ଦୁଇଟି ପୁତ୍ର ଜନ୍ମ ହବୋ ପୂର୍ବରୁ ଓ ସମାନେେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ବର ରିବିକାକୁ କହିଥୀଲେ, ବଡ ପୁତ୍ରଟି ସାନଟିର ସବୋକରିବ।
Cross references
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହଲିେ ଓ ପାପରୁ ହିଁ ମାରେ ମା ମାେତେ ଗର୍ଭରେ ଧାରଣ କଲା।
ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।
ଏହା ମାରେ ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦବୋ ପାଇଁ ମାରେ ଶକ୍ତି ପ୍ରଯୋଗ କରିବି।'
ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।
ସମଗ୍ର ବାବିଲ କମ୍ପିତ ଓ ବଦନୋଗ୍ରସ୍ତ ହେଉଅଛି। କାରଣ ତାକୁ ଧ୍ବସ୍ତ ବିଧ୍ବସ୍ତ ଓ ଜନଶୂନ୍ଯ କରିବାକୁ ତାହା ବିରୁଦ୍ଧ ରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
ଶାସ୍ତ୍ର ରେ ଲଖାେ ଅଛି, ମୁଁ ତୁମ୍ଭକୁ (ଅବ୍ରାହାମ) ଅନକେ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି। ପରମେଶ୍ବରଙ୍କ ଆଗ ରେ ଏହା ସତ୍ଯ ଅଟେ। ଅବ୍ରାହାମ ଯେଉଁ ପରମେଶ୍ବରଙ୍କୁ ବିଶ୍ବାସ କରିଥିଲେ, ସହେି ପରମେଶ୍ବର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ଯାପି ଘଟି ନାହିଁ ସଗେୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
ଆମ୍ଭେ ଜାଣୁ ଯେ, ଯେଉଁ ମାନେ ତାହାଙ୍କୁ ପ୍ ରମେ କରନ୍ତି ସମାନଙ୍କେ ପାଇଁ ପରମେଶ୍ବର ପ୍ରତକେ ବିଷୟ ରେ ମଙ୍ଗଳ ଜନ୍ମାନ୍ତି।ପରମେଶ୍ବର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହାହିଁ ତାଙ୍କର ଯୋଜନା ଥିଲା।
ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
ଖ୍ରୀଷ୍ଟଙ୍କଠା ରେ, ଜଗତର ସୃଷ୍ଟି ପୂର୍ବରୁ ପରମେଶ୍ବର ଆମ୍ଭକୁ ତାହାଙ୍କ ସମ୍ମୁଖ ରେ ପବିତ୍ର ଓ ନିର୍ଦ୍ ଦୋଷ ହବୋ ପାଇଁ ଆଦର ରେ ବାଛି ଥିଲେ।
ପରମେଶ୍ବର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ବାରା ତାହାଙ୍କର ନିଗୂଢ଼ତତ୍ତ୍ବ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ବର ଏହା ଚାହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ବାରା କରିବା ପାଇଁ ଯୋଜନା କରିଥିଲେ।
ଅତୀତ ରେ ଆମ୍ଭେ ସମସ୍ତେ ସହେିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବା ରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦହେ ଚାହୁଁଥିଲା ଓ ମନ ଭାବୁଥିଲା, ସହେି କାର୍ୟ୍ଯ କରୁଥିଲୁ। ଆମ୍ଭେ ମନ୍ ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭମାନେେ ଅନ୍ୟମାନଙ୍କ ପରି ପରମେଶ୍ବରଙ୍କ କୋର୍ଧର ପାତ୍ର ହାଇେ ଦଣ୍ଡ ଭୋଗ କରିଥାନ୍ତୁ।
ତୁମ୍ଭେ ନିଜ କର୍ମ ଦ୍ବାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ।
ସମୟର ପ୍ରାରମ୍ଭରୁ ପରମେଶ୍ବରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମଳେ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବର ଏହା ସମ୍ପନ୍ନ କଲେ।
ଭାଇ ଓ ଭଉଣୀମାନେ! ପରମେଶ୍ବର ତୁମ୍ଭକୁ ପ୍ ରମେ କରନ୍ତି। ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି।
ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ବାସନା ଦଲେୁ ଏବଂ ପରମେଶ୍ବରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ବର ତୁମ୍ଭମାନଙ୍କୁ ନିଜ ରାଜ୍ଯ ଓ ମହିମା ପ୍ରାପ୍ତ କରିବା ପାଇଁ ଡ଼ାକୁଛନ୍ତି।
ଭାଇ ଓ ଭଉଣୀମାନେ ! ପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦବୋ ଉଚିତ। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ଯ ରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ଯୋଗୁଁ ତୁମ୍ଭମାନେେ ଉଦ୍ଧାର ପାଇଛ।
ପରମେଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ ରେ ତାହା ହାଇେ ନାହିଁ। ବରଂ ପରମେଶ୍ବର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସହେି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ଆମ୍ଭକୁ ଅନାଦି କାଳରୁ ମିଳିଛି।
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ବର ସବୁ ଠିକ୍ କରି ଦବେେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସଇେ ପରମେଶ୍ବର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ମହିମା ରେ ଅଂଶୀଦାର ହବୋ ଲାଗି ସେ ତୁମ୍ଭକୁ ଡ଼ାକି ଅଛନ୍ତି। ସହେି ମହିମା ଅନନ୍ତ କାଳ ଧରି ରହିବ।
ମାେ ଭାଇ ଭଉଣୀମାନେ, ପରମେଶ୍ବର ତୁମ୍ଭକୁ ଡ଼ାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ବରଙ୍କ ଦ୍ବାରା ଡ଼କା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ୟ୍ଯ କଲେ ତୁମ୍ଭେ କବେେ ହେଲେ ଝୁଣ୍ଟିବ ନାହିଁ।
ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।