Home Bibles ☰ Books ଦିତୀୟ ବଂଶାବଳୀ 5:13 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 5:13 · ଓଡ଼ିଆ ବାଇବେଲ

ତୂରୀ ବାଦକ ଓ ଗାଯକ ଲୋକମାନେ ଜଣେ ବ୍ଯକ୍ତି ତୁଲ୍ଯ ଥିଲେ। ଯେତବେେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ଯବାଦ ଗାନ କରାଗଲା ସମାନେେ ଏକ ଶବ୍ଦ କଲେ। ସମାନେେ ତୂରୀ, ଗିନି ଓ ବାଦ୍ଯୟନ୍ତ୍ର ସହିତ ଉଚ୍ଚସ୍ବର କଲେ। ସମାନେେ ଏହି ଗୀତ ଗାଇଲେ, 'ସଦାପ୍ରଭୁଙ୍କର ପ୍ରଶଂସା କଲେ, କାରଣ ସେ ମଙ୍ଗଳମଯ। ତାଙ୍କର ସତ୍ଯ ପ୍ ରମେ ଅନନ୍ତକାଳସ୍ଥାଯୀ ଅଟେ।

Cross references

ଯାତ୍ରା ପୁସ୍ତକ 29:43

ସହେି ସ୍ଥାନ ରେ ମୁଁ ଇଶ୍ରାୟେଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମାରେ ମହିମା ରେ ତମ୍ବୁଟି ପବିତ୍ର ହବେ।

ଯାତ୍ରା ପୁସ୍ତକ 40:34

ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।

ପ୍ରଥମ ରାଜାବଳୀ 8:10

ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମହାପବିତ୍ର ସ୍ଥାନ ରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘ ରେ ପରିପୂର୍ଣ ଥିଲା।

ପ୍ରଥମ ବଂଶାବଳୀ 16:4

ଏହାପରେ ନିଯମସିନ୍ଦୁକ ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଦାଉଦ କେତଜେଣ ଲବେୀୟଙ୍କୁ ମନୋନୀତ କଲେ। ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସହେି ଲବେୀୟମାନଙ୍କ କାର୍ୟ୍ଯ ଥିଲା।

ପ୍ରଥମ ବଂଶାବଳୀ 16:34

ଓଃ, ସଦାପ୍ରଭୁଙ୍କର ଧନ୍ଯବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ ରମେ ଅନନ୍ତକାଳୀନ ଅଟେ।

ଦିତୀୟ ବଂଶାବଳୀ 7:1

ଶଲୋମନ ପ୍ରାର୍ଥନା କରିସାରିବା ପରେ ଆକାଶରୁ ଅଗ୍ନି ଆସି ହାମବେଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।

ଦିତୀୟ ବଂଶାବଳୀ 7:2

ସଦାପ୍ରଭୁଙ୍କ ମହିମା ମନ୍ଦିରକୁ ପୂର୍ଣ୍ଣ କରିଥିବାରୁ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ପ୍ରବେଶ କରିପାରିଲେ ନାହିଁ।

ଦିତୀୟ ବଂଶାବଳୀ 7:3

ଇଶ୍ରାୟେଲର ସମସ୍ତ ଲୋକ ସ୍ବର୍ଗରୁ ଅଗ୍ନି ପଡ଼ିବା ଦେଖିଲେ। ଇଶ୍ରାୟେଲର ଲୋକମାନେ ମନ୍ଦିର ଉପରେ ସଦାପ୍ରଭୁଙ୍କ ମହିମାକୁ ମଧ୍ଯ ଦେଖିପାରିଲେ। ସମାନେେ ଭୂମି ଉପରେ ସମାନଙ୍କେର ମୁଣ୍ଡ ନୁଆଇଁ ଭୂମିଷ୍ଠ ପ୍ରଣାମ କଲେ। ସମାନେେ ସଦାପ୍ରଭୁଙ୍କର ଉପାସନା ଓ ଧନ୍ଯବାଦ କଲେ। ସମାନେେ ଗାଇଲେ, ସଦାପ୍ରଭୁ ଉତ୍ତମ ଅଟନ୍ତି ଓ ତାଙ୍କର ଦୟା ଚିରକାଳ ନିମନ୍ତେ ଅବିରତ ରହିଥାଏ।

