Home Bibles ☰ Books ଗୀତସଂହିତା 98:5 · ଓଡ଼ିଆ ବାଇବେଲ
ଗୀତସଂହିତା 98:5 · ଓଡ଼ିଆ ବାଇବେଲ

ହେ ପୃଥିବୀର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କର ଜଯଧ୍ବନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ୍ କର।

Cross references

ପ୍ରଥମ ବଂଶାବଳୀ 15:16

ଦାଉଦ, ଲବେୀୟ ନେତାମାନଙ୍କୁ ସମାନଙ୍କେ ଭ୍ରାତାଗଣ ଗାଯକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାଯକମାନେ ସମାନଙ୍କେର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦ ରେ ଗୀତଗାନ କରିବେ।

ପ୍ରଥମ ବଂଶାବଳୀ 15:28

ଏହିପରି, ଇଶ୍ରାୟେଲର ସମସ୍ତ ଲୋକ ନିଯମସିନ୍ଦୁକକୁ ନଇେଆସିଲେ। ସମାନେେ ଉଚ୍ଚସ୍ବର କଲେ, ସମାନେେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ଯ ଓ ତୂରୀ ବଜାଇଲେ, ଆହୁରି ମଧ୍ଯ ସମାନେେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ଦିତୀୟ ବଂଶାବଳୀ 29:25

ଦାଉଦ, ରାଜାଙ୍କ ଭବିଷ୍ଯତ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ଯତ୍ବକ୍ତା ଯେଉଁ ପ୍ରକାର ଆଦେଶ ଦଇେଥିଲେ, ରାଜା ହିଜକିଯ ସହେି ପ୍ରକା ରେ ଲବେୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିର ରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ଯତ୍ବକ୍ତାମାନଙ୍କର ମାଧ୍ଯମ ରେ ଆସିଥିଲା।

ଗୀତସଂହିତା 33:2

ବୀଣା ବାଦ୍ଯ କରି ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ଦଶ-ତାର ବାଦ୍ଯରେ ତାଙ୍କର ପ୍ରଶଂସା ଗାନ କର।

ଗୀତସଂହିତା 71:22

ତା'ପରେ ହେ ମାରେ ପରମେଶ୍ବର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି। ତୁମ୍ଭ ଉପରେ ଭରସା ରଖାୟାଇ ପାରିବ ବୋଲି ମୁଁ ଗୀତ ଗାଇବି। ତୁମେ ଇଶ୍ରାୟେଲର ପବିତ୍ର ସଦାପ୍ରଭୁ ବୋଲି ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।

ଗୀତସଂହିତା 92:3

ହେ ପରମେଶ୍ବର, ଦଶତାର ୟନ୍ତ୍ର ଓ ନବେଲରେ ବୀଣାର ଗମ୍ଭୀର ଧ୍ବନିରେ ସୂ-ଗୀତ ଗାନ କରିବା ଭଲ।

ଗୀତସଂହିତା 147:7

ସଦାପ୍ରଭୁଙ୍କୁ ଗୀତରେ ଧନ୍ଯବାଦ ଦିଅ। ବୀଣାୟନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରଶଂସା କର।

ଯିଶାଇୟ 51:3

ସହେିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହବେେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ଯ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ଯ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହବେେ ଏବଂ ସଙ୍ଗୀତ ଧ୍ବନି କରି ଧନ୍ଯବାଦ ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:8

ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:2

ମୁଁ ସ୍ବର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ବର ଶୁଣିଲି। ଏହା ବୀଣାବାଦକମାନେ ସମାନଙ୍କେର ବୀଣାବାଦନ କରିବାପରି ମନେ ହେଲା।

Interlinear

Choose Theme