ପରମେଶ୍ବର କହନ୍ତି, ୟୁଦ୍ଧ ବନ୍ଦ କର, ମନରେଖ ମୁଁ ହେଉଛି ପରମେଶ୍ବର। ମୁଁ ରାଜ୍ଯମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିଯନ୍ତ୍ରଣ କଲେ।
Cross references
ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସେ ସମସ୍ତ ୈସନ୍ଯମାନଙ୍କୁ ଭୟ କରନାହିଁ। ସମାନଙ୍କେୁ ପରାସ୍ତ କରିବା ପାଇଁ ମୁ ତୁମ୍ଭକୁ ସହାୟ ହବେି। ଆସନ୍ତା କାଲି ଏହି ସମୟରେ ତୁମ୍ଭମାନେେ ସମାନଙ୍କେୁ ହତ୍ଯା କରିବ। ତୁମ୍ଭମାନେେ ସମାନଙ୍କେର ଘୋଡାମାନଙ୍କୁ େଛାଟା କରି ଦବେ ଓ ରଥଗୁଡିକୁ ପୋଡି଼ ଦବେ।
ଯିହାଶୂେୟ ଏହିପରି କଲେ, ସଦାପ୍ରଭୁ ତାଙ୍କୁ ଯେପରି କରିବାକୁ କହିଥିଲେ। ସେ ଘୋଡାମାନଙ୍କୁ େଛାଟାକରି ଦେଲେ ଓ ରଥଗକ୍ସ୍ଟଡିକ ପୋଡି଼ ଦେଲେ।
ବୀରମାନଙ୍କର ସମସ୍ତ ଧନକ୍ସ୍ଟ ଭଙ୍ଗା ୟାଇଅଛି ଓ ଝକ୍ସ୍ଟଣ୍ଟିପଡକ୍ସ୍ଟଥିବା ଦୁର୍ବଳ ଲୋକମାନେ ବଳଶାଳୀ ହାଇେଛନ୍ତି।
ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।
ସନ୍ଧ୍ଯାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିଯ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଗଲେ ଓ କହିଲେ, ହେ ସଦାପ୍ରଭୁ, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର ଓ ମୁଁ ଯେ ତୁମ୍ଭର ସବେକ ଏବଂ ମୁଁ ଯେ ତୁମ୍ଭ ବାକ୍ଯ ଅନୁସାରେ ଏହିସବୁ କାର୍ୟ୍ଯ କରିଅଛି।
ଇଶ୍ରାୟେଲର ରାଜା ସମାନଙ୍କେ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀଯମାନେ ପାନ ଓ ଭୋଜନ କଲାପରେ ସେ ସମାନଙ୍କେୁ ନିଜ ନିଜ ଘରକୁ ଫରେି ୟିବାକୁ ବିଦାଯ ଦେଲେ। ଅରାମର ସୈନ୍ଯମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫରେିଗଲେ। ଏହାପରେ ଅରାମର ସୈନ୍ଯଦଳ ଆଉ କବେେ ଇଶ୍ରାୟେଲକୁ ୟୁଦ୍ଧ ରେ ଆକ୍ରମଣ କରିବାକୁ ଆସିଲେ ନାହିଁ।
ଆଉ ମଧ୍ଯ ମାରେ ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀଯମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସମାନଙ୍କେର ଦବେତାଗଣ ସମାନଙ୍କେୁ ଉଦ୍ଧାର କରି ପାରିଲେ ନାହିଁ?
ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।
ହେ ସଦାପ୍ରଭୁ ତୁମ୍ଭର ଶକ୍ତିର ବିଜଯ ଗୀତ ଚାରିଆଡ଼େ ଗୁଞ୍ଜରିତ ହେଉ। ଆମ୍ଭେ ସହେି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ଯ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଚାରିଆଡ଼େ ପ୍ରଚାର କରିବୁ।
କିନ୍ତୁ ସମାନଙ୍କେର ଧନୁ ଭାଙ୍ଗିୟିବ। ସମାନଙ୍କେର ଖଣ୍ଡା ସମାନଙ୍କେର ନିଜ ହୃଦଯରେ ପ୍ରବେଶ କରିବ।
ପରମେଶ୍ବର, ସ୍ବର୍ଗ ଉପରେ ଜାଗି ଉଠ। ସମୁଦାଯ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
ଏହାପରେ ସମାନେେ ଜାଣିବେ ୟେ ୟାହାର ନାମ ୟି ହାବୋ, ତୁମ୍ଭେ ପ୍ରକୃତରେ, ସମୁଦାଯ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ବର ଅଟ।
ତୁମ୍ଭମାନେେ ଜାଣ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମଷେ।
ତାପ ରେ ପରମେଶ୍ବର ସମଗ୍ର ମାନବ ଗୋଷ୍ଠୀର ବିଚାରକ ହବେେ। ଅନକେ ଗୋଷ୍ଠୀ ବିଷଯ ରେ ପରମେଶ୍ବର ଶଷେ ନିଷ୍ପତ୍ତି ଦବେେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ବ୍ଯବହାର କରିବେ ନାହିଁ। ସମାନେେ ଖଡ୍ଗ ରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛା ରେ ଦାଆ ତିଆରି କରିବେ। ସମାନେେ ଅନ୍ୟ ବିରୁଦ୍ଧ ରେ ଆଉ ୟୁଦ୍ଧ କରିବେ ନାହିଁ। ସମାନେେ କବେେ ଆଉ ୟୁଦ୍ଧ ପାଇଁ ତାଲିମ ନବେେ ନାହିଁ।
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।
ସେତବେେଳେ ଲୋକମାନେ ଗର୍ବିତ ହବୋରୁ ନିବୃତ୍ତ ହବେେ। ସହେି ଗର୍ବିତ ମାନବ ନମ୍ର ହବେେ ଏବଂ କବଳେ ସହେିଦିନ ରେ ସଦାପ୍ରଭୁ ଉଚ୍ଚ ରେ ରହିବେ।
ସଦାପ୍ରଭୁ ସର୍ବ ଶକ୍ତିମାନ ଉତ୍ତମ ବିଚାର କରିଲବ ଏବଂସଲାକମାଲନସସ ମହାନ୍ସବାଲି ଜାଣିବଲ। ପବିତ୍ର ପରଲମଶ୍ବର ଧାର୍ମିକତା ଆଣିଲବ ଓସଲାକମାଲନ ତାଙ୍କୁ ଭକ୍ତି କରିଲବ।
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଏଲମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।
ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ଫଳ ରେ ତାହାର ସହାୟକମାନେ ବିନଷ୍ଟ ହବେେ। ସେତବେେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି।
ତା'ପ ରେ ଅନକେ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ବର ବିଗ୍ଭରକ ହବେେ ଓ ଦୂରଦେଶୀଯ ଅନକେ ଲୋକମାନଙ୍କୁ ତାଙ୍କର ଶଷେ ନିଷ୍ପତ୍ତି ଜଣାଇବେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ତ୍ଯାଗ କରିବେ। ସମାନେେ ସମାନଙ୍କେର ଖଡ୍ଗ ରେ ଲଙ୍ଗଳ ତିଆରି କରିବେ ଏବଂ ବର୍ଛାକୁ ଭାଙ୍ଗି ଶସ୍ଯ କାଟିବାକୁ ଦାଆ ନିର୍ମାଣ କରିବେ। ଲୋକମାନେ ଅନ୍ୟ ସହିତ ୟୁଦ୍ଧ କରିବା ବନ୍ଦ କରିବେ। ଆଉ ୟୁଦ୍ଧ ପାଇଁ ତାଲିମ ମଧ୍ଯ କବେେ ନବେେ ନାହିଁ।
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିର ରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହବେ ଓ ସଦାପ୍ରଭୁଙ୍କ ସମ୍ମାନ ଜଣାଇବ।
ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :