Home Bibles ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:9 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:9 · ଓଡ଼ିଆ ବାଇବେଲ

ପରମେଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ ରେ ତାହା ହାଇେ ନାହିଁ। ବରଂ ପରମେଶ୍ବର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସହେି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ଆମ୍ଭକୁ ଅନାଦି କାଳରୁ ମିଳିଛି।

Cross references

ଦିତୀୟ ବିବରଣ 7:7

କାରଣ ତୁମ୍ଭମାନେେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ଯକ, ତାହା ନକ୍ସ୍ଟହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କଲେ ଓ ମନୋନୀତ କଲେ। କାରଣ ତୁମ୍ଭମାନେେ ସମସ୍ତ ଲୋକ ଅପେକ୍ଷା ସବୁଠକ୍ସ୍ଟ କମ୍ ଥିଲ।

ଯିଶାଇୟ 14:26

ଏହା ମାରେ ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦବୋ ପାଇଁ ମାରେ ଶକ୍ତି ପ୍ରଯୋଗ କରିବି।'

ମାଥିଉଲିଖିତ ସୁସମାଚାର 1:21

ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।

ମାଥିଉଲିଖିତ ସୁସମାଚାର 11:25

ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

ଲୂକଲିଖିତ ସୁସମାଚାର 10:21

ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।

ଯୋହନଲିଖିତ ସୁସମାଚାର 6:37

ମାରେ ପରମପିତା ମାେତେ ମାେ ଲୋକମାନଙ୍କୁ ଦଇେଛନ୍ତି। ସମାନେେ ପ୍ରେତ୍ୟକକ ମାେ ପାଖକୁ ଆସିବେ। ମୁଁ ସର୍ବଦା ମାେ ପାଖକୁ ଆସୁଥିବା ପ୍ରେତ୍ୟକକଙ୍କୁ ଗ୍ରହଣ କରିବି।

ଯୋହନଲିଖିତ ସୁସମାଚାର 10:28

ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 17:9

ମୁଁ ସମାନଙ୍କେ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସହେିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମାେତେ ଦଇେଥିଲ। କାରଣ ସମାନେେ ତୁମ୍ଭର ଅଟନ୍ତି।

ଯୋହନଲିଖିତ ସୁସମାଚାର 17:24

ହେ ପରମପିତା, ତୁମ୍ଭେ ମାେତେ ଯେଉଁ ଲୋକମାନଙ୍କୁ ଦଇେଛ, ମୁଁ ଗ୍ଭ ହେ, ମୁଁ ଥିବା ପ୍ରେତ୍ୟକକ ସ୍ଥାନ ରେ ସମାନେେ ମାେ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସମାନେେ ମାରେ ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମାେତେ ଦଇେଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହବୋ ପୂର୍ବରୁ ମାେତେ ପ୍ ରମେ କଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:47

ବିଶ୍ବସୀମାନେ ଇଶ୍ବଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସମାନଙ୍କେୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ବାସୀମାନଙ୍କ ଦଳ ରେ ସଂୟୁକ୍ତ କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:18

ଏହା ୟୁଗ ଆରମ୍ଭରୁ ଜଣାଅଛି।' ଆମାଷେ 9:11-12

ରୋମୀୟଙ୍କ ପ୍ରତି ପତ୍ର 3:20

ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।

ରୋମୀୟଙ୍କ ପ୍ରତି ପତ୍ର 8:28

ଆମ୍ଭେ ଜାଣୁ ଯେ, ଯେଉଁ ମାନେ ତାହାଙ୍କୁ ପ୍ ରମେ କରନ୍ତି ସମାନଙ୍କେ ପାଇଁ ପରମେଶ୍ବର ପ୍ରତକେ ବିଷୟ ରେ ମଙ୍ଗଳ ଜନ୍ମାନ୍ତି।ପରମେଶ୍ବର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହାହିଁ ତାଙ୍କର ଯୋଜନା ଥିଲା।

ରୋମୀୟଙ୍କ ପ୍ରତି ପତ୍ର 9:11

ଦୁଇଟି ପୁତ୍ର ଜନ୍ମ ହବୋ ପୂର୍ବରୁ ଓ ସମାନେେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ବର ରିବିକାକୁ କହିଥୀଲେ, ବଡ ପୁତ୍ରଟି ସାନଟିର ସବୋକରିବ।

ରୋମୀୟଙ୍କ ପ୍ରତି ପତ୍ର 9:24

ସମାନଙ୍କେୁ ତାହାଙ୍କ ମହିମା ଦବୋ ପାଇଁ ପ୍ରସ୍ତୁତ କଲେ।

ରୋମୀୟଙ୍କ ପ୍ରତି ପତ୍ର 11:5

ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 16:25

ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:18

ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:21

ସେଥିପାଇଁ ମନୁଷ୍ଯମାନଙ୍କ ପାଇଁ ତୁମ୍ଭମାନେେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର।

