ତୁମ୍ଭେ ସଦାପ୍ରଭୁ ମାରେ ପ୍ରଭୁଙ୍କ ସମ୍ମୁଖ ରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦବୋପାଇଁ ସଦାପ୍ରଭୁଙ୍କ ବିଶଷଦେିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି।
Cross references
ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।
ଶାମକ୍ସ୍ଟଯଲେ ଉତ୍ତର ଦେଲେ, ହଁ, ମୁ କକ୍ସ୍ଟଶଳ ରେ ଆସିଛି! ମୁ ସଦାପ୍ରଭୁଙ୍କ ଆଗ ରେ ବଳିଦାନ ଦବୋକକ୍ସ୍ଟ ଆସିଅଛି। ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର ଓ ମାେ ସାଙ୍ଗ ରେ ବଳିଦାନ କରିବାକୁ ଆସ। ଶାମକ୍ସ୍ଟଯଲେ ୟିଶୀକି ଓ ତାହାର ପକ୍ସ୍ଟତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।
ସଦେିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, ଦାଉଦର କିଛି ହାଇେଛି। ସେ ପ୍ରାଯ ଶକ୍ସ୍ଟଚି ନାହିଁ।
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।
ପରମେଶ୍ବର କହନ୍ତି, ୟୁଦ୍ଧ ବନ୍ଦ କର, ମନରେଖ ମୁଁ ହେଉଛି ପରମେଶ୍ବର। ମୁଁ ରାଜ୍ଯମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିଯନ୍ତ୍ରଣ କଲେ।
ସଦାପ୍ରଭୁ, ବିଚାରକ ପରି ଠିଆ ହାଇେଛନ୍ତି, ତୁମ୍ଭେ ନ୍ଯାଯ ବିଚାର କଲ, ପରମେଶ୍ବର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି।
ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସହେିଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦବେେ। ସେତବେେଳେ ସହେି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।
ସେତବେେଳେ ମୁଁ ଭୟଭୀତ ହାଇେ କହିଲି, ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'
ସଦାପ୍ରଭୁଙ୍କର ସ୍ବତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତବେେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ବର ସର୍ବଶକ୍ତିମାନ ଏହା ଘଟିବାକୁ ଦବେେ।
ତବେେ ମୁଁ ଅରୀଯଲକେୁ ଦୁଃଖ ଦବେି। ନଗରଟି ଶୋକ ଓ ବିଳାପ ରେ ପୂର୍ଣ୍ଣ ହବେ। ମାତ୍ର ତାହା ଆମ ପ୍ରତି ଦାହସ୍ଥାନ ତୁଲ୍ଯ ହବେ।
ସଦାପ୍ରଭୁ କୁହନ୍ତି, ଏହା ଘଟିବ ଯେତବେେଳେ ଆମ୍ଭର ଖଡ୍ଗ ପରିତୃପ୍ତ ରୂପେ ପାନ କରିଛି।'
ସଦାପ୍ରଭୁଙ୍କ ଖଡ୍ଗ ରକ୍ତ ରେ ପରିତୃପ୍ତ ଓ ମଦେ ରେ ଓ ଛାଗଗଣର ଗୁରୁଦାର ମଦେ ରେ ପୁଷ୍ଟ। କାରଣ ବସ୍ତ୍ର ରେ ସଦାପ୍ରଭୁଙ୍କର ଏକ ୟଜ୍ଞ ଓ ଇଦୋମ ଦେଶ ରେ ଏକ ମହା ହତ୍ଯାକାଣ୍ଡ ହବେ।
କିନ୍ତୁ ସେତବେେଳେ ଆମ୍ଭର ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ପ୍ରତି ଶାଧେ ନବେେ ଓ ସହେିଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦବେେ। ଖଡ୍ଗ ସମସ୍ତଙ୍କୁ ନିଃଶଷେ କରି ତୃପ୍ତ ହବେ ଓ ସମାନଙ୍କେର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶ ରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁଙ୍କର ଏକ ୟଜ୍ଞସ୍ଥଳୀ ଅଛି।
ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିୟାଇଛି। ସହେି ସମୟ ଆସୁଅଛି, ତୁମ୍ଭର ଶଷେ ବିଚାର ଦିନ ଅତି ନିକଟ। ସହେି ଦିନଟି ସନ୍ଦହରେ ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପ ରେ ଆନନ୍ଦ ଧ୍ବନିର ଦିନ ନୁହେଁ।
ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମନୁଷ୍ଯ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରେତ୍ୟକକ ବନ୍ଯପଶୁକୁ କୁହ, 'ତୁମ୍ଭମାନେେ ଏକତ୍ର ହାଇେ ଆସ। ଆଉ ତୁମ୍ଭମାନେେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ୟଜ୍ଞର ଚାରିଆଡ଼େ ରୁଣ୍ଡ ହୁଅ। ମୁଁ ଇଶ୍ରାୟେଲ ପର୍ବତଗୁଡ଼ିକ ଉପ ରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାୟଜ୍ଞର ବନ୍ଦୋବସ୍ତ କରୁଅଛି।
ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସହେି ସମୟରେ ସର୍ବଶକ୍ତିମାନ ପରମେଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ।
