ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
Cross references
ବେଙ୍ଗମାନେ ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।'
ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।
ଯଦି ତୁମ୍ଭେ ପରମେଶ୍ବରଙ୍କ ତୁଲ୍ଯ, ତା' ହେଲେ ତୁମ୍ଭେ ତୁମ୍ଭର କୋରଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦଇପୋର। ସହେି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।
ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।
ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସହେିଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦବେେ। ସେତବେେଳେ ସହେି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।
ସେତବେେଳେ ଲୋକମାନେ ଗର୍ବିତ ହବୋରୁ ନିବୃତ୍ତ ହବେେ। ସହେି ଗର୍ବିତ ମାନବ ନମ୍ର ହବେେ ଏବଂ କବଳେ ସହେିଦିନ ରେ ସଦାପ୍ରଭୁ ଉଚ୍ଚ ରେ ରହିବେ।
ସଦାପ୍ରଭୁ କୁହନ୍ତି, ସମାରସଲାକମାଲନ ନିର୍ବାସିତ ହୁଅନ୍ତି। କାରଣସସମାଲନସମାଲତ ଜାଣୁନାହାନ୍ତି। ଇଶ୍ରାଲୟଲରସକଲତକ ବ୍ଯକ୍ତି ବର୍ତ୍ତମାନ ସମ୍ଭ୍ରାନ୍ତସବାଲି ବିବଲଚିତ ହୁଅନ୍ତି। ମାତ୍ର,ସସହି ସମ୍ଭ୍ରାନ୍ତ ବ୍ଯକ୍ତିମାଲନସଭାକିଲା ଥିଲବ ଏବଂସଯଉଁମାଲନ ସାଧାରଣ ଜୀବନସର ବସବାସ କରନ୍ତି, ଅତ୍ଯନ୍ତ ତୃଷାର୍ତ୍ତସହଲବ।
ସସହିସଲାକମାଲନ ବିନଯୀସହଲବ।ସସହି ମହାନ୍ସଲାକମାଲନସସମାନଙ୍କର ମଥାନତ କରିଲବ ଓ ଭୂମିକୁ ମୁଖ କରିଲବ।
ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।
ଦେଖ ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମ ରେ ଏହା କରିବେ। ମହାନ୍ ଓ ପ୍ରଧାନ ବ୍ଯକ୍ତିମାନଙ୍କୁ ଛଦନେ କରାୟିବ। ସହେି ଉନ୍ନତମାନେ ନତ ହବେେ।
ପରମେଶ୍ବର କୁହନ୍ତି, ପୃଥିବୀ ରେ ଅମଙ୍ଗଳ ଘଟିବାର ମୁଁ କାରଣ ହବେି। ମୁଁ ମନ୍ଦାଚାରୀଙ୍କୁ ସମାନଙ୍କେର ପାପ ଲାଗି ଦଣ୍ଡ ଦବେି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦଖାେଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି।
ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।
ଯେତବେେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କହେି ନିବୃତ୍ତ କରିପାରିବେ ନାହିଁ। ଆଉ ମଧ୍ଯ ଯେତବେେଳେ ସେ ଲୋକମାନଙ୍କୁ ଦଣ୍ଡ ଦବୋକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥି ରେ ତାଙ୍କୁ କହେି ଅଟକାଇବେ ନାହିଁ।
ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।
ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ କେତେ କାଳପ ରେ ୟୁଦ୍ଧରୁ କ୍ଷାନ୍ତ ହବେ ? ତୁମ୍ଭେ ଆପଣା କୋଷ ରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ।