ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
Cross references
ଦୁଇଟି ପୁତ୍ର ଜନ୍ମ ହବୋ ପୂର୍ବରୁ ଓ ସମାନେେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ବର ରିବିକାକୁ କହିଥୀଲେ, ବଡ ପୁତ୍ରଟି ସାନଟିର ସବୋକରିବ।
ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:
ଯଦି ପରମେଶ୍ବର ଅନୁଗ୍ରହ ହତେୁ ସମାନଙ୍କେୁ ମନୋନୀତ କରିଛନ୍ତି, ତା' ହେଲେ ଲୋକମାନେ ନିଜେ କରିଥିବା କାର୍ୟ୍ଯ ହତେୁ ପରମେଶ୍ବରଙ୍କ ଲୋକ ହଇେ ନାହାଁନ୍ତି। ଯଦି କାର୍ୟ୍ଯ ଦ୍ବାରା ତାହା ହଇେଥାନ୍ତା ତବେେ ଅନୁଗ୍ରହର କ'ଣ ବା ଅର୍ଥ ହବେ? ତା' ହେଲେ କଣ ହେଲା?
ଯିହୂଦୀମାନେ ସୁସମାଚ୍ଭାର ଗ୍ରହଣ କରୁ ନ ଥିବାରୁ, ପରମେଶ୍ବରଙ୍କ ଶତୃ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ଯ ପରମେଶ୍ବରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦଇେଥିବା ପ୍ରତିଜ୍ଞା ହତେୁ, ପରମେଶ୍ବର ସମାନଙ୍କେୁ ଖୁବ ଭଲ ପାଆନ୍ତି।
ସେ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିଲେ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା।