Home Bibles ପ୍ରଥମ ଶାମୁୟେଲ 16:5 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 16:5 · ଓଡ଼ିଆ ବାଇବେଲ

ଶାମକ୍ସ୍ଟଯଲେ ଉତ୍ତର ଦେଲେ, ହଁ, ମୁ କକ୍ସ୍ଟଶଳ ରେ ଆସିଛି! ମୁ ସଦାପ୍ରଭୁଙ୍କ ଆଗ ରେ ବଳିଦାନ ଦବୋକକ୍ସ୍ଟ ଆସିଅଛି। ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର ଓ ମାେ ସାଙ୍ଗ ରେ ବଳିଦାନ କରିବାକୁ ଆସ। ଶାମକ୍ସ୍ଟଯଲେ ୟିଶୀକି ଓ ତାହାର ପକ୍ସ୍ଟତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।

Cross references

ଯାତ୍ରା ପୁସ୍ତକ 19:10

ଏବଂ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶଷେ ସଭାର ଆଯୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।

ଯାତ୍ରା ପୁସ୍ତକ 19:14

ତେଣୁ ମାଶାେ ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସମାନଙ୍କେର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।

ଲେବୀୟ ପୁସ୍ତକ 20:7

ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ପବିତ୍ର ହୁଅ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଗଣନା ପୁସ୍ତକ 11:8

ଲୋକମାନେ ଏଣେ ତଣେେ ବୁଲି ମାନ୍ନା ସଂଗ୍ରହ କଲେ, ଚକି ରେ ତାକୁ ପଷେିଲେ, କିମ୍ବା କୁଟଣୀ ରେ ତାହା ଚୂର୍ଣ କରି କରଇେ ରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳ ରେ ପକ୍ବ ପିଠାପରି ତା'ର ସ୍ବାଦ ହେଲା।

ଯିହୋଶୂୟ 3:5

ତା'ପରେ ୟିହୋଶୂଯ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବେ।

ଯିହୋଶୂୟ 7:13

ବର୍ତ୍ତମାନ ୟାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କକ୍ସ୍ଟହ, 'ନିଜକକ୍ସ୍ଟ ପବିତ୍ର କାର୍ୟ୍ଯ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି ମୁ ନଷ୍ଟ କରିବା ପାଇଁ କହିଥିବା ଲକ୍ସ୍ଟସ୍ଖନ ଦ୍ରବ୍ଯକକ୍ସ୍ଟ ତୁମ୍ଭମାନେେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତକ୍ସ୍ଟ ନଷ୍ଟ ନ କରିବା ୟାଏଁ ଶତୃମାନଙ୍କ ଉପରେ ଜଯଲାଭ କରିପାରିବ ନାହିଁ।

ପ୍ରଥମ ରାଜାବଳୀ 2:13

ତା'ପରେ ହଗୀତର ପୁତ୍ର ଅଦୋନିଯ ଶଲୋମନଙ୍କର ମାତା ବତ୍ଶବୋ ନିକଟକୁ ଆସିଲେ। ବତ୍ଶବୋ ତାଙ୍କୁ ପଚାରିଲେ, ଶାନ୍ତି ରେ ଆସିଲ ତ?

ପ୍ରଥମ ବଂଶାବଳୀ 12:18

ଅମାସଯ ତିରିଶ ବୀରଙ୍କର ନେତା ଥିଲେ। ଏହାପରେ, ଆତ୍ମା ଅମାସଯଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,

ଦିତୀୟ ବଂଶାବଳୀ 30:17

ଦଳ ରେ ଅନକେ ଲୋକ ଥିଲେ, ଯେଉଁମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସମାନଙ୍କେୁ ନିସ୍ତାରପର୍ବର ମଷେଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହାଇେ ନ ଥିବା ପ୍ରେତ୍ୟକକ ବ୍ଯକ୍ତିର ନିମନ୍ତେ ଲବେୀୟମାନେ ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରିବାର ଦାଯିତ୍ବ ନେଲେ। ଲବେୀୟମାନେ ପ୍ରେତ୍ୟକକ ମଷେଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ।

ଆୟୁବ ପୁସ୍ତକ 1:5

ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶୟ୍ଯା ତ୍ଯାଗ କରି ତା'ର ପ୍ରେତ୍ୟକକ ପୁଅର ମଙ୍ଗଳ ପାଇଁ ପରମେଶ୍ବରଙ୍କ ନିକଟରେ ହାମବେଳି ଅର୍ପଣ କରୁଥିଲା। ସେ ଭାବୁଥିଲା, ମାେ ପିଲାମାନେ ହୁଏତ ହୃଦଯ ରେ ପାପକରି ପରମେଶ୍ବରଙ୍କୁ ଶାପ ଦଇେଥାଇ ପାରନ୍ତି। ଆୟୁବ ପ୍ରେତ୍ୟକକ ଥର ଏପରି କଲେ।

ଗୀତସଂହିତା 26:2

ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର।

ଯୋୟେଲ 2:16

ସବୁ ଲୋକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:28

ପ୍ରେତ୍ୟକକଲୋକ ରୋଟୀ ଖାଇବା ପୂର୍ବରୁ ଓ ପିଆଲାରୁ ପିଇବା ପୂର୍ବରୁ ନିଜ ହୃଦୟକୁ ପରୀକ୍ଷା କରିନବୋ ଦରକାର।

Interlinear

Choose Theme