Home Bibles ଯିଶାଇୟ 33:16 · ଓଡ଼ିଆ ବାଇବେଲ
ଯିଶାଇୟ 33:16 · ଓଡ଼ିଆ ବାଇବେଲ

ସହେି ଲୋକମାନେ ଉଚ୍ଚ ସ୍ଥାନ ରେ ବାସ କରିବେ। ସମାନେେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗ ରେ ସୁରକ୍ଷିତ ହବେେ। ସମାନଙ୍କେର ଭକ୍ଷ୍ଯ ଓ ଜଳର ଅଭାବ ରହିବ ନାହିଁ।

Cross references

ଦିତୀୟ ବିବରଣ 33:29

ହେ ଇଶ୍ରାୟେଲୀୟ, ତୁମ୍ଭମାନେେ ଆଶୀର୍ବାଦ ୟକ୍ସ୍ଟକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହବେେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖଡ୍ଗ ସ୍ବରୂପ। ତୁମ୍ଭର ଶତୃମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସମାନଙ୍କେ ପବିତ୍ର ସ୍ଥାନସବୁ ଦଳନ କରିବ।

ପ୍ରଥମ ରାଜାବଳୀ 19:6

ଅନନ୍ତର ଏଲିଯ ଦେଖିଲେ ତାଙ୍କର ମୁଣ୍ତ ପାଖ ରେ ଅଙ୍ଗାର ରେ ପକ୍ବ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶଯନ କଲେ।

ଗୀତସଂହିତା 15:1

ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ ? କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ ?

ଗୀତସଂହିତା 18:33

ପରମେଶ୍ବର ମାେତେ ହରିଣଠାରୁ ଅଧିକ ବଗରେେ ଦୌଡ଼ିବାକୁ ସାହାୟ୍ଯ କରନ୍ତି। ସେ ମାେତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।

ଗୀତସଂହିତା 33:18

ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ବର ସମାନଙ୍କେର ଯତ୍ନ ନିଅନ୍ତି ଓ ସମାନଙ୍କେ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସହେିମାନେ ତାଙ୍କର ସ୍ବର୍ଗୀଯ କରୁଣାରେ ରକ୍ଷା ପାଆନ୍ତି।

ଗୀତସଂହିତା 34:10

ଶକ୍ତିଶାଳୀ ଲୋକମାନେ ମଧ୍ଯ ଦୁର୍ବଳ ଓ ଭୋକିଲା ହବେେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ବରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସମାନଙ୍କେର ସବୁକିଛି ମଙ୍ଗଳ ଘଟିବ।

ଗୀତସଂହିତା 37:3

ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।

ଗୀତସଂହିତା 62:7

ମାରେ ଗୌରବ ଓ ବିଜଯ ପରମେଶ୍ବରଙ୍କଠାରୁ ଆସେ। ସେ ମାରେ ଦୃଢ଼ ଦୁର୍ଗ। ପରମେଶ୍ବର ହିଁ ମାରେ ନିରାପଦ ସ୍ଥାନ।

ଗୀତସଂହିତା 90:1

ହେ ପ୍ରଭୁ, ତୁମ୍ଭ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହାଇେଅଛ।

ଗୀତସଂହିତା 91:1

ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।

ଗୀତସଂହିତା 91:14

ସଦାପ୍ରଭୁ କହନ୍ତି, ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।

ଗୀତସଂହିତା 107:41

କିନ୍ତୁ ପରମେଶ୍ବର ସହେି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ। ସେ ସମାନଙ୍କେର ପରିବାରକୁ ମଷେପଲ ତୁଲ୍ଯ ପାଳନ କରନ୍ତି।

ଗୀତସଂହିତା 111:5

ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସମାନଙ୍କେୁ ଖାଦ୍ୟ ଦିଅନ୍ତି। ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।

ହିତୋପଦେଶ 1:33

ମାତ୍ର ଯେଉଁ ଲୋକ ମାରେ ବାକ୍ଯ ମାନି ଚଳେ। ସେ ନିରାପଦ ରେ ବାସ କରିବ, ତା'ର ଅମଙ୍ଗଳ ହବେ ନାହିଁ।

ହିତୋପଦେଶ 18:10

ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।

ଯିଶାଇୟ 25:4

ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ।

ଯିଶାଇୟ 26:1

ସଦେିନ, ଯିହୁଦା ଦେଶ ରେ ଏହି ଗୀତ ଗାନ କରାୟିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ ନଗର ତିଆରି କରିବେ।

ଯିଶାଇୟ 30:20

ମାରେ ପ୍ରଭୁ ପରମେଶ୍ବର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଲେଶରୂପକ ଜଳ ଦଇେଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭମାନେେ ତୁମ୍ଭର ଖାଲି ଚକ୍ଷୁ ରେ ତାଙ୍କର ଦର୍ଶନ ପାଇବ।

ଯିଶାଇୟ 32:18

ମାରେ ଲୋକମାନେ ଶାନ୍ତିମଯ ବସତି ସ୍ଥାନ ରେ, ନିରାପଦ ତମ୍ବୁ ରେ ଓ ସୁସ୍ଥିର ବିଶ୍ରାମ ସ୍ଥାନ ରେ ବାସ କରିବେ।

ଯିଶାଇୟ 49:10

ସମାନେେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହବେେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ୟ୍ଯତାପ ସମାନଙ୍କେୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ବର ସମାନଙ୍କେୁ ଦୟା କରନ୍ତି, ସେ ସମାନଙ୍କେୁ ଚଳାଇବେ; ଜଳ-ନିର୍ଝର ଦଇେ ସେ ସମାନଙ୍କେୁ କଢ଼ାଇ ଦବେେ।

ହବକକୂକ 3:19

ସଦାପ୍ରଭୁ ମାରେ ପ୍ରଭୁ, ମାେତେ ଶକ୍ତି ଦିଅନ୍ତି, ମୁଁ ହରିଣ ପରି ଦ୍ରୁତଗତି ରେ ଦୌଡିବା ରେ ମାେତେ ସାହାୟ୍ଯ କରନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପରି ମାରେସ୍ପନ୍ଦିତ ବାଦ୍ଯୟନ୍ତ୍ର ରେ ସେ ପର୍ବତ ଉପରକୁ ମାେତେ ନିରାପଦ ରେ ଆଗଇେ ନିଅନ୍ତି।

ଲୂକଲିଖିତ ସୁସମାଚାର 12:29

ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।

Interlinear

Choose Theme