Home Bibles ☰ Books ଗୀତସଂହିତା 59:1 · ଓଡ଼ିଆ ବାଇବେଲ
ଗୀତସଂହିତା 59:1 · ଓଡ଼ିଆ ବାଇବେଲ

ହେ ପରମେଶ୍ବର, ମାରେ ଶତ୍ରୁଗଣଠାରୁ ମାେତେ ଉଦ୍ଧାର କର। ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର।

Cross references

ବିଚାରକର୍ତାମାନଙ୍କ ବିବରଣ 16:2

କହେି ଜଣେ ଘସୀଯ ଲୋକମାନଙ୍କୁ କହିଲେ ଯେ, ଶାମ୍ଶୋନ୍ ସହେି ସ୍ଥାନକକ୍ସ୍ଟ ୟାଇଥିଲେ। ସମାନେେ ଶାମ୍ଶୋନ୍ଙ୍କକ୍ସ୍ଟ ହତ୍ଯା କରିବାକୁ ଚାହିଁଲେ। ତେଣୁ ସମାନେେ ସେ ସହରକକ୍ସ୍ଟ ଘରେି ଗଲେ। ସମାନେେ ରାତ୍ରି ତମାମ ଚିପ୍ଗ୍ଭପ୍ ନଗର ଫାଟକ ନିକଟରେ ଲକ୍ସ୍ଟଚି ରହିଲେ। ସମାନେେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ, ସକାଳ ହେଲେ ଆମେ ଶାମ୍ଶାେନ୍ଙ୍କକ୍ସ୍ଟ ହତ୍ଯା କରିବା।

ପ୍ରଥମ ଶାମୁୟେଲ 19:11

ଶାଉଲ ଦାଉଦଙ୍କ ଘରକକ୍ସ୍ଟ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକକ୍ସ୍ଟ ଜଗି ରହିଲେ। ସମାନେେ ସଠାେରେ ରାତ୍ରି ତମାମ ଜଗି ରହିଲେ। ସମାନେେ ଦାଉଦଙ୍କକ୍ସ୍ଟ ସକାଳ ରେ ମାରିଦବୋ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦଲୋ। ସେ କହିଲା, ତୁମ୍ଭେ ରାତ୍ରି ରେ ପଳାଯନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନକର ତବେେ ସମାନେେ ତୁମ୍ଭକୁ ଆସନ୍ତା କାଲି ମାରି ଦବେେ।

ଗୀତସଂହିତା 7:1

ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମାେ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର ଓ ଉଦ୍ଧାର କର।

ଗୀତସଂହିତା 12:5

କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

ଗୀତସଂହିତା 18:48

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ। ଯେଉଁମାନେ ମାେ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମାେତେ ସାହାୟ୍ଯ କରିଛ। ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମାେତେ ବଞ୍ଚାଇଛ।

ଗୀତସଂହିତା 20:1

ତୁମ୍ଭେ ଯେତବେେଳେ ବିପଦରେ ପଡ଼ିଥାଅ, ସହେି ସଦାପଭ୍ରୁ ତୁମ୍ଭର ଡ଼ାକ ଶୁଣି ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସନ୍ତୁ। ୟାକୁବଙ୍କର ପରମେଶ୍ବର ତୁମ୍ଭକୁ ରକ୍ଷା କରନ୍ତୁ।

ଗୀତସଂହିତା 57:1

ହେ ପରମେଶ୍ବର, ମାେ ଉପରେ ଦୟାକର। ମାେ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିୟିବା ପର୍ୟ୍ଯନ୍ତ ମୁଁ ତୁମ୍ଭ ପକ୍ଷର ଛାଯାରେ ଶରଣ ନବୋକୁ ଆସିଛି।

ଗୀତସଂହିତା 58:1

ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?

ଗୀତସଂହିତା 71:4

ହେ ମାରେ ପରମେଶ୍ବର, ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଅନ୍ଯାଯକାରୀ ଓ ନିର୍ଦ୍ଦଯ ଲୋକ ହାତରୁ ମାେତେ ରକ୍ଷା କର।

ଗୀତସଂହିତା 91:14

ସଦାପ୍ରଭୁ କହନ୍ତି, ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।

ଗୀତସଂହିତା 143:9

ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି। ମାରେ ଶତ୍ରୁମାନଙ୍କ କବଳରୁ ମାେତେ ରକ୍ଷା କର।

ଗୀତସଂହିତା 143:12

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦ୍ବାରା ମାରେ ଶତ୍ରୁମାନଙ୍କୁ ପରାସ୍ତ କର। ଯେଉଁମାନେ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି, ସମାନଙ୍କେୁ ଧ୍ବଂସ କର। କାରଣ ମୁଁ ତୁମ୍ଭର ସବେକ ଅଟେ।

ଯିଶାଇୟ 33:16

ସହେି ଲୋକମାନେ ଉଚ୍ଚ ସ୍ଥାନ ରେ ବାସ କରିବେ। ସମାନେେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗ ରେ ସୁରକ୍ଷିତ ହବେେ। ସମାନଙ୍କେର ଭକ୍ଷ୍ଯ ଓ ଜଳର ଅଭାବ ରହିବ ନାହିଁ।

Interlinear

Choose Theme