Home Bibles ପ୍ରଥମ ଶାମୁୟେଲ 19:11 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 19:11 · ଓଡ଼ିଆ ବାଇବେଲ

ଶାଉଲ ଦାଉଦଙ୍କ ଘରକକ୍ସ୍ଟ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକକ୍ସ୍ଟ ଜଗି ରହିଲେ। ସମାନେେ ସଠାେରେ ରାତ୍ରି ତମାମ ଜଗି ରହିଲେ। ସମାନେେ ଦାଉଦଙ୍କକ୍ସ୍ଟ ସକାଳ ରେ ମାରିଦବୋ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦଲୋ। ସେ କହିଲା, ତୁମ୍ଭେ ରାତ୍ରି ରେ ପଳାଯନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନକର ତବେେ ସମାନେେ ତୁମ୍ଭକୁ ଆସନ୍ତା କାଲି ମାରି ଦବେେ।

Cross references

ବିଚାରକର୍ତାମାନଙ୍କ ବିବରଣ 16:2

କହେି ଜଣେ ଘସୀଯ ଲୋକମାନଙ୍କୁ କହିଲେ ଯେ, ଶାମ୍ଶୋନ୍ ସହେି ସ୍ଥାନକକ୍ସ୍ଟ ୟାଇଥିଲେ। ସମାନେେ ଶାମ୍ଶୋନ୍ଙ୍କକ୍ସ୍ଟ ହତ୍ଯା କରିବାକୁ ଚାହିଁଲେ। ତେଣୁ ସମାନେେ ସେ ସହରକକ୍ସ୍ଟ ଘରେି ଗଲେ। ସମାନେେ ରାତ୍ରି ତମାମ ଚିପ୍ଗ୍ଭପ୍ ନଗର ଫାଟକ ନିକଟରେ ଲକ୍ସ୍ଟଚି ରହିଲେ। ସମାନେେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ, ସକାଳ ହେଲେ ଆମେ ଶାମ୍ଶାେନ୍ଙ୍କକ୍ସ୍ଟ ହତ୍ଯା କରିବା।

ପ୍ରଥମ ଶାମୁୟେଲ 20:31

ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।

ଗୀତସଂହିତା 59:1

ହେ ପରମେଶ୍ବର, ମାରେ ଶତ୍ରୁଗଣଠାରୁ ମାେତେ ଉଦ୍ଧାର କର। ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର।

Interlinear

Choose Theme