Home Bibles ଗୀତସଂହିତା 143:9 · ଓଡ଼ିଆ ବାଇବେଲ
ଗୀତସଂହିତା 143:9 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି। ମାରେ ଶତ୍ରୁମାନଙ୍କ କବଳରୁ ମାେତେ ରକ୍ଷା କର।

Cross references

ଗୀତସଂହିତା 31:15

ମାରେ ଜୀବନ ତୁମ୍ଭ ହାତରେ, ମାେତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର। କେତକେ ଲୋକ ମାେ ପଛରେ ଗୋଡ଼ାଇଛନ୍ତି। ସମାନଙ୍କେଠାରୁ ମାେତେ ରକ୍ଷା କର।

ଗୀତସଂହିତା 34:2

ବିନଯୀ ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ। ମାରେ ଆତ୍ମା ସଦାପ୍ରଭୁଙ୍କ ଧ୍ଯାନରେ ବ୍ଯାକୁଳ ହେଉଅଛି।

ଗୀତସଂହିତା 56:9

ମୁଁ ଜାଣେ କେତବେେଳେ ମୁଁ ସାହାୟ୍ଯ ପାଇଁ ଡ଼ାକିବି, ମାରେ ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ। ମୁଁ ତାହା ଜାଣେ କାରଣ ତୁମ୍ଭେ ମାରେ ପରମେଶ୍ବର।

ଗୀତସଂହିତା 57:2

ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ପରମେଶ୍ବର ମାରେ ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ !

ଗୀତସଂହିତା 59:1

ହେ ପରମେଶ୍ବର, ମାରେ ଶତ୍ରୁଗଣଠାରୁ ମାେତେ ଉଦ୍ଧାର କର। ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର।

ଗୀତସଂହିତା 61:3

ତୁମ୍ଭେ ମାରେ ନିରାପଦ ଆଶ୍ରଯସ୍ଥଳୀ! ମାରେ ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମାରେ ଉଚ୍ଚ ଦୁର୍ଗ।

ଗୀତସଂହିତା 142:5

ସଦାପ୍ରଭୁ, ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକେ : ସଦାପ୍ରଭୁ ତୁମ୍ଭେ ମାରେ ନିରାପଦର ସ୍ଥାନ। ତୁମ୍ଭେ ହେଉଛ ସବୁକିଛି ୟାହା ମୁଁ ଜୀବନରେ ଦରକାର କରେ।

ଗୀତସଂହିତା 142:7

ଏହି ଫାନ୍ଦରୁ ମାେତେ ଉଦ୍ଧାର କରିବାରେ ସାହାୟ୍ଯ କର। ୟପରେିକି ମୁଁ ତୁମ୍ଭ ନାମକୁ ଧନ୍ଯବାଦ ଦଇପୋରିବି। ଧାର୍ମିକମାନେ ମାେ ସହିତ ପାଳନ କରିବେ, କାରଣ ତୁମ୍ଭେ ମାରେ ଯତ୍ନ ନଲେ।

ହିତୋପଦେଶ 18:10

ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।

ଏବ୍ରୀ 6:18

ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।

Interlinear

Choose Theme