ନିହିମିୟା
Chapter 11
ଓଡ଼ିଆ ବାଇବେଲ1ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।
2ଆଉ ଯେଉଁମାନେ ୟିରୁଶାଲମ ରେ ବାସ କରିବାକୁ ସ୍ବଇଚ୍ଛା ରେ ସମର୍ପଣ କଲେ, ଲୋକମାନେ ସମାନଙ୍କେର ଧନ୍ଯବାଦ କଲେ।
3ପ୍ରଦେଶର ଏହି ପ୍ରଧାନବର୍ଗ ୟିରୁଶାଲମ ରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇଶ୍ରାୟେଲର ଅନ୍ୟ ନଗର ରେ ଲୋକମାନେ, ଯାଜକମାନେ, ଲବେୀୟମାନେ, ନଥୀନୀଯମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରେତ୍ୟକକ ନିଜ ନିଜ ନଗର ରେ ବାସ କଲେ।
4ଯିହୁଦାର ବଂଶଧରଗୁଡିକ ମଧ୍ଯରୁ ଓ ବିନ୍ଯାମୀନର ବଂଶଧରଗୁଡିକ ମଧ୍ଯରୁ, କେତକେ ଲୋକ ୟିରୁଶାଲମ ରେ ବାସ କଲେ।
5ବାଋକର ପୁତ୍ର ମା ସଯେ, ବାଋକ୍ କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାଯର ପୁତ୍ର, ହସାଯ ଅଦାଯାର ପୁତ୍ର, ଅଦାଯା ୟୋଯାରୀବର ପୁତ୍ର, ୟୋଯାରୀବ୍ ଜିଖରିଯର ପୁତ୍ର ଥିଲା। ଜିଖରିଯ ଶୀଲୋନିଯମାନଙ୍କର ଭବିଷ୍ଯତ୍ ବଂଶଧର ଥିଲା।
6ପରେସର ବଂଶଧର ମାଟେ 468 ଜଣ ବୀର ପୁରୁଷ ୟିରୁଶାଲମ ରେ ବାସ କଲେ।
7ବିନ୍ଯାମୀନର ବଂଶଧରମାନେ, ଯଥା: ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ୟୋଯଦରେ ପୁତ୍ର, ୟୋଯେଦ୍ ପଦାଯର ପୁତ୍ର ଥିଲା, ପଦାଯ କୋଲାଯାର ପୁତ୍ରଥିଲା, କୋଲାଯା ମା ସଯରେ ପୁତ୍ର ଥିଲା, ମା ସଯେ ଇଥୀଯଲରେ ପୁତ୍ର, ଇଥୀଯଲେ ୟିଶାଯାହର ପୁତ୍ର ଥିଲା।
8ତାଙ୍କର ଭ୍ରାତାଗଣ ସହିତ ଗଦ୍ଦଯ, ସଲ୍ଲଯଆଦି 928 ଜଣ ଥିଲେ।
9ସିଖ୍ରିର ପୁତ୍ର ଯାୟେଲ ସମାନଙ୍କେର ମୁଖ୍ଯ ଥିଲେ। ହସନଯାର ପୁତ୍ର ଯିହୁଦା ନଗରର ଦ୍ବିତୀୟ ଶାସକ ଥିଲେ।
10ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,
11ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।
12ସମାନଙ୍କେର ଆତ୍ମୀଯମାନଙ୍କ ସହିତ ଏକାଠି ହାଇେ ଯେଉଁମାନେ ପରମେଶ୍ବରଙ୍କ ମନ୍ଦିର ରେ କାମ କରୁଥିଲେ ସମାନେେ 822 ଜଣ ଥିଲେ। ୟିରୋହମର ପୁତ୍ର ଅଦାଯା, ପଲଲିଯର ୟିରୋହମ ପୁତ୍ର, ଅମ୍ସିର ପୁତ୍ର ପଲଲିଯ, ଜିଖରିଯର ପୁତ୍ର ଅମସି, ପଶ୍ହୂରର ପୁତ୍ର ଜିଖରିଯ, ମଲ୍ଲିଯଲରେ ପୁତ୍ର ପଶ୍ହୂର।
13ଅଦାଯାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସ ରେଲର ପୁତ୍ର ଅମଶଯ ସହେି ଅସ ରେଲ୍ ଅହସଯର ପୁତ୍ର, ଅହସଯ ମଶିଲ୍ଲମୋେତର ପୁତ୍ର, ମଶିଲ୍ଲମୋେତ୍ ଇମ୍ମରରେ ପୁତ୍ର।
14ଆଉ ସମାନଙ୍କେ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀଯଲେ ସମାନଙ୍କେର ନିରୀକ୍ଷକ ଥିଲା।
15ଲବେୀୟମାନଙ୍କ ମଧ୍ଯରୁ ଯଥା: ହଶୂବର ପୁତ୍ର ଶମଯିଯ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିଯର ପୁତ୍ର, ହସବିଯ ବୁନ୍ନିର ପୁତ୍ର।
