Home ନିହିମିୟା 6 · ଓଡ଼ିଆ ବାଇବେଲ

ନିହିମିୟା

Chapter 6

ଓଡ଼ିଆ ବାଇବେଲ
1ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।
2ସେତବେେଳେ ସନ୍ବଲ୍ଲଟ ଓ ଗେଶମ ମାେ ନିକଟକୁ ଲୋକ ପଠାଇ କହିଲେ, ଆସ ଆମ୍ଭମାନେେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମ ରେ ସାକ୍ଷାତ କରିବା। ମାତ୍ର ସମାନେେ ମାରେ ହିଂସା କରିବାକୁ ବିଗ୍ଭର କରିଥିଲେ।
3ଏଥି ରେ ମୁଁ ସମାନଙ୍କେ ନିକଟକୁ ଦୂତଗଣ ପଠାଇ କହିଲି, ମୁଁ ଏକ ଗୁରୁତ୍ବପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସହେି କାର୍ୟ୍ଯ ବନ୍ଦ କରିପାରିବି ନାହିଁ।
4ସମାନେେ ସହେି ସମବାର୍ତ୍ତା ମାେ ପାଖକୁ ଗ୍ଭରିଥର ପଠାଇଲେ। ମୁଁ ସମାନଙ୍କେୁ ସହେି ପ୍ରକାର ଉତ୍ତର ଦଲେି।
5ଏହାପରେ ସନ୍ବଲ୍ଲଟ୍ ଆପଣା ଦାସ ହାତ ରେ ଖଣ୍ଡେ ଚିଠିଦଇେ ପଞ୍ଚମ ଥର ସହେି ସମବାର୍ତ୍ତା ପଠାଇଲା।
6ସେଥି ରେ ଏହିପରି ଲଖାେ ୟାଇଥିଲା, ଗୋଷ୍ଠୀଯମାନଙ୍କ ମଧିଅରେ ଏହି ଜନରବ ହାଇେଅଛି। ମଧ୍ଯ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ୟିହୁଦୀଯମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସମାନଙ୍କେର ରାଜା ହବୋକୁ ଇଚ୍ଛା କରୁଅଛ।
7'ଯିହୁଦା ରେ ଏକ ରାଜା ଅଛନ୍ତି!' ବୋଲି ଆପଣା ବିଷଯ ୟିରୁଶାଲମ ରେ ଘାଷେଣା କରିବା ପାଇଁ ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ନିୟୁକ୍ତି କରିଅଛ।
8ତେଣୁ ମୁଁ ତାହା ନିକଟକୁ କହି ପଠାଇଲି, ତୁମ୍ଭେ ଯାହା କରୁଅଛ, ସପରେି କୌଣସି କାର୍ୟ୍ଯ କରାଯାଉ ନାହିଁ, ତୁମ୍ଭେ କବଳେ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।
9ଏହି ଚିନ୍ତାକରି ସମାନେେ ଆମ୍ଭକୁ ଭୟଭୀତ କଲେ, ସମାନଙ୍କେ ହସ୍ତ ଦୁର୍ବଳ ହବେ ଓ ପ୍ରାଚୀର କାର୍ୟ୍ଯ ଶଷେ ହବେ ନାହିଁ।
10ଦିନେ ମୁଁ ମ ହଟେବଲରେ ପୁତ୍ର ଦଲାଯ, ଦଲାଯର ପୁତ୍ର ଶମଯିଯ ନିକଟକୁ ଗଲି। ମାତ୍ର ତାକୁ ତା'ର ଗୃହ ରେ ବନ୍ଦ କରାୟାଇ ଥିଲା। ମୁଁ ତାହା ଗୃହକୁ ଗଲି ସେ କହିଲା,
11କିନ୍ତୁ ଶମଯିଯଙ୍କୁ କହିଲି, ମାେ ପରି ଲୋକ କ'ଣ ଦୌଡି ପଳାଇବ? ମାେ ପରି ଲୋକ ପ୍ରାଣ ବଞ୍ଚାଇବ ପାଇଁ ଯେ ମନ୍ଦିର ଭିତରକୁ ୟିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ୟିବି ନାହିଁ।
12ମାତ୍ର ମୁଁ ଜାଣିଲି ଶମଯିଯଙ୍କୁ ପରମେଶ୍ବର ପଠାଇ ନ ଥିଲେ। ତଥାପି ସେ ମାେ' ପ୍ରତି କୂଳ ରେ ଏହି ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲା। ଆଉ ଟୋବିୟ ଓ ସନ୍ବଲ୍ଲଟ କାହାକୁ ବତନେ ଦଇେଥିଲ।
13ଏହି ଉଦ୍ଦେଶ୍ଯ ପାଇଁ ତାକୁ ଭଡା ରେ ଅଣା ୟାଇଥିଲା, ଯାହା ଫଳ ରେ ମୁଁ ଭୟ ରେ ଏହା କରି ପାପ କରିବି ଏବଂ ତାପରେ ସମାନେେ ମାରେ ନାମକୁ ଦୁର୍ନାମ କରିବା ପାଇଁ ଓ ପରିହାସ କରିବା ପାଇଁ କାରଣ ପାଇବେ।
14ହେ ପରମେଶ୍ବର, ଟୋବିୟ ଓ ସନ୍ବଲ୍ଲଟର ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ଯଦ୍ବକ୍ତା ନୋଯଦିଯା ସହିତ ଅନ୍ୟ ଯାଜକମାନେ ମାେତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ।
15ତେଣୁ 52 ଦିନ ମଧିଅରେ ଇଲୂଲ୍ ମାସର ପଞ୍ଚବିଂଶ ଦିନ ରେ ପ୍ରାଚୀର ସମାପ୍ତ ହେଲା।
16ପୁଣି ଆମ୍ଭମାନଙ୍କର ଶତୃ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ସମସ୍ତେ ଏହା ଶୁଣି ଭୟ କଲେ ଓ ସମାନଙ୍କେର ବିଶ୍ବାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାହାୟ୍ଯ ରେ ହେଲା, ଏହା ସମାନେେ ବୁଝିଲେ।
17ଆହୁରି ସହେି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନକେ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସମାନଙ୍କେ ନିକଟକୁ ଆସିଲା।
18କାରଣ ସେ ଆରାଃର ପୁତ୍ର ଶଖନିଯର ଜ୍ବାଇଁ ହବୋରୁ ଓ ତାହାର ପୁତ୍ର ଯିହାହୋନନ୍ ବରେିଖିଯର ପୁତ୍ର ମଶୁଲ୍ଲମର କନ୍ଯାକୁ ବିବାହ କରିଥିବାରୁ ଯିହୁଦାର ଅନକେ ଲୋକ ତା ନିକଟରେ ଶପଥ କରିଥିଲେ।
19ସମାନେେ ମାେତେ ତା'ର ଉତ୍ତମ କାର୍ୟ୍ଯ ବିଷଯ ରେ କହିଲେ ଓ ମାେ କଥା ତାଙ୍କୁ ସବୁ ଜଣାଇଲେ। ଆଉ ମାେତେ ଭୟଗ୍ରସ୍ଥ କରିବା ପାଇଁ ଟୋବିୟ ନାନାପତ୍ର ପଠାଇଲା।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme