Home ଆଦି ପୁସ୍ତକ 23 · ଓଡ଼ିଆ ବାଇବେଲ

ଆଦି ପୁସ୍ତକ

Chapter 23

ଓଡ଼ିଆ ବାଇବେଲ
1ସାରା 127 ବର୍ଷ ବଞ୍ଚିଲେ।
2ସାରା କିଣାନ ଦେଶସ୍ଥ କିରିଯଥ ପର୍ବତ ହିବ୍ରୋଣ ରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।
3ଏହାପରେ ଅବ୍ରହାମ ସହେି ମୃତ ଦହକେୁ ଛାଡ଼ି ହତରେମାନଙ୍କୁ କହିଲେ। ସେ ସମାନଙ୍କେୁ କହିଲେ,
4ମୁଁ ତୁମ୍ଭମାନଙ୍କ ଦେଶ ରେ ଏକା ବିଦେଶୀ ଅଟେ। ମାରେ ସ୍ତ୍ରୀକୁ କବର ଦବୋପାଇଁ ସ୍ଥାନ ମାରେ ନାହିଁ। ଦୟାକରି ମାେତେ ମାରେ ସ୍ତ୍ରୀ ପାଇଁ କବର ସ୍ଥାନ ରେ ଅଧିକାର ଦିଅନ୍ତୁ।
5ହତରେ ଲୋକମାନେ ଅବ୍ରହାମକୁ ଉତ୍ତର ଦେଲେ,
6 ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ପରମେଶ୍ବରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନ ରେ ଯେ କୌଣସି ସ୍ଥାନ ରେ କବର ଦଇପୋରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କହେି ଅଟକାଇବୁ ନାହିଁ।
7ଅବ୍ରହାମ ଉଠି ସହେି ଲୋକମାନଙ୍କୁ ପ୍ରଣାମ କଲେ।
8ଅବ୍ରହାମ ସମାନଙ୍କେୁ କହିଲେ, ଯଦି ତୁମ୍ଭମାନେେ ମାରେ ସ୍ତ୍ରୀ କବର ଦବୋପାଇଁ ସାହାୟ୍ଯ କରିବାକୁ ଚାହୁଁଥାଅ। ତବେେ ତୁମ୍ଭମାନେେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବଦନେ କର।
9ସେ ହୁଏତ ମକ୍ପଲୋର ଗୁମ୍ଫା ଉଚିତ ମୂଲ୍ଯ ରେ ମାେତେ ବିକି ଦବେେ, ଯାହା ତାଙ୍କର ଅଛି, ତାଙ୍କର କ୍ଷତରେ ଶଷେ ଭାଗ ରେ ଯାହା ଅଛି। ମୁଁ ଚା ହେଁ ତୁମ୍ଭମାନେେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହିଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କରିବା ପାଇଁ କ୍ରଯ କରୁଛି।
10ସହେି ସମୟରେ ଇଫ୍ରୋଣ ସହେି ଲୋକମାନଙ୍କ ମଧିଅରେ ବସିଥିଲା। ତେଣୁ ହତରେ ଇଫ୍ରୋଣ ଆପଣା ନଗର ବହି ଦ୍ବାର ପ୍ରବେଶକାରୀ ହତରେ ସନ୍ତାନ ସମସ୍ତଙ୍କ ସାକ୍ଷାତ ରେ ଅବ୍ରହାମଙ୍କୁ ଉତ୍ତର ଦଲୋ।
11ନା ମୁନିବ, ସପରେି ହବେ ନାହିଁ। ମାେ କଥା ଶୁଣନ୍ତୁ ମୁଁ ଆପଣଙ୍କୁ ସହେି ସ୍ଥାନ ଓ ତନ୍ମଧ୍ଯସ୍ଥିତ ଗୁହା ଦଲେି। ମୁଁ ସ୍ବବଂଶୀଯ ସନ୍ତାନମାନଙ୍କ ସାକ୍ଷାତ ରେ ତାହା ଆପଣଙ୍କୁ ଦଲେି। ଆପଣ ନିଜ ସ୍ତ୍ରୀର ମୃତ ଦହକେୁ କବର ଦିଅନ୍ତୁ।
12ଅବ୍ରହାମ ହତରେ ଲୋକମାନଙ୍କୁ ପ୍ରଣାମ କଲେ।
13ଅବ୍ରହାମ ଇଫ୍ରୋଣକୁ ସମସ୍ତଙ୍କୁ ଆଗ ରେ କହିଲେ, କିନ୍ତୁ ମୁଁ ତୁମ୍ଭକୁ ସହେି ସ୍ଥାନ ରେ ସମସ୍ତ ପଇସା ଦବୋକୁ ଚାହୁଁଅଛି। ମାରେଅର୍ଥକୁ ଗ୍ରହଣ କରନ୍ତୁ। ଏବଂ ମୁଁ ମାରେସ୍ତ୍ରୀର ମୃତ ଦହକେୁ କବର ଦବେି।
14ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦଇେ କହିଲେ,
15ମହାଶୟ, ମାରେକଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ଯ ତ ଚାରିଶହ ସକେଲ ରୂପା ତୁମ୍ଭ ମାେପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।
16ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।
17ଏଣୁ ଇଫ୍ରୋଣ ସହେି ଭୂମିର ମାଲିକାନା ବଦଳାଇଲେ। କାମ୍ରି ପାଖ ରେ ଯେଉଁ ଜମି ମକ୍ପଲୋ ରେ ଥିଲା ଗୁହା ପାଶର୍ବ ଏବଂ ଚତୁଃପାଶର୍ବ ରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା।
18ଏହି ଚୁକ୍ତି ନଗର ଫାଟକରେ ହତରେ ଲୋକମାନଙ୍କ ଆଗ ରେ କରାଗଲା।
19ଏହାପରେ ଅବ୍ରହାମ ମକ୍ପଲୋ କ୍ଷେତ୍ରସ୍ଥିତ ଗୁହା ରେ ମମ୍ରିର ପାଶର୍ବ ରେ ହେବ୍ରୋଣ ମଧିଅରେ କିଣାନ ଦେଶ ରେ ନିଜର ସ୍ତ୍ରୀ ସାରାକୁ କବର ଦେଲେ। ସହେିସ୍ଥାନ କିଣାନ ଦେଶସ୍ଥ ଥିଲା।
20ଏହି ପ୍ରକା ରେ ଅବ୍ରହାମ ହତରେମାନଙ୍କଠାରୁ କ୍ଷତେ ଏବଂ ସେଥି ରେ ଥିବା ଗୁମ୍ଫା କିଣିଲେ। ସେ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme