Home Bibles ☰ Books ଯିହିଜିକଲ 7:10 · ଓଡ଼ିଆ ବାଇବେଲ
ଯିହିଜିକଲ 7:10 · ଓଡ଼ିଆ ବାଇବେଲ

ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।

Cross references

ଗଣନା ପୁସ୍ତକ 17:8

ଏହାପରେ ଆରଦିନ ମାଶାେ ସାକ୍ଷ୍ଯ ତମ୍ବୁ ରେ ପ୍ରବେଶ କରି ସାକ୍ଷ୍ଯ ସିନ୍ଦୁକ ଦେଖିଲେ, ଲବେୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡି ଅଙ୍କୁରିତ ହାଇେଅଛ, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ବ ବାଦାମ ଫଳିଲା।

ଗୀତସଂହିତା 89:32

ତବେେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସମାନଙ୍କେ ଅପରାଧ ଓ ପ୍ରହାର ଦ୍ବାରା ସମାନଙ୍କେୁ କଠାେର ଦଣ୍ଡ ଦବୋ,

ହିତୋପଦେଶ 14:3

ଅଜ୍ଞାନର କଥା ସର୍ବଦା ସମସ୍ଯା ଆଣେ। କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ।

ହିତୋପଦେଶ 16:18

ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

ଯିଶାଇୟ 10:5

ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।

ଯିଶାଇୟ 21:12

ପ୍ରହରି ଉତ୍ତର କଲା, ପ୍ରଭାତ ଆସୁଅଛି, ମାତ୍ର ତା'ପ ରେ ରାତ୍ରି ଆସିବ। ଯଦି ତୁମ୍ଭମାନଙ୍କର କିଛି ପଚାରିବାର ଅଛି, ତବେେ ତୁମ୍ଭମାନେେ ଫରେିଆସ ଓ ପଚାର।'

ଯିଶାଇୟ 28:1

ଶମରିଯାକୁ ଚାହଁ ! ଇଫ୍ରଯିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପ ରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସହେି ନଗରୀକୁ ଶମରିଯାମାନେ ରମଣୀଯ ପୁଷ୍କର ମୁକୁଟ' ସଦୃଶ, ମାତ୍ର ସହେି ଭୂଷଣ ସ୍ବରୂପ ସୁନ୍ଦର ପୁଷ୍ପ ମ୍ଲାନ ହବେ।

ଯିହିଜିକଲ 7:6

ଅନ୍ତିମ କାଳ ଆସୁଅଛି, ୟବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା'ର ବାଟରେ ଆସୁଅଛି।

ଯିହିଜିକଲ 12:23

ଏଣୁ ସହେି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସମାନଙ୍କେର ପ୍ରଭୁ କହନ୍ତି। ଆମ୍ଭେ ସହେି ପ୍ରବାଦ ବନ୍ଦ କରିବା ଓ ଏହା ଇଶ୍ରାୟେଲର ଲୋକମାନଙ୍କ ଦ୍ବାରା ବ୍ଯବହାର ହବେ ନାହିଁ। କିନ୍ତୁ ସମାନେେ କହିବେ, ପ୍ରେତ୍ୟକକ ଦର୍ଶନ ସଫଳତା ସନ୍ନିକଟ ହବୋର ସମୟ ପାଖଇେ ଆସୁଅଛି।

ଯିହିଜିକଲ 19:14

ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହାଇେ ସହେି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।' ଏହା ବିଳାପର ବିଷଯ ଅଟେ ଓ ବିଳାପଜନକ ହବେ।

ଯିହିଜିକଲ 21:10

ହତ୍ଯା ନିମନ୍ତେ ତାହା ଶାଣିତ ହାଇେଅଛି, ତାହା ମଧ୍ଯ ମାର୍ଜିତ ହାଇେ ବିଜୁଳି ପରି ଚକ୍ ଚକ୍ କରୁଛି, ' ମାରେ ପୁତ୍ର ତୁମ୍ଭେ ଏହି ଛଡ ସକାେଶ ଖୁସି ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।

ଯିହିଜିକଲ 21:13

ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ଯାଖ୍ଯାନ କରିବା ପ ରେ ଆଉ କ'ଣ ବାକି ରହିଲା ?' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିହିଜିକଲ 30:3

କାରଣ ସଦେିନ ନିକଟବର୍ତ୍ତୀ, ହଁ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସଦେିନ ମଘାେଚ୍ଛନ୍ନ ଦିନ। ତାହା ରାଷ୍ଟ୍ରମାନଙ୍କ ପାଇଁ କାଳ ହବେ।

Interlinear

Choose Theme