ତୁମ୍ଭମାନେେ ସିୟୋନ ରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପ ରେ ଗୋଟିଏ ବିପଦ ସଂକତେ କରି ପାଟି କର। ସମଗ୍ର ଦେଶବାସୀ ଭୟ ରେ କମ୍ପିତ ହବେ। ସଦାପ୍ରଭୁଙ୍କର ବିଶଷେ ଦିନ ଆସୁଛି। ସହେି ବିଶଷେ ଦିନଟି ଅତି ସନ୍ନିକଟ।
ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।
ସଦାପ୍ରଭୁ ଉଚ୍ଚ ସ୍ବର ରେ ତାଙ୍କର ସୈନ୍ଯବାହିନୀକୁ ଆହ୍ବାନ କରନ୍ତି। ତାଙ୍କର ଶିବୀର ଅତି ବିରାଟ। ସହେି ସୈନ୍ଯଗଣ ତାଙ୍କର ଆଦେଶକୁ ପାଳନ କରନ୍ତି। ସମାନେେ ଅତି ଶକ୍ତିଶାଳୀ। ସଦାପ୍ରଭୁଙ୍କର ସହେି ଦିନଟି ଅତି ମହାନ୍ ଓ ଭୟଙ୍କର। କହେି ତାକୁ ଅଟକାଇ ପାରିବେ ନାହିଁ।
ସଦାପ୍ରଭୁଙ୍କର ସହେି ମହାନ୍ ଓ ଅଦ୍ଭୁତ ଦିନର ଆଗମନ ରେ ସୂର୍ୟ୍ଯ ଅନ୍ଧକାରମଯ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହାଇଯେିବେ।
ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।
ଯେତବେେଳେ ଜଣେ ଲୋକ ମରିବ, ଜଣେ ସମ୍ପକୀଯ ମୃତ ଶରୀରକୁ ନଇେ ଦାହ ଦବୋ ପାଇଁ ଆସିବ। ଏବଂ ସେ ଘର ମଧିଅରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ। ଘର ଭିତ ରେ ଥିବା ଲୋକଟି ଉତ୍ତର କରିବ, ନା,
ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ଯୁକାଳୀନ ସଙ୍ଗୀତ ରେ ପରିଣତ ହବେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଲେ: ସବୁ ସ୍ଥାନ ରେ ମୃତ ଶରୀର ପଡିରହିବ। ନୀରବ ରେ ଲୋକମାନେ ସହେି ଶବଗୁଡିକୁ ନଇେ ଏକ ସ୍ଥାନ ରେ ପକାଇବେ।
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିର ରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହବେ ଓ ସଦାପ୍ରଭୁଙ୍କ ସମ୍ମାନ ଜଣାଇବ।
ସଦାପ୍ରଭୁଙ୍କର ସହେି ବିଶଷେ ଦିବସ ଖୁବ୍ ଶୀଘ୍ର ଆସୁଛି। ସହେିଦିନ ଅତି ସନ୍ନିକଟ। ବିଗ୍ଭରର ସହେି ବିଶଷେ ଦିବସ ରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶଦ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ଯମାନେ ଚିତ୍କାର କରି ଉଠିବେ।
ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।
ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶଷଦେିନ ଆସୁଛି। ତୁମ୍ଭମାନେେ ଯେଉଁ ସମ୍ପତ୍ତି ନଇେଛ ତାହା ତୁମ୍ଭମାନଙ୍କ ମଧିଅରେ ଭାଗ କରାୟିବ।
ସହେିଦିନ ଆସୁଅଛି ୟାହିକି ଉହ୍ନଇେ ପରି ଜଳିବ। ସହେି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦ କାର୍ୟ୍ଯ କରୁଥିବା ଲୋକମାନେ ନଡାପରି ଜଳିଯିବେ। ସହେି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।
ତା'ପରେ ରାଜା ଆଉ କିଛି ଚ଼ାକରଙ୍କୁ ପଠାଇଲେ। ରାଜା ଚ଼ାକରମାନଙ୍କୁ କହିଲେ, ' ଯେଉଁ ମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭମାନେେ ସମାନଙ୍କେୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମାରେ ଉତ୍ତମ ବଳଦ ଓ ମାଟୋ ପଶୁମାନଙ୍କୁ ମରାଯାଇଛି। ସବୁ କିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।'
ଯୀଶୁ ସହେି ଲୋକକୁ କହିଲେ, ଥରେ ଜଣେ ଲୋକ ଗୋଟିଏ ବଡ ରାତ୍ରିଭୋଜିର ବ୍ଯବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ।
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।
ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?
ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।
ତା ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହବେ ଓ ପିତାଙ୍କୁ ଧନ୍ଯବାଦ ଦବେ। ସେ ଯେଉଁ ବିଷୟଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସଗେୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପୟୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅ ରେ ବାସ କରନ୍ତି, ସମାନଙ୍କେ ଲାଗି ସେ ଏହି ବିଷୟଗୁଡ଼ିକ ସୃଷ୍ଟି କରିଛନ୍ତି
କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।
ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।