Home ଆଦି ପୁସ୍ତକ 31 · ଓଡ଼ିଆ ବାଇବେଲ

ଆଦି ପୁସ୍ତକ

Chapter 31

ଓଡ଼ିଆ ବାଇବେଲ
1ଦିନେ ଯାକୁବ, ଲାବନର ଓ ତା'ର ପୁତ୍ରମାନେ କଥାବର୍ତ୍ତା ହେଉଥିବାର ଶୁଣିଲେ। ସମାନେେ କହିଲେ, ଯାକୁବ ସବୁକିଛି ନଇେ ୟାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନଇେ ସେ ଧନୀ ହାଇେଛି।
2ଏହାପରେ ଯାକୁବ ଜାଣି ପାରିଲା ଯେ ଲାବନ ପୂର୍ବପରି ତା' ସହିତ ବ୍ଯବହାର କରୁ ନାହିଁ।
3ସଦାପ୍ରଭୁ ଯାକୁବକୁ କହିଲେ, ତୁମ୍ଭେ ଆପଣା ନିଜ ଦେଶର ପୂର୍ବପୁରୁଷମାନଙ୍କ ନିକଟକୁ ଫରେିୟାଅ। ମୁଁ ତୁମ୍ଭ ସହିତ ରହିବି।
4ତେଣୁ ଯାକୁବ ପଶୁପଲ ନିକଟକୁ ୟାଇ ତାଙ୍କୁ ଦଖାେ କରିବାକୁ ଲୟୋ ଓ ରାହେଲକୁ କହିଲେ।
5ଯାକୁବ ରାହେଲ ଓ ଲୟୋକୁ କହିଲା, ମୁଁ ଦେଖୁଛି ଯେ, ତୁମ୍ଭର ପିତା ମାେତେ ଯେପରି ବ୍ଯବହାର କରୁଥିଲେ ସପରେି କରୁନାହାନ୍ତି। କିନ୍ତୁ ମାେ ପିତାଙ୍କର ପରମେଶ୍ବର ମାେ ସହିତ ଅଛନ୍ତି।
6ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁପର୍ୟ୍ଯନ୍ତ ଖଟିଛି।
7ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।
8ଥରେ ଲାବନ କହିଲେ, 'ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହବେ।' ସେ ଏହା କହି ସାରିବାପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମାରେ ହେଲା। କିନ୍ତୁ ଏହାପରେ ଲାବନ କହିଲା, 'ଗାର ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେ ଏହା କହିସାରିବା ପରେ, ସହେିସବୁ ତୁମ୍ଭର ବର୍ତ୍ତନ ହବେ।' ସମସ୍ତ ପଶୁମାନେ ରଖାଙ୍କେିତ ପଶୁମାନଙ୍କୁ ଜନ୍ମ ଦେଲେ।
9ତେଣୁ ପରମେଶ୍ବର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମାେତେ ଦେଲେ।
10 ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।
11ସେତବେେଳେ ପରମେଶ୍ବରଙ୍କର ଦୂତ ସ୍ବପ୍ନ ରେ ମାେତେ 'ଯାକୁବ' ବୋଲି ଡାକନ୍ତେ!