16ଲବେୀୟ ପ୍ରଧାନ ବର୍ଗମଧ୍ଯରୁ ଶଦ୍ଦଥଯ ଓ ୟୋଷାବଦ୍ ପରମେଶ୍ବରଙ୍କ ମନ୍ଦିରର ବାହାର କାର୍ୟ୍ଯର ନିରୀକ୍ଷକ ଥିଲେ।
17ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।
18ପବିତ୍ର ନଗରସ୍ଥ ଲବେୀୟମାନେ ସର୍ବ ମାେଟ୍ 284 ଜଣ ଥିଲେ।
19ଦ୍ବାରପାଳ ଅକ୍କୁବ୍ ଟଲ୍ମୋନ ଓ ସମାନଙ୍କେର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରି ଥିଲେ, ସମାନେେ 172 ଜଣ ଥିଲେ।
20ଇଶ୍ରାୟେଲର ଯାଜକମାନଙ୍କର ଓ ଲବେୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗର ରେ ପ୍ରେତ୍ୟକକ ନିଜ ନିଜର ସମ୍ପତ୍ତି ରେ ରହିଲେ।
21ମନ୍ଦିରର ସବେକମାନେ ଓଫଲ ପର୍ବତ ରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସବେକମାନଙ୍କର ମୂଖ୍ଯ ଥିଲେ।
22ଉଷି ୟିରୁଶାଲମ ରେ ଲବେୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିଯର ପୁତ୍ର, ହଶବିଯ ୟିଏକି ମତ୍ତନିଯର ପୁତ୍ର, ମତ୍ତନିଯ ୟିଏକି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ବରଙ୍କ ମନ୍ଦିର ରେ ସବୋ କରୁଥିବା ଗାଯକର ଓ ଆସଫର ବଂଶଧର ଥିଲେ।
23ରାଜା ଆଜ୍ଞା ଦେଲେ ଯେ, ପ୍ରେତ୍ୟକକ ଦିନ ଗାଯକମାନଙ୍କୁ ପୁରସ୍କାର ଦିଆୟିବା ଉଚିତ୍।
24ଯିହୁଦାର ପୁତ୍ର ସରହରେ ବଂଶଜାତ ମଶଷେବଲରେ ପୁତ୍ର ପଥାହିଯ ଲୋକମାନଙ୍କ ସମସ୍ତ କାର୍ୟ୍ଯ ବିଷଯ ରେ ରାଜାଙ୍କୁ ଉପଦେଶ ଦେଲେ।
25ଯିହୁଦାର ଲୋକମାନଙ୍କ ମଧ୍ଯରୁ କେତକେ କ୍ଷେତ୍ରସ୍ଥ ନଗର ରେ ଅର୍ଥାତ୍ କିରିଯଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗର ରେ, ୟିକବ୍ ସେଲ ଓ ତହିଁର ଗ୍ରାମ ରେ ରହିଲେ।
26ଯଶୂେଯ ରେ, ମାେଲାଦା ରେ ଓ ବୈଥ୍ପଲଟେ ରେ,
27ଆଉ ହତ୍ସର-ଶୁଯାଲ ରେ, ବରେଶବୋ ଓ ତହିଁର ଉପନଗର ରେ ରହିଲେ।
28ଆଉ ସିକ୍କଗ ରେ, ମକୋନା ଓ ତହିଁର ଉପନଗର ରେ ରହିଲେ।
29ଐନରିମ୍ମୋଣ ରେ, ସରାଯ ରେ ଓ ୟମୁର୍ତ ରେ,
30ସା ନୋହ, ଅଦୁଲ୍ଲମ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମ ରେ, ଲାଖୀଶ ଓ ତହିଁର କ୍ଷେତ୍ର ରେ, ଅ ସକୋ ଓ ତହିଁର ଗ୍ରାମ ରେ ବାସ କଲେ। ଏହିପରି ସମାନେେ ବେର୍ଶବୋଠାରୁ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଛାଉଣି କଲେ।
31ବିନ୍ଯାମୀନ ସନ୍ତାନଗଣ ମଧ୍ଯ ଗବୋଠାରୁ ମିକ୍ମସ୍ ଓ ଅଯା ରେ, ବୈଥଲେ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମଗୁଡିକରେ ବାସ କଲେ।
32ଅନାଥୋତ, ନୋବ୍, ଓ ଅନନିଯା ରେ
33ହାତ୍ସୋର, ରାମା, ଗିତ୍ତଯିମ ରେ,
34ହାଦୀଦ, ସବୋଯିମ, ନବଲ୍ଲାଟ ରେ,
35ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକା ରେ ବାସ କଲେ।
36ଆଉ ଯିହୁଦା ରେ ବାସ କରୁଥିବା କେତକେ ଲବେୀୟ ବିନ୍ଯାମୀନ ସହିତ ସଂୟୁକ୍ତ ହେଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.