ସମଗ୍ର ବାବିଲ କମ୍ପିତ ଓ ବଦନୋଗ୍ରସ୍ତ ହେଉଅଛି। କାରଣ ତାକୁ ଧ୍ବସ୍ତ ବିଧ୍ବସ୍ତ ଓ ଜନଶୂନ୍ଯ କରିବାକୁ ତାହା ବିରୁଦ୍ଧ ରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
Cross references
ସଦାପ୍ରଭୁଙ୍କ କୋରଧ ରେ ଆକାଶମଣ୍ଡଳ କମ୍ପିତ ହବେ ଓ ଦିବସ ରେ ପୃଥିବୀ ସ୍ଥାନଚ୍ଯୁତ ହବେ।'
ବାବିଲୋନୀଯମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ଯ ସବୁ ରାଜ୍ଯମାନଙ୍କ ମଧିଅରେ ଅଧିକ ସୌନ୍ଦର୍ୟ୍ଯଶାଳୀ।
ଲୋକମାନେ ତୁମ୍ଭକୁ ଚାହିଁବେ ଓ ତୁମ୍ଭ ବିଷଯ ରେ ଚିନ୍ତା କରିବେ। ସମାନେେ ଦେଖିବେ ତୁମ୍ଭମାନେେ ମୃତ ସଦୃଶ ପଡ଼ି ରହୁଛ। ଏବଂ କହିବେ, ଏହା କ'ଣ ? ସମାନେେ ସହେି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ଯର ଦୁଃଖର କାରଣ ହାଇେଥିଲେ।
ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, ମୁଁ ମନୁଷ୍ଯର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶଯ ରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦବେି।'
ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ୟାଇଛି ଓ ସହେି ଭାର ରେ ତାହାର ପତନ ଘଟିବ। ପୃଥିବୀ ଗୋଟିଏ ମଦ୍ଯପ ପରି ପଡ଼ିବ ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ। ଏହା ଆଉ ତିଷ୍ଠିବ ନାହିଁ।
ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।
ଆଗୋ ବାବିଲର ଅନୁଢ଼ା କନ୍ଯ, ତଳକୁ ଓହ୍ଲାଇ ଆସି ଧୂଳି ରେ ବସ ; ଆଗୋ କଲଦୀଯର କନ୍ଯ, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭମାନେେ ଆଉ କୋମଳ ଓ କୁଆଁରୀକନ୍ଯା ବୋଲି ଖ୍ଯାତ ହାଇବେ ନାହିଁ।
ଦାନ୍ ନଗରଠାରୁ ତାହାର ଅଶ୍ବଗଣର ନାସିକା ଧ୍ବନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ବଗଣର ହିଁ ହିଁ ଶବ୍ଦ ରେ ସମୁଦାଯ ଦେଶ କିତ ହେଉଅଛି। କାରଣ ସମାନେେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ଯସ୍ଥିତ ସକଳ ନଗର ଓ ତଦନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।
ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।
ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହବେେ ଓ ସମ୍ପୂର୍ଣ୍ଣ ଧ୍ବଂସ ସ୍ଥାନ ରେ ପରିଣତ ହବେ। ଯେଉଁ ଲୋକ ବାବିଲ ନିକଟ ଦଇେ ୟିବ, ସେ ବିସ୍ମିତ ହବେ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।
ଗଣକମାନେ ଖଡ୍ଗ ରେ ବଧ ହବେ, ସମାନେେ କଡ଼େେ ନିର୍ବୋଧ ତାହା ଦଖାଇବୋ ପାଇଁ ଖଡ୍ଗ ସୈନ୍ଯମାନଙ୍କୁ ବନାଶ କରିବ, ଫଳ ରେ ସମାନେେ ଭୟଭୀତ ହବେେ।
ବାବିଲ ଆଉ କବେେ ଜନବସତି ଯୋଗ୍ଯ ହବେ ନାହିଁ। ବନ୍ଯପଶୁ, କନ୍ଦେୁଆମାନେ ସଠାେ ରେ ବାସ କରିବେ। ଓଟପକ୍ଷୀମାନେ ବିଶ୍ରାମ କରିବେ। ତାହା ପୁରୁଷାନୁକ୍ରମେ ବସତି ଯୋଗ୍ଯ ହବେ ନାହିଁ।
ଆଉ ବାବିଲର ରାଜା ସମାନଙ୍କେ ବିଷଯ ରେ ଶୁଣିଲେ ଓ ଭୟଭୀତ ହାଇପେଡ଼ିଲେ। ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଚାଲିଲା ନାହିଁ ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ଯ ବଦନୋ ଓ ୟନ୍ତ୍ରଣା ଅନୁଭବ କଲେ।
ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ କଲଦୀଯମାନଙ୍କ ବିପକ୍ଷ ରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ। ଲୋକମାନେ ସମାନଙ୍କେ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ସମାନଙ୍କେର ଚରାଭୂମି ଓ ନିବାସସ୍ଥାନ ଶୂନ୍ଯ ହାଇଯେିବ।
ତୁମ୍ଭମାନେ ବାଣ ତୀକ୍ଷ୍ଣ କର, ଦୃଢ଼କରି ଢ଼ାଲ ଧର। ସଦାପ୍ରଭୁ ମାଦିଯ ରାଜଗଣର ମନ ଉତ୍ତଜେିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେ ହତେୁ ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ବଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶାଧେ ସ୍ବରୂପ ତାକୁ ଦଣ୍ଡ ଦବେେ।
ବାବିଲର ପ୍ରାଚୀର ବିରୁଦ୍ଧ ରେ ଧ୍ବଜା ସ୍ଥାପନ କର। ଅଧିକ ପ୍ରହରୀଗଣ, ରକ୍ଷକ ଦଳ ଯଥା ସ୍ଥାନ ରେ ନିୟୁକ୍ତ କର। ଗୋପନ ସ୍ଥାନ ରେ ସୈନ୍ଯ ରଖ, କାରଣ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯାହା କରିବାକୁ ଯୋଜନା କରିଛନ୍ତି, ତାହା ସେ ନିଶ୍ଚଯ ସଫଳ କରିବେ।
ଲୋକମାନେ କଣ ପଥର କିଅବା ମୂଳଦୁଆ ସ୍ଥାପନ ପାଇଁ ତୁମ୍ଭଠାରୁ ପ୍ରସ୍ତର ନବେେ ନାହିଁ। କାରଣ ସଦାପ୍ରଭୁ କହନ୍ତି ତୁମ୍ଭେ ଚିରକାଳ ଧ୍ବଂସସ୍ଥାନ ହାଇରହେିବ।
ତା'ପ ରେ ବାବିଲ ଏକ ଧ୍ବଂସ ସ୍ତୁପ ରେ ପରିଣତ ହବେ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହବେ। ଲୋକମାନେ ଏହା ଦେଖି ଆତଙ୍କିତ ହବେେ ଏବଂ ଯେତବେେଳେ ସମାନେେ ଏହା ଦେଖିବେ 'ହିସ୍' ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହବେ।
ବାବିଲର ନଗରସବୁ ଧ୍ବଂସ ସ୍ଥାନ, ଶୁଷ୍କଭୂମି ଓ ପ୍ରାନ୍ତର ହବେ। ତା' ମଧିଅରେ କୌଣସି ଲୋକ ବାସ କରିବେ ନାହିଁ। କିଅବା ତା' ମଧ୍ଯଦଇେ କୌଣସି ମନୁଷ୍ଯ ସନ୍ତାନ ଗମନା ଗମନ କରିବେ ନାହିଁ।
ଆଉ କହିବ, ' ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷଯ ରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧିଅରେ ମନୁଷ୍ଯ କି ପଶୁ କହେି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ବଂସ ସ୍ଥାନ ହାଇେ ରହିବ।
ସମାନଙ୍କେ ସମ୍ମୁଖ ରେ ପୃଥିବୀ ଓ ଆକାଶ ଥରିଉେଠ। ସୂର୍ୟ୍ଯ ଚନ୍ଦ୍ର ଅନ୍ଧକାରମଯ ହୁଅନ୍ତି। ତାରକାଗଣ ନିଜର ତଜେ ହରାନ୍ତି।
ସହେି ୟୋଗୁ ସମଗ୍ରଦେଶ ଥରିବ। ସହେି ରାଜ୍ଯ ରେ ବାସ କରୁଥିବା ପ୍ରେତ୍ୟକକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉତ୍ଥାନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହବେ।
ସେ ଦୂତ ବହୁତ ଉଚ୍ଚ ସ୍ବର ରେ ପାଟିକରି କହିଲେ :
ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସହେି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ :