅଛୁ। ଏହି ପୁସ୍ତକରେ ଲଖାେଥିବା ଭବିଷ୍ଯବାଣୀର ବାକ୍ଯଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ଯ ହବେ।
8ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।
9କିନ୍ତୁ ସହେି ଦୂତ ମାେତେ କହିଲେ, ମାେତେ ପ୍ରଣାମ କର ନାହିଁ ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ଯଦ୍ ବକ୍ତାମାନଙ୍କ ପରି ଜଣେ ସବେକ। ମୁଁ ସହେିମାନଙ୍କ ପରି ଜଣେ ସବେକ ୟିଏ, ଏହି ପୁସ୍ତକର ବାକ୍ଯଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କବଳେ ପରମେଶ୍ବରଙ୍କୁ ପ୍ରଣାମ କର।
10ତା'ପରେ ସ୍ବର୍ଗଦୂତ ମାେତେ କହିଲେ, ଏହି ପୁସ୍ତକରେ ଥିବା ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖଇେ ଆସିଲାଣି।
11ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହାଇେ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହାଇେ ରହିବାକୁ ଦିଅ।
12ଶୁଣ ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗ ରେ ପୁରସ୍କାର ନଇେ ଆସିବା। ଆମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦବୋ।
13ଆମ୍ଭେ ପ୍ରଥମ ଓ ଶଷେ ; କ ଓ କ୍ଷ, ଆଦି ଓ ଅନ୍ତ।
14 ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସମାନେେ ଧନ୍ଯ ହବେେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସମାନଙ୍କେର ଅଧିକାର ରହିଛି। ସମାନେେ ନଗରୀ ଭିତରକୁ ନଗରୀ ଦ୍ବାର ଦଇେ ପ୍ରବେଶ କରିପାରିବେ।
15କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।
16ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମାରଦେୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା।
17ଆତ୍ମା ଓ କନ୍ଯା କହନ୍ତି, ଆସ ! ଏସବୁ ଶୁଣୁଥିବା ପ୍ରେତ୍ୟକକ ଲୋକ ମଧ୍ଯ କହୁ, ଆସ !। ଯେ ତୃଷାର୍ତ୍ତ, ସେ ଆସୁ ; ଯେ ଇଚ୍ଛା କରେ, ସେ ବିନା ମୂଲ୍ଯ ରେ ଜୀବନର ଜଳପାନ କରିପା ରେ।
18ଏହି ପୁସ୍ତକର ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଶୁଣୁଥିବା ପ୍ରେତ୍ୟକକ ଲୋକକୁ ମୁଁ ସତର୍କ କରିଦିଏ। କହେି ଯଦି ଏହି ବାକ୍ଯଗୁଡ଼ିକ ସହିତ କିଛି ଯୋଗକରେ, ତବେେ ପରମେଶ୍ବର ତାହାକୁ ଏହି ପୁସ୍ତକରେ ଲଖାେଥିବା କ୍ଲେଶଗୁଡ଼ିକ ଦବେେ।
19ଯଦି କୌଣସି ବ୍ଯକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକରୁ କିଛି କାଢ଼ି ଦିଏ, ତବେେ ପରମେଶ୍ବର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନବେେ।
20ଯୀଶୁ ହିଁ ଏସବୁ ସତ୍ଯ କହନ୍ତି। ବର୍ତ୍ତମାନ ସେ କହନ୍ତି, ହଁ, ଆମ୍ଭେ ଶୀଘ୍ର ଆସୁଛୁ। ଆମେନ୍। ହେ ପ୍ରଭୁଯୀଶୁ ଆସନ୍ତୁ।
21ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme