କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:32 · ଓଡ଼ିଆ ବାଇବେଲ
ସେ ସର୍ବଦା ପ୍ରଶଂସିତ ହବୋ କଥା। ମୁଁ ଯେତବେେଳେ ଦମ୍ମସକଠାେ ରେ ଥିଲି, ଅରିତ଼ସ୍ ରାଜାଙ୍କ ରାଜ୍ଯପାଳ ନଗରର ଚାରି ପଟେ ପ୍ରହରୀମାନଙ୍କୁ ରଖି ମାେତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 9:24
ଯିହୂଦୀମାନେ ତାହାଙ୍କୁ ମାରିବାପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖ ରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣିପାରିଲେ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:26
ମୁଁ ଅନକେ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କ ରେ ନଦୀ ରେ ଲୁଣ୍ଠନକାରୀମାନଙ୍କଠାରୁ ମାରେନିଜ ଲୋକମାନଙ୍କଠାରୁ, ଅଣଯିହୂଦୀ ମାନଙ୍କଠାରୁ ମୁଁ ବିପଦ ରେ ଥିଲି। ନଗର ମାନଙ୍କ ରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ର ରେ, ମଧ୍ଯ ମୁଁ ବିପଦ ରେ ପଡ଼ିଥିଲି। ଯେଉଁଲୋକମାନେ ମିଛ ରେ ଭାଇ ବୋଲାଉ ଥିଲେ ସମାନଙ୍କେ ପାଇଁ ମୁଁ ବିପଦ ରେ ପଡ଼ିଥିଲି।