ଦିତୀୟ ବଂଶାବଳୀ 7:6

ଯାଜକମାନେ ସମାନଙ୍କେର କାର୍ୟ୍ଯ କରିବା ନିମନ୍ତେ ପ୍ରସ୍ତୁତ ହାଇେ ଠିଆ ହାଇେ ରହିଥିଲେ। ଲବେୀୟଗଣ ଯେଉଁ ବାଦ୍ଯୟନ୍ତ୍ରଗୁଡ଼ିକ ସହିତ ଠିଆ ହାଇେ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦବୋ ନିମନ୍ତେ ସହେି ବାଦ୍ଯ ୟନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ବାରା ନିର୍ମିତ ହାଇେଥିଲା। ଯାଜକ ଓ ଲବେୀୟମାନେ କହୁଥିଲେ, ସଦାପ୍ରଭୁଙ୍କ ପ୍ ରମେ ଚିରକାଳସ୍ଥାଯୀ ଅଟେ ! ସମାନେେ ଲବେୀୟମାନଙ୍କ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗ ରେ ଠିଆ ହାଇେ ତୂରୀ ବଜାଇଲେ।

ଦିତୀୟ ବଂଶାବଳୀ 20:21

ଯିହାଶାଫେଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହାପରେ ସେ ଗାଯକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସାଗାନ କରିବା ପାଇଁ ନିୟୁକ୍ତ କଲେ, ସମାନେେ ପବିତ୍ର ଚୋଗା ପରିଧାନ କରିଛନ୍ତି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରି ସୈନ୍ଯଦଳର ସମ୍ମୁଖ ରେ ୟାତ୍ରା କଲେ। ଗାଯକମାନେ ଏହି ଗୀତ ଗାଉଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ, କାରଣ ତାଙ୍କର ପ୍ ରମେ ଅନନ୍ତକାଳସ୍ଥାଯୀ।

ଦିତୀୟ ବଂଶାବଳୀ 20:22

ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।

ଏଜ୍ରା 3:11

ସମାନେେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ଯବାଦ ଦଇେ ଏକ ଆ ରକେ ପ୍ରତି ଗାନକରି କହିଲେ, ସେ ମଙ୍ଗଳମଯ, ଯେ ହତେୁ ଇଶ୍ରାୟେଲ ପ୍ରତି ତାଙ୍କର କରୁଣା ଅନନ୍ତକାଳସ୍ଥାଯୀ ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାୟିବା ସକାଶୁ ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ବର ରେ ଜଯଧ୍ବନି କଲେ।

ନିହିମିୟା 12:27

ଏହାପରେ ୟିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନବେଲ ଓ ବୀଣା ବଜାଇ ଧନ୍ଯବାଦ ଓ ଗାନ ସହିତ ଆନନ୍ଦ ରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲବେୀୟମାନଙ୍କୁ ୟିରୁଶାଲମକୁ ଆଣିବା ନିମନ୍ତେ ସମାନଙ୍କେ ସବୁ ସ୍ଥାନ ରେ ସମାନଙ୍କେୁ ଅନ୍ବଷେଣ କଲେ।

ଗୀତସଂହିତା 22:4

ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ବାସ କରିଥିଲେ। ହଁ ସମାନେେ ତୁମ୍ଭକୁ ବିଶ୍ବାସ କରୁଥିଲେ। ହେ ପରମେଶ୍ବର, ତୁମ୍ଭେ ହିଁ ସମାନଙ୍କେୁ ଉଦ୍ଧାର କରିଅଛ।

ଗୀତସଂହିତା 68:25

ଆଗେ ଆଗେ ଗାଯକମାନଙ୍କର ମଣ୍ଡଳୀ ଯାଉଛନ୍ତି। ପଛେ ପଛେ ବାଦ୍ଯକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ଯାଗଣ ତୁମ୍ବୁରା ବଜାଉଛନ୍ତି।

ଗୀତସଂହିତା 81:2

ଗୀତ ଆରମ୍ଭ କର ଓ ଦାରା ବଜାଅ, ନବେଲ ସହିତ ସୁମଧୁର ବୀଣାରେ ସ୍ବର ବାହାର କର।

ଗୀତସଂହିତା 95:1

ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। ଆମ୍ଭମାନଙ୍କ ପରିତ୍ରାଣର ଶୈଳ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କରିବା, ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।

Interlinear

Choose Theme