12ପରମେଶ୍ବରଙ୍କ ଦୂତ କହିଲେ, 'ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଂଗମ କରୁଥିବା ପ୍ରେତ୍ୟକକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟାକା ଓ ଦାଗ ଦାଗ ହାଇଗେଲେ। ମୁଁ ଏହା ହବୋକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ଯବହାର କଲା ମୁଁ ଦେଖିଲି।
13ମୁଁ ବେଥଲରେ ସହେି ପରମେଶ୍ବର। ଯେଉଁଠା ରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମାେ ପାଖ ରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏବଂ ଏହି ଭୂମି ପରିତ୍ଯାଗ କର ଏବଂ ତୁମ୍ଭର ଗୃହକୁ ୟାଅ।'
14ରାହେଲ ଓ ଲୟୋ ଉତ୍ତର ଦେଲେ, ପିତାଙ୍କ ସମ୍ପତ୍ତକୁ ପାଇବା ପାଇଁ କିଛି ବାକି ନାହିଁ।
15ଆମ୍ଭେ ତାଙ୍କ ଆଖି ରେ ବିଦେଶୀନି ତୁଲ୍ଯ। ସେ କବଳେ ଆମ୍ଭକୁ ତୁମ୍ଭଠା ରେ ବିକ୍ରଯ କରି ନାହାନ୍ତି। ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦଇେଛନ୍ତି, ଯାହା ଆମ୍ଭମାନଙ୍କର ହବୋର ଥିଲା।
16ଏଣୁ ପରମେଶ୍ବର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁ ସବୁ ଧନ ନଇେଅଛନ୍ତି, ସହେିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ବର ଯାହା କହିଲେ, ତୁମ୍ଭେ ତାହା କର।
17ତେଣୁ ଯାକୁବ ଫରେିୟିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟ ରେ ବସାଇଲେ।
18ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।
19ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।
20ଏବଂ ଯାକୁବ ନ ଜଣାର ଦୂରକୁ ୟିବା ପାଇଁ ଲାବନଙ୍କୁ ଠକି ଦଲୋ।
21ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶିଘ୍ର ସେ ସ୍ଥାନ ଛାଡ଼ିଲା। ସେ ଫରାତ୍ ନଦୀ ପାର ହାଇେ ଗିଲଯଦ ପର୍ବତ ଅଞ୍ଚଳ ଆଡ଼େ ଚାଲିଲା।
22ତିନିଦିନ ୟିବାପରେ, ଲାବନକୁ କୁହାଗଲା, ଯାକୁବ ପଳାଯନ କରିଛି।
23ତେଣୁ ଲାଗନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା'ପଛ ରେ ଗୋଡ଼ାଇଲା। ସାତଦିନ ପରେ ଲାବନ ଯାକୁବକୁ ଗିଲିଯଦର ପର୍ବତମଯ ଦେଶ ରେ ଭଟେିଲେ।
24ସହେି ରାତି ରେ ପରମେଶ୍ବର ଲାବନକୁ ସ୍ବପ୍ନ ରେ ଦର୍ଶନ ଦେଲେ। ପରମେଶ୍ବର କହିଲେ, ସାବଧାନ ହୁଅ! ଯାକୁବ କହିଥବା ପ୍ରେତ୍ୟକକ କଥାପାଇଁ ସାବଧାନ ହୁଅ।
25ତା' ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମଯ ଦେଶ ଗିଲିଯଦ ରେ ଛାଇଣୀ ପକାଇଲେ।
26ଲାବନ ଯାକୁବକୁ କହିଲେ, ତୁମ୍ଭେ କାହିଁକି ମାେତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମାରେ ଝିଅମାନଙ୍କୁ ୟୁଦ୍ଧ ବନ୍ଦୀପରି ନଇଗେଲ?
27ମାେତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମାେତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାଯନ ପୁଣି ତବଲା ଓ ବିଣାବାଦ୍ଯ ସହିତ ବିଦାଯ କରିଥାନ୍ତି।
28ତୁମ୍ଭେ ମାରେ ନାତି ଓ କନ୍ଯାଗଣଙ୍କୁ ବିଦାଯ କାଳିନ ଚୁମ୍ବନ କରିବାକୁ ଦଲନୋହିଁ। ଏପରି ତୁମ୍ଭେ ଅଜ୍ଞାନ କର୍ମ କାହିଁକି କଲ!
29ତୁମ୍ଭକୁ ଆଘାତ କରିବା ପାଇଁ ମାରେ ଶକ୍ତି ଅଛି। କିନ୍ତୁ ଗତ ରାତି ରେ ତୁମ୍ଭ ପିତାଙ୍କର ପରମେଶ୍ବର ସ୍ବପ୍ନ ରେ ମାେତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ।
30ମୁଁ ଜାଣେ ଯେ ତୁମ୍ଭେ ସ୍ବଗୃହକୁ ୟିବାକୁ ଚାହୁଁଥିଲ। ଯେଉଁଥି ପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତି ତୁମ୍ଭେ କାହିଁକି ମାରେ ଦବେତାମାନଙ୍କୁ ଚୋରାଇ ଆଣିଲ?
