Home Bibles ଗୀତସଂହିତା 150:3 · ଓଡ଼ିଆ ବାଇବେଲ
ଗୀତସଂହିତା 150:3 · ଓଡ଼ିଆ ବାଇବେଲ

ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !

Cross references

ଗଣନା ପୁସ୍ତକ 10:10

ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

ଦିତୀୟ ଶାମୁୟେଲ 6:5

ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗ ରେ ଦବଦୋରକ୍ସ୍ଟ କାଠ ରେ ତିଆରି ନାନା ପ୍ରକାର ବାଦ୍ଯୟନ୍ତ୍ର ବୀଣା ଓ ନବେଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନିଚକ୍ସ୍ଟ ଥିଲେ।

ଦିତୀୟ ଶାମୁୟେଲ 6:15

ଏହିପରି ଭାବରେ ଦାଉଦ ଓ ଇଶ୍ରାୟେଲୀୟମାନେ ଆନନ୍ଦ ଉଲ୍ଲାସ ରେ ଜଯଧ୍ବନୀ କରି ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଗର ମଧ୍ଯକକ୍ସ୍ଟ ନଇେ ଆସିଲେ।

ପ୍ରଥମ ବଂଶାବଳୀ 15:20

ଜିଖରିଯ, ଅସୀଯଲେ, ଶମୀରାମାେତ୍, ୟିହିଯଲେ, ଉନ୍ନି, ଇଲୀଯାବ, ମା ସଯେ ଓ ବନାଯ ଅଲାମାେତ୍ ବୀଣା ବଜାଉଥିଲେ।

ପ୍ରଥମ ବଂଶାବଳୀ 15:24

ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।

ପ୍ରଥମ ବଂଶାବଳୀ 15:28

ଏହିପରି, ଇଶ୍ରାୟେଲର ସମସ୍ତ ଲୋକ ନିଯମସିନ୍ଦୁକକୁ ନଇେଆସିଲେ। ସମାନେେ ଉଚ୍ଚସ୍ବର କଲେ, ସମାନେେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ଯ ଓ ତୂରୀ ବଜାଇଲେ, ଆହୁରି ମଧ୍ଯ ସମାନେେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।

ପ୍ରଥମ ବଂଶାବଳୀ 16:42

ହମେନ୍ ଓ ୟିଦୂଥୂନ୍ ସମାନଙ୍କେ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଂଗୀତମାନ ଗାନ କରାୟିବା ସମୟରେ ସମାନେେ ଅନ୍ଯାନ୍ଯ ବାଦ୍ଯ ମଧ୍ଯ ବଜାଉଥିଲେ। ୟିଦୂଥୂନ୍ଙ୍କ ପୁତ୍ରମାନେ ଦ୍ବାର ଜଗି ରହୁଥିଲେ।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ଦିତୀୟ ବଂଶାବଳୀ 5:13

ତୂରୀ ବାଦକ ଓ ଗାଯକ ଲୋକମାନେ ଜଣେ ବ୍ଯକ୍ତି ତୁଲ୍ଯ ଥିଲେ। ଯେତବେେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ଯବାଦ ଗାନ କରାଗଲା ସମାନେେ ଏକ ଶବ୍ଦ କଲେ। ସମାନେେ ତୂରୀ, ଗିନି ଓ ବାଦ୍ଯୟନ୍ତ୍ର ସହିତ ଉଚ୍ଚସ୍ବର କଲେ। ସମାନେେ ଏହି ଗୀତ ଗାଇଲେ, 'ସଦାପ୍ରଭୁଙ୍କର ପ୍ରଶଂସା କଲେ, କାରଣ ସେ ମଙ୍ଗଳମଯ। ତାଙ୍କର ସତ୍ଯ ପ୍ ରମେ ଅନନ୍ତକାଳସ୍ଥାଯୀ ଅଟେ।

ଦିତୀୟ ବଂଶାବଳୀ 20:28

ସମାନେେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ୟିରୁଶାଲମକୁ ଗଲେ।

ଗୀତସଂହିତା 33:2

ବୀଣା ବାଦ୍ଯ କରି ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ଦଶ-ତାର ବାଦ୍ଯରେ ତାଙ୍କର ପ୍ରଶଂସା ଗାନ କର।

ଗୀତସଂହିତା 81:2

ଗୀତ ଆରମ୍ଭ କର ଓ ଦାରା ବଜାଅ, ନବେଲ ସହିତ ସୁମଧୁର ବୀଣାରେ ସ୍ବର ବାହାର କର।

ଗୀତସଂହିତା 92:3

ହେ ପରମେଶ୍ବର, ଦଶତାର ୟନ୍ତ୍ର ଓ ନବେଲରେ ବୀଣାର ଗମ୍ଭୀର ଧ୍ବନିରେ ସୂ-ଗୀତ ଗାନ କରିବା ଭଲ।

ଗୀତସଂହିତା 98:5

ହେ ପୃଥିବୀର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କର ଜଯଧ୍ବନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ୍ କର।

ଗୀତସଂହିତା 108:2

ଜାଗ୍ରତ ହୁଅ ! ହେ ମାରେ ପ୍ରାଣ, ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।

ଗୀତସଂହିତା 149:3

ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।

ଦାନିଏଲ 3:5

ଯେତବେେଳେ ତୁମ୍ଭମାନେେ ସମସ୍ତେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣିବ, ସେତବେେଳେ ତୁମ୍ଭମାନେେ ରାଜା ନବୂଖଦ୍ନିତ୍ସରଙ୍କ ଦ୍ବାରା ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ନିଶ୍ଚଯ ପୂଜା କରିବ।

Interlinear

Choose Theme