ଏଫିସୀୟଙ୍କ ପ୍ରତି ପତ୍ର 1:3

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 1:9

ପରମେଶ୍ବର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ବାରା ତାହାଙ୍କର ନିଗୂଢ଼ତତ୍ତ୍ବ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ବର ଏହା ଚାହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ବାରା କରିବା ପାଇଁ ଯୋଜନା କରିଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 1:11

ପରମେଶ୍ବର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କର ଲୋକ ହବୋ ପାଇଁ ବାଛିଲେ। ଏକଥା ସେ ନିଜ ଇଚ୍ଛାନୁସା ରେ ଅନାଦି କାଳରୁ ଠିକ୍ କରି ରଖିଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 2:5

ସେ ସମୟରେ ଆମ୍ଭେ ପରମେଶ୍ବରଙ୍କ ଇଚ୍ଛା ବିରୁଦ୍ଧ ରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ହତେୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ।

ଏଫିସୀୟଙ୍କ ପ୍ରତି ପତ୍ର 2:8

ତୁମ୍ଭେ ସହେି ଅନୁଗ୍ରହ ତୁମ୍ଭର ବିଶ୍ବାସ ବଳ ରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ବରଙ୍କ ଦାନ।

ଏଫିସୀୟଙ୍କ ପ୍ରତି ପତ୍ର 3:11

ସମୟର ପ୍ରାରମ୍ଭରୁ ପରମେଶ୍ବରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମଳେ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବର ଏହା ସମ୍ପନ୍ନ କଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:7

ପରମେଶ୍ବର ଆମ୍ଭକୁ ପବିତ୍ର ହବୋ ପାଇଁ ଆହ୍ବାନ କରିଛନ୍ତି। ଆମ୍ଭେ ପାପରେ ଜୀବନ ଯାପନ କରିବା ପାଇଁ ସେ ଚାହାଁନ୍ତି ନାହିଁ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:13

ଭାଇ ଓ ଭଉଣୀମାନେ ! ପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦବୋ ଉଚିତ। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ଯ ରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ଯୋଗୁଁ ତୁମ୍ଭମାନେେ ଉଦ୍ଧାର ପାଇଛ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:1

ଖ୍ରୀଷ୍ଟ ଯୀଶୁଙ୍କ ପ୍ ରରେିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ବରଙ୍କ ଆଦେଶ ଦ୍ବାରା ପ୍ ରରେିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।

ତୀତସଙ୍କ ପ୍ରତି ପତ୍ର 1:2

ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।

ତୀତସଙ୍କ ପ୍ରତି ପତ୍ର 3:4

କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।

ଏବ୍ରୀ 3:1

ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

ପିତରଙ୍କ ପ୍ରଥମ ପତ୍ 1:15

ନିଜେ କରୁଥିବା ସମସ୍ତ କାମ ରେ, ପରମେଶ୍ବର ଯେପରି ପବିତ୍ର, ସହେିପରି ପବିତ୍ର ହୁଅ। ପରମେଶ୍ବର ହିଁ ତୁମ୍ଭକୁ ଆହ୍ବାନ କରିଥିଲେ।

ପିତରଙ୍କ ପ୍ରଥମ ପତ୍ 1:20

ଜଗତ ଆରମ୍ଭ ହବୋ ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହାଇେଥିଲେ। କିନ୍ତୁ ଏହି ଶଷେ ସମୟରେ ତୁମ୍ଭ ନିମନ୍ତେ ସେ ଜଗତ ରେ ପ୍ରକାଶିତ ହେଲେ।

ପିତରଙ୍କ ପ୍ରଥମ ପତ୍ 2:9

କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ପିତରଙ୍କ ପ୍ରଥମ ପତ୍ 2:20

କିନ୍ତୁ ଯଦି ତୁମ୍ଭେ ଭୁଲ କରିଥିବାରୁ ଦଣ୍ଡିତ ହୁଅ, ତା' ହେଲେ ସହେି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ର୍ଧୈୟ୍ଯବାନ ରୁହ, ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:8

ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନେ ସହେି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମଷେଶାବକଙ୍କ ଜୀବନ ପୁସ୍ତକରେ ଲଖାେ ହାଇନୋହିଁ। ଏହି ମଷେଶାବକଙ୍କୁ ବଧ କରାଯାଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:8

ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ବରରୁ ଉଠି ଆସି ଧ୍ବଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲଖାେ ହାଇନୋହିଁ, ସହେି ଲୋକମାନେ ତାହାକୁ ଦେଖି ଆଶ୍ଚର୍ୟ୍ଯ ହବେେ, କାରଣ ସେ ଅତୀତ ରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।

Interlinear

Choose Theme