ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।
Cross references
ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।
ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି ଓ ଅନ୍ଯାଯକାରୀ ନିଶ୍ଚଯ ନୀରବ ରହିବ।
ହଁ, ଏହା ସତ୍ଯ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ। ଜଣେ ପରମେଶ୍ବରଙ୍କୁ ୟୁକ୍ତି ରେ କିପରି ଜିତି ପାରିବ ?
ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ ଏବଂ ଦୁଷ୍ଟ ଲୋକମାନେ କ'ଣ କହିବା କଥା ତାହା ଜାଣନ୍ତି ନାହିଁ।
ତୁମ୍ଭେ ଯାହାସବୁ କରିଅଛ, ଯେତବେେଳେ ମୁଁ ସେସବୁକୁ ସଂ ଶାଧେନ କରି ଦବେି। ସେତବେେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହବେ ଓ ନିଜ ଅପମାନ ହତେୁ ଆଉ କବେେ ଆପଣା ମୁଖ ଫିଟାଇବ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
ରାଜା ତାହାଙ୍କୁ ପଚ଼ାରିଲେ, 'ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନପିନ୍ଧି ଓ ଭିତରକୁ କମେିତି ଆସିଲ?' କିନ୍ତୁ ଲୋକଟି କିଛି କହିଲା ନାହିଁ।
ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସମାନେେ ସଠାରୁେ ଜଣ ଜଣ ହାଇେ ଚାଲି ଗଲେ। ଆଗେ ବୟସ୍କ ଲୋକେ ଓ ତା'ପରେ ଅନ୍ୟମାନେ ଚାଲିଗଲେ। କବଳେ ଯୀଶୁ ଓ ସହେି ସ୍ତ୍ରୀଲୋକଟି ସଠାେରେ ରହିଗଲେ।
ଯୀଶୁ ଉତ୍ତର ଦେଲେ, ତୁମ୍ଭ ବ୍ଯବସ୍ଥା ରେ ଏହା ଲଖାେ ଅଛି, 'ଆମ୍ଭେ କହିଲୁ, ତୁମ୍ଭମାନେେ ଈଶ୍ବରଗଣ।'
ଏସବୁ ଘଟିବା ଦ୍ବାରା ତାହାଙ୍କ ବିଧି ବ୍ଯବସ୍ଥା ରେ ଯାହା ଲଖାେଥିଲା ତାହା ସତ୍ଯ ହେଲା: ' ସମାନେେ ମାେତେ ବିନା କାରଣ ରେ ଘୃଣା କଲେ।'
ପରମେଶ୍ବରଙ୍କ ବିଷୟ ରେ କେତକେ ତଥ୍ଯ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ବରତ୍ବ ତାହାଙ୍କୁ ପରମେଶ୍ବର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସଗେୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରା ଯାଇଛି। ଏଗୁଡ଼ିକ ପରମେଶ୍ବର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହାଇେ ଥାଏ। ସେଥିପାଇଁ ମନ୍ଦ କାର୍ୟ୍ଯ କରିବା ପାଇଁ ଲୋକମାନଙ୍କ ପାଖ ରେ କୌଣସି ବାହାନା ନାହିଁ।
ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭମାନେେ ଅନ୍ୟ ଲୋକଙ୍କର ନ୍ଯାୟବିଚ଼ାର କରି ପାରିବ ତା ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭମାନେେ ନିଜେ ମଧ୍ଯ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ଯାୟ ବିଚ଼ାର କରୁଛ, ହେଲେ ତୁମ୍ଭେ ମଧ୍ଯ ସମାନଙ୍କେ ପରି ମନ୍ଦ କାମ କରୁଛ। ଅତଏବ ଯେତବେେଳେ ତୁମ୍ଭେ ସମାନଙ୍କେର ନ୍ଯାୟବିଚ଼ାର କରୁଛ, ସେତବେେଳେ ପ୍ରକୃତ ରେ ନିଜକୁ ଅପରାଧୀ ବୋଲି ନ୍ଯାୟ ବିଗ୍ଭର କରୁଛ।
ଯେଉଁ ଲୋକମାନେ ବ୍ଯବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ଯବସ୍ଥା ବିଷୟ ରେ ଶୁଣି ନାହାଁନ୍ତି, ପାପ କର୍ମ କଲା ବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ଯବସ୍ଥା ଜାଣି ନାହାଁନ୍ତି ଓ ପାପ କରୁଛନ୍ତି, ସମାନେେ ନଷ୍ଟ ହାଇେ ଯିବେ ଓ ସହେି ପରି, ଯେଉଁମାନେ ବ୍ଯବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ଯବସ୍ଥା ଅନୁସାରେ ସମାନଙ୍କେର ନ୍ଯାୟବିଚ଼ାର ହବେ।
ହଁ ଯିହୂଦୀମାନଙ୍କଠା ରେ ଅନକେ କିଛି ବିଶଷେ ବିଷୟ ଅଛି। ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ଏହି ଯେ, ସମାନଙ୍କେୁ ସର୍ବପ୍ରଥମେ ପରମେଶ୍ବର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।
କବେେ ନୁହେଁ। ଯଦି ପ୍ରେତ୍ୟକକ ଲୋକ ଅସତ୍ ହୁଅନ୍ତି, ତବେେ ମଧ୍ଯ ପରମେଶ୍ବର ସତ୍ଯ ହାଇେ ରହିବେ। ଶାସ୍ତ୍ର ରେ ଲଖାେ ଅଛି ଯେ:
ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସମାନେେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ।
ସମସ୍ତେ ପାପ କରିଛନ୍ତି ଓ ପରମେଶ୍ବରଙ୍କ ମହିମା ପାଇବା ରେ ଉଣା ପଡ଼ିଛନ୍ତି।