31ଯାକୁବ ଉତ୍ତର ଦେଲେ, ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ଯାମାନଙ୍କୁ ମାଠାରୁେ ଦୂ ରଇେ ନବେ।
32କିନ୍ତୁ ମୁଁ ତୁମ୍ଭର ଦବେତାଗଣଙ୍କୁ ଚୋରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ଯା କରାୟିବ। ତୁମ୍ଭର ଲୋକମାନେ ମାରେ ସାକ୍ଷୀ ରହିଲେ। ତୁମ୍ଭର ଏଠା ରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଲୋବତାଗଣଙ୍କୁ ଖାଜେି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନଇେ ପାରିବ। ରାହେଲ ତାହା ଚୋରି କରିଛନ୍ତି ବୋଲି, ଯାକୁବ ଜାଣି ନଥିଲେ।
33ତେଣୁ ଲାବନ ଯାକୁବର ଛାଉଣୀ ରେ ଖାଜେିଲେ। ତା'ପରେ ସେ ଲୟୋର ଦମ୍ବୁ ରେ ଖାଜେିଲେ। ଏହାପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ଦମ୍ବୁ ରେ ଖାଜେିଲେ। କିନ୍ତୁ ସଠାେରେ ମଧ୍ଯ ସମାନେେ ପାଇଲେ ନାହିଁ। ଏହାପରେ ଲାବନ ରାହେଲର ତମ୍ବୁକୁ ଗଲେ।
34ରାହେଲ ସହେି ଦବେତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତ ରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖାଜେିଲେ କିନ୍ତୁ କେଉଁଠା ରେ ପାଇଲେ ନାହିଁ।
35ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, ମାେ ଉପରେ କୋର୍ଧ କରନାହିଁ। ମୁଁ ତୁମ୍ଭ ସମ୍ମୁଖ ରେ ଠିଆ ହବୋକୁ ଅସମର୍ଥ, କାରଣ ମାରେମାସିକ ଋତୁସ୍ରାବ ହେଉଛି। ତେଣୁ ଲାବନ ସବୁଆଡ଼େ ଖାଜେିଲେ କିନ୍ତୁ କେଉଁଠା ରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।
36ଏହାପରେ ଯାକୁବ ବହୁତ କୋର୍ଧ କଲେ। ଯାକୁବ କହିଲେ, ମାରେ କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମାେତେ ଗୋଡ଼ାଇଲ ଏବଂ ମାେତେ ଅଟକାଇଲ?
37ମାରେ ସମସ୍ତ ଦ୍ରବ୍ଯ ତୁମ୍ଭେ ଖାଜେିଲ କିନ୍ତୁ ତୁମ୍ଭର ଦବେତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତବେେ ତୁମ୍ଭେ ତାହା ଦଖାେଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ।
38ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସହେି ସମସ୍ତ ସମୟରେ ତୁମ୍ଭର ମଷେ ଓ ଛଳେିଗୁଡ଼ିକ ଗର୍ଭପାତ ହାଇନୋହିଁ, କିମ୍ବା ମୁଁ ସଗେୁଡ଼ିକୁ ଖାଇୟାଇ ନାହିଁ।
39ଯେତବେେଳେ ତୁମ୍ଭର ମଷେ ଓ ଛଳେି ହିଂସ୍ର ଜନ୍ତୁମାନଙ୍କ ଦ୍ବାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦଲେି ନାହିଁ। କିନ୍ତୁ ମାରେ ନିଜର ମଷେ ବା ଛଳେି ତା' ସ୍ଥାନ ରେ ରଖିଲି। ଯଦି କିଛି ରାତି ବା ଦିନ ରେ ଚୋରୀ ହେଉଥିଲା ମାରେ ନିଜର ପଶୁ ତା' ସ୍ଥାନ ରେ ଯୋଗଇଲି।
40ଦିନର ଖରା ଏବଂ ରାତିର ଥଣ୍ଡା ରେ ମୁଁ କାର୍ୟ୍ଯ କରିଛି। ମୁଁ ନଶାଇେ ଏହି ପ୍ରକା ରେ ମୁଁ ତୁମ୍ଭର ସବୋ କଲି।
41ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧିଅରେ ତୁମ୍ଭେ ଦଶଥର ମାହେର ବର୍ତ୍ତନ ପରିବର୍ତ୍ତନ କରିଅଛ।
42ମାହେର ପୂର୍ବପୁରୁଷଙ୍କ ପରମେଶ୍ବର ଅବ୍ରହାମଙ୍କ ପରମେଶ୍ବର ଓ ଇସ୍ହାକର ଭୟନାଶକ ପରମେଶ୍ବର ଯବେେ ମାେ ସହିତ ନଥାନ୍ତେ, ତବେେ ଅବଶ୍ଯ ଏବେ ତୁମ୍ଭେ ମାେତେ ତୁଚ୍ଛା ହାତ ରେ ବିଦାଯ କରିଥାନ୍ତ। ପରମେଶ୍ବର ମାରେ ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରି ରେ ତୁମ୍ଭକୁ ଧମକାଇଲେ।
43ଲାବନ ଯାକୁବକୁ କହିଲେ, ତୁମ୍ଭ ସ୍ତ୍ରୀମାନେ ମାରେ କନ୍ଯା ଏବଂ ଏହି ପିଲାମାନେ ମଧ୍ଯ ମାରେ। ଏବଂ ଏସମସ୍ତ ପଶୁମାନେ ମଧ୍ଯ ମାରେ। ଏଠା ରେ ଯେତେ ସବୁ ଦେଖୁଛ ତାହା ସବୁ ମାରେ। ଏଣୁ ମାରେ ଏହି କନ୍ଯାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ'ଣ କରିବି?
