Home Bibles ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:5 · ଓଡ଼ିଆ ବାଇବେଲ
ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:5 · ଓଡ଼ିଆ ବାଇବେଲ

ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।

Cross references

ମାଥିଉଲିଖିତ ସୁସମାଚାର 5:39

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ କୌଣସି ମନ୍ଦ ଲୋକର ବିରୁଦ୍ଧ ରେ ଠିଆ ହୁଅନାହିଁ। ବରଂ ଯଦି କହେି ତୁମ୍ଭର ଡାହାଣ ଗାଲ ରେ ଗ୍ଭପୁଡାଟିଏ ମା ରେ ତବେେ ତୁମ୍ଭେ ତା ଆଡକୁ ଆର ଗାଲଟି ମଧ୍ଯ ଦେଖଇେ ଦିଅ।

ମାଥିଉଲିଖିତ ସୁସମାଚାର 6:25

ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟ ରେ ଚିନ୍ତ କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ବପୂର୍ଣ୍ଣ।

ମାଥିଉଲିଖିତ ସୁସମାଚାର 6:34

ଆସନ୍ତାକାଲି ପାଇଁ ଚିନ୍ତା କରନାହିଁ, କାରଣ ପ୍ରେତ୍ୟକକ ଦିନର କୌଣସି ନା କୌଣସି ସମସ୍ଯା ଥାଏ। କାଲିର ଚିନ୍ତା କାଲି ପାଇଁ ୟଥେଷ୍ଟ।

ମାଥିଉଲିଖିତ ସୁସମାଚାର 24:48

ଅନ୍ୟ ପକ୍ଷ ରେ ଚ଼ାକରଟି ଯଦି ମନ୍ଦ ଲୋକ ହାଇେଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ।

ଲୂକଲିଖିତ ସୁସମାଚାର 6:29

ଯେଉଁଲୋକ ତୁମ୍ଭର ଗୋଟିଏ ଗାଲ ରେ ଚାପୁଡାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦଖାଇେ ଦିଅ। ଯେଉଁଲୋକ ତୁମ୍ଭର ଜାମାଟି ନଇଯାେଉଛି ତାହାକୁ ତୁମ୍ଭର ଧୋତିବି ନଇୟିବୋକୁ ଦିଅ।

ଲୂକଲିଖିତ ସୁସମାଚାର 12:22

ଯୀଶୁ ପୁଣି ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ'ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କରନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କରନାହିଁ।

ଲୂକଲିଖିତ ସୁସମାଚାର 21:34

ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:7

ତୁମ୍ଭମାନଙ୍କ ଭିତ ରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭମାନେେ ପରାଜିତ ହାଇେ ସାରିଛ। ତା' ଅପେକ୍ଷା ଅନ୍ୟ କହେି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଥିଲେ ଭଲ ହାଇେଥାନ୍ତା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:29

ଭାଇ ଓ ଭଉଣୀମାନେ ! ମାରେ କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହାପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସମାନେେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସମାନଙ୍କେ ପତ୍ନୀ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:13

ଯଦି ମାରେ ମାଂସ ଖାଇବା ଦ୍ବାରା ମାେ ଭାଇ ପାପରେ ପଡ଼ିବ, ତା' ହେଲେ ମୁଁ ଭବିଷ୍ଯତ ରେ ଆଉ ମାଂସ ଖାଇବି ନାହିଁ। ଏପ୍ରକା ରେ ମୁଁ ମାେ ଭାଇର ବିଘ୍ନର କାରଣ ହବେି ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:25

ଖଳେ ରେ ପ୍ରେତ୍ୟକକ ପ୍ରତି ଯୋଗୀକୁ କଠାେର ପ୍ରଶିକ୍ଷଣ ନବୋକୁ ହୁଏ। ସମାନେେ ମୁକୁଟ ପାଇବା ପାଇଁ ଏହା କରନ୍ତି। ଏହି ମୁକୁଟ ଏକ ଜାଗତିକ ଓ କ୍ଷଣକାଳସ୍ଥାଯୀ ବିଷୟ। କିନ୍ତୁ ଆମ୍ଭେ ଅକ୍ଷୟ ମୁକୁଟ ପାଇବା ପାଇଁ ଏପରି କରୁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:2

କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:2

ଯଦି ତୁମ୍ଭମାନେେ ଶୁଣ ଯେ, ପ୍ରଭୁଙ୍କର ସହେି ଦିନଟି ଆସିଗଲାଣି, ତୁମ୍ଭମାନେେ ଚିନ୍ତା ରେ ସହଜ ରେ ବିବ୍ରତ ହାଇେ ଯାଅ ନାହିଁ କି ଭୟ କର ନାହିଁ। କେତଜେଣ ଏହାକୁ କୌଣସି ଭବିଷ୍ଯତ୍ ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତକେ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରିପାରନ୍ତି ଯେ, ଆମ୍ଭମାନଙ୍କ ଦ୍ବାରା ଏହି ପତ୍ର ଲଖାଯାେଇଅଛି।

ତୀତସଙ୍କ ପ୍ରତି ପତ୍ର 3:2

ଅନ୍ୟମାନଙ୍କ ବିଷୟ ରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତି ରେ ରୁହନ୍ତୁ ; ର୍ଧୈୟ୍ଯବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ବାସୀମାନଙ୍କୁ କୁହ।

ଏବ୍ରୀ 10:25

କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍ଭେ ସପରେି ଏକାଠି ମିଳିତ ହବୋ ବନ୍ଦ କରିବା ଉଚିତ୍ ନୁହେଁ। ତା' ପରିବର୍ତେ, ସହେି ଦିନଟି ନିକଟତର ହେଉଛି ଦେଖି ଆମ୍ଭମାନେେ ଏକାଠି ମିଳିତ ହାଇେ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।

ଏବ୍ରୀ 10:37

ଆଜି ଅଳ୍ପ ସମୟରେ,

ଏବ୍ରୀ 13:5

ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :

ଯାକୁବଙ୍କ ପତ୍ 5:8

ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।

ପିତରଙ୍କ ପ୍ରଥମ ପତ୍ 1:11

ଖ୍ରୀଷ୍ଟଙ୍କ ଆତ୍ମା ସହେି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର ରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହବେ ଓ ତା'ପରେ କିପରି ମହିମା ପ୍ରକାଶିତ ହବେ, ସହେି ବିଷୟ ରେ 'ଆତ୍ମା' କଥା କହୁଥିଲେ। ସହେି ଆତ୍ମା ଯାହା ଦଖାେଉଥିଲେ, ସହେି ଭବିଷ୍ଯଦ୍ ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସମାନେେ ଜାଣିବାକୁ ଚେଷ୍ଟା କଲେ ଯେ କେତବେେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତବେେଳେ ଜଗତର ଅବସ୍ଥା କିପରି ହାଇେଥିବ।

ପିତରଙ୍କ ପ୍ରଥମ ପତ୍ 4:7

ସବୁ ବିଷୟ ସମାପ୍ତ ହବୋର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା ରେ ସାହାୟ୍ଯ କରିବ।

ପିତରଙ୍କ ଦିତୀୟ ପତ୍ର 3:8

ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶଷେ କଥା ଭୁଲ ନାହିଁ, ପରମେଶ୍ବରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:7

ଶୁଣ ! ଆମ୍ଭେ ଶୀଘ୍ର ଆସୁଅଛୁ। ଏହି ପୁସ୍ତକରେ ଲଖାେଥିବା ଭବିଷ୍ଯବାଣୀର ବାକ୍ଯଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ଯ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:20

ଯୀଶୁ ହିଁ ଏସବୁ ସତ୍ଯ କହନ୍ତି। ବର୍ତ୍ତମାନ ସେ କହନ୍ତି, ହଁ, ଆମ୍ଭେ ଶୀଘ୍ର ଆସୁଛୁ। ଆମେନ୍। ହେ ପ୍ରଭୁଯୀଶୁ ଆସନ୍ତୁ।

Interlinear

Choose Theme