କହେି ଜଣେ ଘସୀଯ ଲୋକମାନଙ୍କୁ କହିଲେ ଯେ, ଶାମ୍ଶୋନ୍ ସହେି ସ୍ଥାନକକ୍ସ୍ଟ ୟାଇଥିଲେ। ସମାନେେ ଶାମ୍ଶୋନ୍ଙ୍କକ୍ସ୍ଟ ହତ୍ଯା କରିବାକୁ ଚାହିଁଲେ। ତେଣୁ ସମାନେେ ସେ ସହରକକ୍ସ୍ଟ ଘରେି ଗଲେ। ସମାନେେ ରାତ୍ରି ତମାମ ଚିପ୍ଗ୍ଭପ୍ ନଗର ଫାଟକ ନିକଟରେ ଲକ୍ସ୍ଟଚି ରହିଲେ। ସମାନେେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ, ସକାଳ ହେଲେ ଆମେ ଶାମ୍ଶାେନ୍ଙ୍କକ୍ସ୍ଟ ହତ୍ଯା କରିବା।
Cross references
ଶାମ୍ଶାେନ୍ ବହକ୍ସ୍ଟତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବଦନେ କଲେ, ମୁ ତୁମ୍ଭର ଦାସ, ତୁମ୍ଭେ ମାେତେ ମହତ ବିଜଯ ଦିଅ। ଏବେ ମୁ ଶୋଷ ରେ ମରକ୍ସ୍ଟଛି। ମୁ ଅସକ୍ସ୍ଟନ୍ନତ ଲୋକମାନଙ୍କ ହସ୍ତ ରେ ପଡିବାକକ୍ସ୍ଟ ଯାଉଛି, ତେଣୁ ମାେତେ ରକ୍ଷା କର।
ଶାଉଲ ଦାଉଦଙ୍କ ଘରକକ୍ସ୍ଟ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକକ୍ସ୍ଟ ଜଗି ରହିଲେ। ସମାନେେ ସଠାେରେ ରାତ୍ରି ତମାମ ଜଗି ରହିଲେ। ସମାନେେ ଦାଉଦଙ୍କକ୍ସ୍ଟ ସକାଳ ରେ ମାରିଦବୋ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦଲୋ। ସେ କହିଲା, ତୁମ୍ଭେ ରାତ୍ରି ରେ ପଳାଯନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନକର ତବେେ ସମାନେେ ତୁମ୍ଭକୁ ଆସନ୍ତା କାଲି ମାରି ଦବେେ।
ଶାଉଲ ପର୍ବତର ଏକ ପାଶର୍ବକକ୍ସ୍ଟ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସହେି ପର୍ବତର ଅନ୍ୟ ଏକ ପାଖକକ୍ସ୍ଟ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରକ୍ସ୍ଟ ଶିଘ୍ର ଦୌଡି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କକ୍ସ୍ଟ ଧରିବା ନିମନ୍ତେ ପର୍ବତର ଚତକ୍ସ୍ଟଃପାଶର୍ବ ରେ ଘରେି ୟାଇଥିଲେ।
ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।
କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତ ରେ କୁହା କୁହି ହେଲେ, 'ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦବୋ, ଏହି ସମ୍ପତ୍ତି ଆମ୍ଭର ହାଇଯେିବ।'
ତା'ପର ଦିନ ଅତି ସକାଳୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବ ପାଇଁ ଯୋଜନା କଲେ।
ଯିହୂଦୀମାନେ ତାହାଙ୍କୁ ମାରିବାପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖ ରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣିପାରିଲେ।
ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସନୋଧ୍ଯକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦବେ। ତୁମ୍ଭେ ସନୋଧ୍ଯକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଚ଼ାହଁ, କାରଣ ତୁମ୍ଭର ତାହାଙ୍କୁ ଅନକେ ପ୍ରଶ୍ନ ପଚ଼ାରିବାର ଅଛି। ଆମ୍ଭେ ତାହାଙ୍କୁ ଏଠା ରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ଯା କରିବା ପାଇଁ ପ୍ରସ୍ତୁତ ଅଛୁ।
ସେ ସର୍ବଦା ପ୍ରଶଂସିତ ହବୋ କଥା। ମୁଁ ଯେତବେେଳେ ଦମ୍ମସକଠାେ ରେ ଥିଲି, ଅରିତ଼ସ୍ ରାଜାଙ୍କ ରାଜ୍ଯପାଳ ନଗରର ଚାରି ପଟେ ପ୍ରହରୀମାନଙ୍କୁ ରଖି ମାେତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।