44ତେଣୁ ଆମ୍ଭେ ଦୁ ହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହବେ।
45ଯେତବେେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘନେି ସ୍ତମ୍ଭ ରୂପେ ସ୍ଥାପନ କଲା।
46ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲା, ତୁମ୍ଭମାନେେ ପ୍ରସ୍ତର ସଂଗ୍ରହକର। ତହିଁରେ ସମାନେେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସହେି ସ୍ଥାନ ରେ ସହେି ପଥରଗଦା ଉପରେ ଭୋଜନ କଲେ।
47ଲାବନ ସହେି ସ୍ଥାନର ନାମ ହେଲା ୟିଗର-ସାହଦୂଥା କିନ୍ତୁ ଯାକୁବ ସହେି ସ୍ଥାନର ନାମ ରଖିଲେ ଗଲ-ଯଦ।
48ଲାବନ ଯାକୁବକୁ କହିଲା, ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହାଇେ ରହିଲାା ଯେଉଁଥି ପାଇଁ ତାହାର ନାମ ଗଲଯଦ ଓ ମିସ୍ପା ରଖିଲା।
49ଏହାପରେ ଲାବନ କହିଲେ, ସଦାପ୍ରଭୁ ଆମ୍ଭର ପର୍ୟ୍ଯବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ଯସ୍ଥ ହୁଅନ୍ତୁ। ଯେତବେେଳେ ଆମ୍ଭମାନେେ ପରସ୍ପରଠାରୁ ଦୂର ରେ ରହିବୁ। ତା'ପରେ ସେ ଏହାକୁ ମଧ୍ଯ ଡାକିଲେ: ମିସ୍ପା।
50ଏହାପରେ ଲାବନ କହିଲେ, ଯଦି ତୁମ୍ଭେ ମାରେ କନ୍ଯାମାନଙ୍କୁ ଆଘାତ କର ତବେେ ପରମେଶ୍ବର ତୁମ୍ଭକୁ ଆଘାତ ଦବେେ। ଯଦି ତୁମ୍ଭେ ଅନ୍ୟ ସ୍ତ୍ରୀକୁ ବିବାହ କର ମନରେଖ ପରମେଶ୍ବର ଦେଖୁଛନ୍ତି।
51ଏହିଠା ରେ ଯେଉଁ ରାଶି ପୋତା ୟାଇଅଛି ପୁଣି ଆମ୍ଭ ଦୁହିଁଙ୍କର ମଧ୍ଯବର୍ତ୍ତୀ ସ୍ଥାପିତ ଏହି ସ୍ତମ୍ଭ ଦେଖ ଯାହାକି ଆମ୍ଭେ ଚୁକ୍ତି କରିଛୁ।
52ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହାଇେ ତୁମ୍ଭ ନିକଟକୁ ୟିବି ନାହିଁ। ତୁମ୍ଭେ ମଧ୍ଯ ଏହାକୁ ପାର ହାଇେ ମାେ ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।
53ଅବ୍ରହାମର ପରମେଶ୍ବର, ନାହାରରେ ପରମେଶ୍ବର ଓ ସମାନଙ୍କେର ପୂର୍ବପୁରୁଷଙ୍କ ପରମେଶ୍ବର ଆମ୍ଭ ଓ ତୁମ୍ଭ ମଧିଅରେ ବିଚାର କରିବେ।
54ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।
55ଏହାପରେ ଲାବନ ପ୍ରଭାତ ରେ ଉଠି ଆପଣା କନ୍ଯାଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା। ଏହିରୂପେ ଲାବନ ସ୍ବସ୍ଥାନକୁ ଫରେିଗଲା।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme