ରୋମୀୟଙ୍କ ପ୍ରତି ପତ୍ର 9:12 · ଓଡ଼ିଆ ବାଇବେଲ
ପରମେଶ୍ବରଙ୍କ ମ ନୋନୟନ ତାହାଙ୍କ ଯଜେନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥୀଲେ ସହେି କାରଣରୁ ହେଲା।
Cross references
ଆଦି ପୁସ୍ତକ 25:22
ଯେ ଦବେଳେେ ରିବିକା ଗର୍ଭବତୀ ହେଲା, ନିଜ ନିଜ ଭିତ ରେ ଶିଶୁମାନେ ଛନ୍ଦାଛନ୍ଦି ହେଲେ। ରିବିକା ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, ମାେ ପ୍ରତି ଏପରି କାହିଁକି ଘଟିଲା?
ଦିତୀୟ ଶାମୁୟେଲ 8:14
ଦାଉଦ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ଇଦୋମ ରେ ମୃତଯନ କଲେ। ସେ ଇଦୋମ ସାରା ବହକ୍ସ୍ଟତ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ମୃତଯନ କଲେ। ସମସ୍ତ ଇଦୋମୀଯଗଣ ଦାଉଦଙ୍କର ଦାସ ହେଲ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।
ପ୍ରଥମ ରାଜାବଳୀ 22:47
ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।